ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି କଟକସ୍ଥିତ ନିଶ୍ଚିତକୋଇଲି ବରପଡ଼ା ନିକଟସ୍ଥ ବ୍ରିଜରେ। ଛାତ୍ରୀ ଜଣକ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ଦମକଳ...

କୁନ୍ଦୁଲି ମାମଲା – ହାଇକୋର୍ଟରେ ଦାଖଲ ହେଲା ଏସ୍‌ଆଇଟି ଚୂଡାନ୍ତ ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଚୂଡାନ୍ତ ଏସ୍‌ଆଇଟି ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଏହି ରିପୋର୍ଟକୁ ଟ୍ରାଏଲ କୋର୍ଟରେ ମଧ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ଵର ୧୬...

ବିରାଟ ବାହିନୀର ବାରବାଟୀ ବିଜୟ, ୨-୧ରେ ଅକ୍ତିଆର କଲା ସିରିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୪ ଓ୍ଵିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଚାଲିଥିବା ଶେଷ ଦିନିକିଆକୁ ୪ ଓ୍ଵିକେଟରେ ଜିତି ନେଇଛି...

ବାରବାଟୀ ଷ୍ଟାଡିୟମ ବାହାରେ ଫ୍ୟାନ୍‌ କ୍ଲବର ମଜା ନେଉଛନ୍ତି ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଷ୍ଟାଡିୟମରେ ଚାଲିଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ। ଏହି ମ୍ୟାଚ ଦେଖିବା ପାଇଁ ଟିକେଟ୍‌ ପାଇ ନଥିବା ଦର୍ଶକମାନେ ବାହାରେ ଫ୍ୟାନ୍‌ କ୍ଲବର ମଜା ନେଉଛନ୍ତି। ଷ୍ଟାଡିୟମ ବାହାରେ ଲାଗିଥିବା...

ବାରବାଟୀ ବିଜୟ ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଦିନିକିଆ ଜିତିବାକୁ ହେଲେ ଭାରତକୁ ୩୧୬ ରନ୍‌ର ଟାର୍ଗେଟ ପୂରଣ କରିବାକୁ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୧୫ ରନ୍‌...

ବାରବାଟୀରେ ନବଦୀପ ସୈନୀଙ୍କ ଡେବ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍‌ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ବାରବାଟୀରେ ସେ ତାଙ୍କ କ୍ୟାରିୟରର...

୫୪ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଲା ଓ୍ଵେଷ୍ଟଇଣ୍ଡିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ତା’ର ପ୍ରଥମ ଓ୍ଵିକେଟ ହରାଇଛି। ୧୪ ଓଭରର ଶେଷ ବଲରେ ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଯାଇଛନ୍ତି ଇଭିନ ଲୁଇସ। ବ୍ୟକ୍ତିଗତ ୨୧ ରନ୍‌ କରି ଲୁଇସି ଆଉଟ ହୋଇଛନ୍ତି। ବର୍ତ୍ତମାନ...

ରେକର୍ଡ ଅପେକ୍ଷାରେ କୁଲଦୀପ, ବାରବାଟୀରେ ପୂରଣ କରିବେ ୧୦୦ ଓ୍ଵିକେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଆରମ୍ଭ ହୋଇଯାଇଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ନୂଆ ରେକର୍ଡର ଅପେକ୍ଷାରେ ରହିଛନ୍ତି। କୁଲଦୀପ ଦିନିକିଆରେ ୧୦୦ ଓ୍ଵିକେଟ ପୂରଣ...

ଆଜି ବାରବାଟୀରେ ଲଢ଼େଇ – କିଏ ଜିତିବ ଗଡ଼?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବାରବାଟୀରେ ହେବ ମହାମୁକାବିଲା। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯିବ ଶେଷ ଦିନିକିଆ। ଏହି ମ୍ୟାଚରେ କିଏ ହେବ ବାରବାଟୀ ବାଦଶାହ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମ୍ୟାଚ...

ଜମିଲା ଅଭ୍ୟାସ କାଲି ହେବ ଲଢେଇ – ଆସିଲେନି ରୋହିତ, ରାହୁଲ, ପନ୍ତ, ସାମି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବ। ଏନେଇ ଆଜି ଉଭୟ ଦଳର ଖେଳାଳି କଟକ ଆସି ଅଭ୍ୟାସ କରି ଫେରିଛନ୍ତି। ପୂର୍ବାହ୍ନ ୧୦ଟା ବେଳକୁ...