ଡିସେମ୍ବର ୨୨ରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେବ ଶୁଭସ୍ତମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୪ ମସିହା ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିଲାଗି ଡିସେମ୍ବର ୨୨ ତାରିଖରେ ସ୍ଥାପନ ହେବ ଶୁଭମ୍ତମ୍ଭ।
ବରଗଡ଼ର ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାର ମଣ୍ଡଳୀ...
ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ବୌଦ୍ଧ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଟ୍ରାନ୍ସଫର୍ମର ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ। ଏହି ଗ୍ୟାଙ୍ଗରେ ସାମିଲ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ...
ବୌଦ୍ଧରେ ମାଓ କ୍ୟାମ୍ପ ଧ୍ୱଂସ, ଦ୍ଵିତୀୟ ଦିନରେ ଜାରି ରହିଛି ସର୍ଚ୍ଚ ଅପରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁପା ଜଙ୍ଗଲରେ ଶନିବାର ଦ୍ଵିତୀୟ ଦିନରେ ଜାରି ରହିଛି ମାଓ ଦମନ ଅଭିଯାନ। ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ...
ମାଓବାଦୀ ଦମନ ଅଭିଯାନ: ବୌଦ୍ଧ ଓ କନ୍ଧମାଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ଗୁରୁବାର ଦିନ ଏସଓଜି ଯବାନ ଏବଂ ମାଓବାଦୀଙ୍କ...
ବୌଦ୍ଧ ଡିଷ୍ଟିଲେରିରେ ପୁଣି ଆୟକର ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ପୁଣି ଆୟକର ବିଭାଗର ଚଢ଼ଉ ହୋଇଛି। ଗୁରୁବାର ସକାଳୁ ଆୟକର ବିଭାଗର ଦୁଇଟି ଟିମ୍...
ବୌଦ୍ଧ: ପେନାଜୋର ଜଙ୍ଗଲରେ ଚାଲିଛି ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ମାଓବାଦୀ ଦମନ ପାଇଁ ଏସଓଜି ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।
ଗୁରୁବାର ଦିନ ମାନମୁଣ୍ଡା ଥାନା ଅନ୍ତର୍ଗତ...
ପାଞ୍ଚଦିନରେ ସରିଲା ମଦ ବ୍ୟବସାୟୀଙ୍କଠାରୁ ଜବତ ଟଙ୍କାର ଗଣତି, ମୋଟ ୩୪୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଠକେଇ ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରି ଟଙ୍କାର ପାହାଡ଼ ଠାବ କରିଥିଲା ଆୟକର ବିଭାଗ। ମେସିନ ଓ ମଣିଷ ପାଞ୍ଚଦିନ ଧରି ଜବତ ସବୁ...
ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ଼, ଗଣିଗଣି ମେସିନ ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଫାଙ୍କିବା ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ବେଳେ ଆୟକର ବିଭାଗକୁ ଯେତିକି ନଦଗ ଟଙ୍କା ମିଳିଲା ତାହା ସମସ୍ତଙ୍କୁ...
ଆୟକର ଚଢ଼ଉ: ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡର ୩ ଜଣ ଅଧିକାରୀ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୁଧବାର ଦିନଠାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢ଼ଉ...
ତୃତୀୟ ଦିନରେ ଚାଲିଛି ଆୟକର ଚଢ଼ଉ: ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ପାଚେରି ବାହାରେ ପଡ଼ିଛି ପୁଳାପୁଳା ଚିରା...
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ତିନିଦିନ ହେଲା ଚଢ଼ଉ ଜାରି ରହିଛି। ଶୁକ୍ରବାର ଦିନ ଭିତରେ ଚଢ଼ଉ...



















