ଗହଣା ଦୋକାନରୁ ଲୁଟ୍ – ୧ କିଲୋ ସୁନା, ୧୨ କିଲୋ ରୂପା ଲୁଟିନେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବାରଙ୍ଗ ଥାନା ଗୋଡ଼ିସାହି ବଜାରରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ରବିବାର ଏକ ଗହଣା ଦୋକାନରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୧ କିଲୋରୁ ଅଧିକ ସୁନା ଓ ୧୨...
ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି...
କୋରୋନା ପାଇଁ ଏସ୍ସିବି କେତେ ପ୍ରସ୍ତୁତ – ଭିତ୍ତିଭୂମି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କଟକ ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଚିକିତ୍ସା ସୁବିଧା ଅଛି କି ନାହିଁ ସେ ସମ୍ପର୍କରେ ଗୁରୁବାର...
ଏସ୍ସିବି ପୁନର୍ବିନ୍ୟାସ, ଆଜି ପୁଣି ଚାଲିଛି ଉଚ୍ଛେଦ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସ୍ସିବି ମେଡିକାଲର ସଂପ୍ରସାରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଆରମ୍ଭ ହୋଇଛି। ଗୁରୁବାର ଜୋବ୍ରା ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସେସୁ ଅଫିସଠାରୁ ମାଛ ମାର୍କେଟ ଯାଏଁ ଜିଲ୍ଲା...
ଏନବିଡବ୍ଲ୍ୟୁ ଧରପଗଡ଼ – ୯ ଦିନରେ ୫୧୨୧ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ରାଜ୍ୟର ବିଭିନ୍ନ ଥାନାରେ ଜାମିନବିହୀନ ଗିରଫ ପରୱାନା ତଥା ନନ୍ ବେଲେବୁଲ୍ ୱାରେଣ୍ଟ୍(ଏନବିଡବ୍ଲ୍ୟୁ) ମାଳମାଳ ସଂଖ୍ୟାରେ ଗଦା ହୋଇପଡିଛି। ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ ହୋଇପାରୁନଥିବାରୁ କୋର୍ଟରେ ବିଚାର ପ୍ରକ୍ରିୟାରେ ମଧ୍ୟ ବାଧାପ୍ରାପ୍ତ...
ଓପିଏସ୍ସିର ନୂଆ ୱେବ୍ ପୋର୍ଟାଲ୍ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ବୁଧବାର ଲୋକାର୍ପିତ ହୋଇଛି। ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲରେ କିଭଳି ଏହି ପୋର୍ଟାଲର ବ୍ୟବହାର ସହଜ ହୋଇପାରିବ...
‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ରେ ଇତିହାସ ରଚିଲା ଏସ୍ସିବି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ବଡ଼ ଡାକ୍ତରଖାନା ନୂଆ ଇତିହାସ ରଚିଛି। ବହୁ ପ୍ରତୀକ୍ଷିତ ‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ସଫଳ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ...
କଟକ: ଏସ୍ସିବି ମେଡିକାଲ ସଂପ୍ରସାରଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସ୍ସିବି ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଲଗୋଦାମ ଥାନା ସାମ୍ନା ଜୋବ୍ରା ମାଛ ମାର୍କେଟରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।
ଏହି ଉଚ୍ଛେଦ ପ୍ରକ୍ରିୟା...
ମଙ୍ଗଳବାରଠୁ ଏସ୍ସିବି ଚାରିପଟୁ ଉଚ୍ଛେଦ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠୁ କଟକ ବଡ଼ ମେଡିକାଲ ଚାରିପଟୁ ଉଚ୍ଛେଦ ଆରମ୍ଭ ହେବ। ମେଡିକାଲର ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ କରାଯିବ। ଉଚ୍ଛେଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟରେ ଯୋବ୍ରା...
ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ବିଜୟ କେତନଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଏହାସହ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି। ୧...




















