ଧୁମ୍ଧାମ୍ରେ ପାଳିତ ହେଲା ବଳଦେବଜୀୟୁ ମନ୍ଦିରରେ ଛାମୁ ମେଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇଭାଇଙ୍କର ବିରଳ ସମ୍ପର୍କ। ସାଙ୍ଗ ସାଥିଙ୍କୁ ନେଇ ସାନ ଭାଇ ଲଛମନଜୀୟୁ ଧାଇଁ ଆସନ୍ତି ବଡ଼ ଭାଇ ରଘୁନାଥଜୀୟୁଙ୍କ ନିକଟକୁ। ମହାପ୍ରଭୁ ସିଦ୍ଧ ବଳଦେବଜୀୟୁଙ୍କ ଶ୍ରୀଛାମୁରେ ଭାଇଭାଇ ମିଶି ଅବିର ଖେଳନ୍ତି।...
ଖୋର୍ଦ୍ଧାରୁ ଉଦ୍ଧାର ହେଲେ ପୁରୀରୁ ନିଖୋଜ ହୋଇଯାଇଥିବା ଯନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦ୍ଧାର ହେଲେ ପୁରୀରୁ ନିଖୋଜ ହୋଇଯାଇଥିବା କେନ୍ଦ୍ରାପଡ଼ାର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ। ଯନ୍ତ୍ରୀ ଜଣକ ହେଉଛନ୍ତି ମୁରାରୀ ମୋହନ ଜେନା। ମୁରାରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ...
କେନ୍ଦ୍ରାପଡ଼ା: ଗାଧୋଉ ଗାଧୋଉ ନଦୀରେ ବୁଡ଼ିଗଲେ ଦୁଇ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତ ଯୁବକମାନେ ହେଲେ ପାଟକୁରା ମୁସଲିମ ସାହିକୁ ଆସିଥିବା ଦୁଇ ଜଣ...
କେନ୍ଦ୍ରାପଡ଼ାରେ ବଢୁଛି କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡା ରୁ ନାରାୟଣ ସାହାଣୀ): କେନ୍ଦ୍ରାପଡାରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢୁଛି। ସରକାରୀ ଭାବେ ୭ ଥିବା ବେଳେ ଦୁବାଇରୁ ଆସି ପହଞ୍ଚିଲେ ଆଉଜଣେ। ଏମାନେ ନିଜଘରେ ନିଜେ ୧୫ ଦିନିଆ...
ଲୋପ ପାଇବାକୁ ବସିଲାଣି କେନ୍ଦ୍ରାପଡ଼ାର କେଳା-କେଳୁଣୀ ନାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାର କେଳା କେଳୁଣୀ ନାଚ ଏବେ ବିଲୁପ୍ତ ଅବସ୍ଥାରେ। ଏହି ପ୍ରାଚୀନ ଲୋକ ନୃତ୍ୟ ବା ଡୁଏଟ୍କୁ ହୋଲି ଓ ଦୋଳ ଯାତ୍ରା ସହ ସାଧାରଣତଃ ଯୋଡ଼ାଯାଇଥାଏ। ଏବେ କିନ୍ତୁ...
ବାଲ୍ୟ ବିବାହରେ କଣ୍ଟା ସାଜିଲେ ଝିଅ ଘର – ବେଦିରେ କନ୍ୟାକୁ ଛାଡ଼ି ଚମ୍ପଟ ମାରିଲା ନାବାଳକ ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହା ବେଦିରେ କନ୍ୟାକୁ ଛାଡି ଫେରାର ହୋଇଗଲା ନାବାଳକ ବର। ଆଉ କିଛି କ୍ଷଣ ମଧ୍ୟରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ପ୍ରଶାସନ ଭଣ୍ଡୁର କରିଦେଲା। କରାଇ ଦେଲାନି ଏ ବାଲ୍ୟ ବିବାହ।...
ସର୍ତ୍ତମୂଳକ ଜାମିନ ପାଇ ଥାନାରେ ହାଜର ହେଲାନି ଗ୍ୟାଙ୍ଗଷ୍ଟାର ସପୋ, ନୋଟିସ୍ ଜାରି କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ତ୍ତମୂଳକ ଜାମିନ ପାଇ ମଧ୍ୟ ଥାନାରେ ହାଜର ହେଲାନି କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ଇମ୍ରାନ ଅଲ୍ଲୀ (ସପୋ)। ଫେବ୍ରୁଆରି ୨୫ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ସପୋ। ହାଇକୋର୍ଟଙ୍କ ସର୍ତ୍ତ...
କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ, ବୁଲିଲା ସଚେତନତା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ଏହା ବିରୋଧରେ ଲୋକଙ୍କୁ ସଚେତନ କରିବାକୁ ବୁଲିଲା ସଚେତନତା ରଥ। ଏହି ପ୍ରକଳ୍ପର ପାନୀୟ ଜଳ ରାଜକନିକା ଓ ଆଳି...
ବିବାହର ୧୫ ଦିନରେ ହୋଇ ଯାଇଥିଲେ ଫେରାର, ୭ବର୍ଷ ପରେ ଉଦ୍ଧାର ହେଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ବର୍ଷ ହେଲା ନିଖୋଜ ଥିବା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ପ୍ରେମିକ ସହିତ ଫେରାର ମହିଳାଙ୍କୁ କୋର୍ଟରେ ହାଜର କରିଛି ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା...
କେନ୍ଦ୍ରାପଡ଼ା ମହାସ୍ଵାସ୍ଥ୍ୟ ମେଳାରେ ଏକ୍ସପାଇରୀ ଔଷଧ ମିଳୁଥିବା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ପଡ଼ା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମହାସ୍ଵାସ୍ଥ୍ୟ ମେଳାରେ ମିଳିଛି ବିଷାକ୍ତ ଏକ୍ସପାଇରୀ ଔଷଧ। ଶିଶୁ ବିଭାଗ ଷ୍ଟଲରେ ରୋଗୀମାନଙ୍କୁ ବିତରଣ ପାଇଁ ଗଚ୍ଛିତ ରହିଥିବା ଥାକରେ ପର୍ଯ୍ୟାପ୍ତ ପରିମାଣର...





















