କଟକରେ ଜାଇକା କାମ ବିଳମ୍ବ ଯୋଗୁଁ ହାଇକୋର୍ଟ ଖପ୍ପା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ସହରରେ ଜାଇକା କାମରେ ବିଳମ୍ବ ଯୋଗୁଁ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜାଇକା ପକ୍ଷରୁ ସାତ ବର୍ଷ ତଳେ ଆରମ୍ଭ ହୋଇଥିବା କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ। ଏହାସହ...

ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ: ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଆଇନଜୀବୀ ସାବିତ୍ରୀ ରଥଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କଲେ ସେ ହାଇକୋର୍ଟ ବିଚାରପତି ଭାବେ...

କଟକକୁ ନୂଆ ରୂପ ଦେବେ ସରକାର – ୬ ଲେନ୍‌ ବିଶିଷ୍ଟ ହେବ ରିଂ ରୋଡ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଇଚାରାର ସହର କଟକକୁ ନୂଆ ରୂପରେ ସଜେଇବେ ରାଜ୍ୟ ସରକାର। ସହରର ଚତୁଃପାର୍ଶ୍ଵରେ ଥିବା ରିଂ ରୋଡ୍‌କୁ ୬ ଲେନ୍‌ ବିଶିଷ୍ଟ କରାଯିବ। କଟକ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ୍‌, ଜାଣନ୍ତୁ ହାଇକୋର୍ଟ କ’ଣ ରଖିଲେ ସର୍ତ୍ତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ପୁଞ୍ଜିଲାଲ ତାଙ୍କ ମା’ଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ...

ଜଷ୍ଟିସ୍ ସି.ଆର ପାଲ୍ କମିସନ ରିପୋର୍ଟ ମାମଲା, ଜବାବ ଦାଖଲ ଲାଗି ସରକାରଙ୍କୁ ନୋଟିସ୍‌

ଓଡ଼ିଶାଲାଭ୍‌ ବ୍ୟୁରୋ କଟକ: ଜଷ୍ଟିସ୍ ସି.ଆର.ପାଲ୍ କମିସନଙ୍କ ରିପୋର୍ଟ ମାମଲାରେ ଜବାବ ଦାଖଲ ଲାଗି ସରକାରଙ୍କୁ ନୋଟିସ୍‌ କଲେ ହାଇକୋର୍ଟ। ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ...

ନେତାଜୀ ଜୟନ୍ତୀ ପାଇଁ ସଜେଇ ହେଉଛି ସଂଗ୍ରହାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଥାନ ପାଇଲା ରାମକୃଷ୍ଣ କୁଟୀର, ମହାମାୟା ସ୍କୁଲ୍ ଫଟୋଚିତ୍ର ଜୀବନକ୍ରମକୁ ନେଇ ହେବ କାନ୍ଥଚିତ୍ର କଟକ: ଜାନୁଆରି ୨୩ରେ ନେତାଜୀ ଜୟନ୍ତୀ ପାଇଁ ଓଡ଼ିଆ ବଜାରସ୍ଥିତ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ...

ରଣଜୀ ମ୍ୟାଚ – ଓଡ଼ିଶାକୁ ୧୬୧ରେ ଅଲଆଉଟ କଲା ଜମ୍ମୁ କଶ୍ମୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଣଜୀ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଦିନରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚରେ ୧୬୧ ରନ୍‌ରେ ଅଲଆଉଟ...

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା – ଆରମ୍ଭ ହେଲା ଛାନଭିନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ନିର୍ଗୁଣ୍ଡି ଷ୍ଟେସନରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଛାନଭିନ ଆରମ୍ଭ ହୋଇଛି। ତଦନ୍ତ ପାଇଁ କଟକରେ ରେଲଓ୍ୱେ ନିରାପତ୍ତା କମିଶନର ଏ କେ ରାୟ ପହଞ୍ଚିଛନ୍ତି। କମିଶନରଙ୍କ ନେତୃତ୍ୱରେ ୪ ଜଣିଆ...

କେମିତି ଥିଲା ଦୁର୍ଘଟଣାର ସେହି ଭୟାନକ ମୁହୂର୍ତ୍ତ – କ’ଣ କହନ୍ତି ଆହତ ଯାତ୍ରୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକମାନ୍ୟ ତିଲିକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪୦ ଯାତ୍ରୀ ଆହତ ହୋଇଥିଲେ। ଓଡ଼ିଶାଲାଇଭ୍‌କୁ କିଛି ଆହତ ଯାତ୍ରୀ ଦୁର୍ଘଟଣାର ସେହି ଭୟାନକ ମୁହୂର୍ତ୍ତ ସମ୍ପର୍କରେ କହିଥିଲେ। (କଟକରୁ ଜୟ ମହାନ୍ତି): ‘‘ପରିବାର...

୧୯ ଘଣ୍ଟାର ପରିଶ୍ରମ ପରେ ରେଳ ଚଳାଚଳ ସ୍ଵାଭାବିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ ଘଣ୍ଟାର ପରିଶ୍ରମ ପରେ ଶେଷରେ ନିର୍ଗୁଣ୍ଡି ଷ୍ଟେସନ ରେଳ ଲାଇନ ମରାମତି କାର୍ଯ୍ୟ ସରିଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇର ୨୫୦ରୁ ଅଧିକ କର୍ମଚାରୀଙ୍କୁ ମରାମତି...