ବସ୍ ଉପରେ ଟ୍ରାଫିକ୍ କଟକଣା – କେବଳ ନିର୍ଦ୍ଧାରିତ ବସ୍ଷ୍ଟପ୍ରୁ ହିଁ ଉଠାଇ ପାରିବେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ବସ୍ଗୁଡିକ ଉପରେ ଲାଗିଲା ଟ୍ରାଫିକ୍ କଟକଣା। ଏଣିକି ଯେକୌଣସି ସ୍ଥାନରେ ବସ୍ ରଖି ଯାତ୍ରୀଙ୍କୁ ବସ୍ରେ ଉଠାଇପାରବେନି। ଏନେଇ ନୂଆ ନିୟମ ଜାରି କରିଛି କମିଶନରେଟ ପୋଲିସ।
ଭୂବନେଶ୍ୱରରେ ଟ୍ରାଫିକ୍ ସମସ୍ୟା...
ଆଜିଠାରୁ କଟକ ଇନ୍ଡୋରରେ ଜାତୀୟ ସବ୍ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ସେପ୍ଟେମ୍ବର ୩ ତାରିଖଠାରୁ ସିଲଭର ସିଟି କଟକରେ ଜାତୀୟ ସ୍ତରୀୟ ବାସ୍କେଟ ବଲ ମ୍ୟାଚ ଖେଳାଯିବ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୪୬ତମ ଜାତୀୟ ସବ୍ ଜୁନିୟର...
ନିଶାସେବନ ଦ୍ୱାରା ଯୁବପିଢ଼ି ମାନସିକ ଭାରସାମ୍ୟ ହରାଉଛନ୍ତି : ଡାକ୍ତର ଗୌତମ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଯୁବପିଢ଼ି ନିଜର ଭାରସାମ୍ୟ ହରାଉଛନ୍ତି। ନିଶା ସେବନ ଦ୍ୱାରା ସେମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି’’, କହିଛନ୍ତି ଡାକ୍ତର ଗୌତମ ଶାହ।
ନିଶାଦ୍ରବ୍ୟଠାରୁ ଦୂରେଇ...
ଲୋକର୍ପିତ ହେଲା ‘ସାଗା ଅଫ୍ ଦ ବାରବାଟୀ ଷ୍ଟାଡିୟମ୍’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : କୈଳାଶ ଚନ୍ଦ୍ର ଦାସଙ୍କ ପୁସ୍ତକ ‘ସାଗା ଅଫ ଦ ବାରବାଟୀ ଷ୍ଟାଡିୟମ୍’ ପୁସ୍ତକ ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି...
କଟକରେ ନକଲି ତେଲ କାରଖାନା ଠାବ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ହଜାର ଲିଟର ଅପମିଶ୍ରିତ ତେଲ ଜବତ
କଟକ: ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବମ୍ଫକୁଦଠାରେ ଚାଲିଥିବା ଏକ ନକଲି ଖାଇବା ତେଲ କାରଖାନା ଉପରେ ଚଢଉ କରିଛି ସଦର ଥାନା ପୋଲିସ।...
ଦବିଲା କାଠଯୋଡ଼ି ବ୍ରିଜ୍, ଭୟରେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନନଦୀ ପୋଲରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ପ୍ରେସ୍ଛକ ପଟୁ ପୋଲ ଆରମ୍ଭରେ ଏହି ଫାଟ ଯୋଗୁଁ ବ୍ରିଜ୍ ଅଳ୍ପ ଦବିଯାଇଛି।...
ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ ଖାଲି
ଓଡ଼ିଶାଲାଇଭ ବ୍ୟୁରୋ
ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ କାଲି ପଡ଼ିଛି। ଫଳରେ ଏଠାକୁ ଆସୁଥିବା ରୋଗୀ ସଠିକ୍ ଚିକିତ୍ସା ପାଇ ପାରୁନାହାନ୍ତି। ପ୍ରତିଦିନ ଶହଶହ ରୋଗୀ ବିଭିନ୍ନ ଗ୍ରାମମାନଙ୍କରୁ ଚିକିତ୍ସା ପାଇଁ...
ଜଗା-କାଳିଆଙ୍କ ପାଇଁ ଏସ୍ସିବି ମେଡିକାଲ ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ କଟକ ଏସ୍ସିବି ମେଡ଼ିକାଲ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଏହି ଦୁଇ ଶିଶୁ ଖୁବ୍ ଶୀଘ୍ର ଓଡ଼ିଶା...
ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=2jfblaQyQg8
କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦...
ହୋଲ୍ସେଲ୍ ବଜାରରେ ପିଆଜ ସଙ୍କଟ, କଟକ ଛତ୍ର ବଜାରରେ କିଲୋ ୩୫
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ପିଆଜ ଦର ଏବେ ହୁ ହୁ ହୋଇ ବଢିଚାଲିଛି। ଦୁଇ ସପ୍ତାହ ଭିତରେ ମୂଲ୍ୟ ପ୍ରାୟ ୧୫ଟଙ୍କା ବଢିଗଲାଣି। ଆଗକୁ ସାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କମ୍। ପ୍ରବଳ...





















