ବରିଷ୍ଠ ନାଗରିକ, ମହିଳାଙ୍କ ସୁରକ୍ଷା କମିସନରେଟ୍ ପୋଲିସର ମୂଳ ଲକ୍ଷ୍ୟ – ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକଙ୍କ ସୁବିଧା ଏବଂ ଆଇନର ସୁପରିଚାଳନା ପାଇଁ କମିସନରେଟ୍ ପୋଲିସ ସଂକଳ୍ପବଦ୍ଧ। କମସିନରେଟ ପୋଲିସର ପ୍ରତିଷ୍ଠା ଦିବସରେ ଏକଥା କହିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଆଗାମୀ ଦିନରେ ଲୋକଙ୍କୁ ସୁବିଧା...

କମିସନରେଟ୍ ପୋଲିସ ପାଳିଲା ଦ୍ୱାଦଶତମ ପ୍ରତିଷ୍ଠା ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ ଜାନୁଆରି ୨ ତାରିଖରେ ନିଜର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରତିଷ୍ଠା ଦିବସର...

କମିସନରେଟ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ ପୋଲିସ ମୁଖ୍ୟାଳୟ ନାଁ ଏବେ ‘ପୋଲିସ ସେବା ଭବନ’ ହେବ। ଭୁବନେଶ୍ୱର-କଟକ କମିସନରେଟ ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏହା ଘୋଷଣା କରିଛନ୍ତି। କମିସନରେଟ ପୋଲିସକୁ...

ଶେଷ ହେଲା ରାଜ୍ୟ ଆଥ୍‌ଲେଟିକ୍ ମିଟ୍ – କଟକ ଚାମ୍ପିଅନ୍, ସୁନ୍ଦରଗଡ ରନର୍ସଅପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମନିଷା ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଓ ବିଘ୍ନରାଜ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ କଟକ: ବାରବାଟୀ ଷ୍ଟାଡିୟମଠାରେ ଚାଲିଥିବା ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଶେଷ ହୋଇଛି। ୫୫୭ ପଏଣ୍ଟ ପାଇ କଟକ ଚାମ୍ପିଅନ୍...

ଉଦୀୟମାନ ଖେଳାଳି ସୃଷ୍ଟିରେ ଓସିଏର ଭିଜନ-୨୪

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଆରମ୍ଭ କରିବ ଭିଜନ-୨୪। ଓସିଏ ପକ୍ଷରୁ ଆୟୋଜିତ ଏଜିଏମ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଉଦୀୟମାନ ଖେଳାଳି ସୃଷ୍ଟି ପାଇଁ ଭିଜନ-୨୪ ଲକ୍ଷ୍ୟରେ ହେବ କାର୍ଯ୍ୟକ୍ରମ। ଏହି ଭିଜନ-୨୪...

ଡ୍ରିମ୍ସରେ ଉତ୍ତରାଖଣ୍ଡକୁ ଦଶ ୱିକେଟରେ ହରାଇଲା ଓଡ଼ିଶା, ରଣଜୀ ଟ୍ରଫିରେ ହାଟ୍ରିକ ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡ ବିପକ୍ଷରେ ଦଶ ୱିକେଟରେ ଦମଦାର ବିଜୟ ଲାଭ କରିଛି ଓଡ଼ିଶା ରଣଜୀ ଟିମ୍। ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ବିଜୟ ସହ ରଣଜୀ ଟ୍ରଫିରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି...

୨୦୧୯ – କଟକିଆଙ୍କ ନିଦ ହଜାଇ ଦେଇଥିଲା ସାଇକୋ କିଲର, ୩ ଦିନରେ କରିଥିଲା ୩ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ରେ କଟକ ସହରରେ ଟ୍ରିପଲ ମର୍ଡର କରି କେମିତି ଧରା ପଡ଼ିଥିଲା ସାଇକୋ କିଲର। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ। ୨୦୧୯ ସରିବା ପୂର୍ବରୁ ନଜର ପକାଇବା...

ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କଟକସ୍ଥିତ ନିଶ୍ଚିତକୋଇଲି ବରପଡ଼ା ନିକଟସ୍ଥ ବ୍ରିଜରେ। ଛାତ୍ରୀ ଜଣକ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ଦମକଳ...

କୁନ୍ଦୁଲି ମାମଲା – ହାଇକୋର୍ଟରେ ଦାଖଲ ହେଲା ଏସ୍‌ଆଇଟି ଚୂଡାନ୍ତ ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଚୂଡାନ୍ତ ଏସ୍‌ଆଇଟି ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଏହି ରିପୋର୍ଟକୁ ଟ୍ରାଏଲ କୋର୍ଟରେ ମଧ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ଵର ୧୬...

ବିରାଟ ବାହିନୀର ବାରବାଟୀ ବିଜୟ, ୨-୧ରେ ଅକ୍ତିଆର କଲା ସିରିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୪ ଓ୍ଵିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଚାଲିଥିବା ଶେଷ ଦିନିକିଆକୁ ୪ ଓ୍ଵିକେଟରେ ଜିତି ନେଇଛି...