ସଂକ୍ରମଣ ବଢୁଥିବାରୁ ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍‌, ରାସ୍ତାରେ ଅଟକି ରହିଛି ଗାଡ଼ି

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି କଟକଣା ଯୋଗୁଁ ସୀମାରେ...

ଖୋର୍ଦ୍ଧା-ଜଟଣୀ ବାଇପାସରୁ ସାଢ଼େ ତିନି କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଓଡିଶାଲାଇଭ୍ ବ୍ୟୁରୋ ବ୍ରାଉନସୁଗାର ହବ୍ ପାଲଟିଥିବା ଖୋର୍ଦ୍ଧାରୁ ପୁଣି ଧଳାଜହର ଜବତ। ଖୋର୍ଦ୍ଧା ପୋଲିସ ବୁଧବାର ଖୋର୍ଦ୍ଧା-ଜଟଣୀ ବାଇପାସ ନିକଟରୁ ସାଢ଼େ ତିନି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ବେପାରୀ ମନୋରଞ୍ଜନ...
medicine

ଡ୍ରେନରେ ଭାସୁଛି ସରକାର ଯୋଗାଉଥିବା ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଔଷଧର ଅପବ୍ୟବହାର କରାଯାଉଥିବା ଘଟଣାର ପୁନରାବୃତ୍ତି ହୋଇଛି। ଖୋର୍ଦ୍ଧାର ଜଟଣୀସ୍ଥିତ ରାଜା ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ଏଠାକାର ମୁଖ୍ୟ...
khordha tangi

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିଶୁ କନ୍ୟା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଲିପାଟପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘ ଦିନ ହେଲା ଘରର ଛାତ ଉପରେ ଥିବା ଝୁଲାନ୍ତା ବିଦ୍ୟୁତ...

ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ – ବାଣପୁର ଭେଟେଶ୍ୱର ପଞ୍ଚାୟତର ଏହିସବୁ ଗାଁକୁ କଲେ ସଟ୍ ଡ଼ାଉନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି...

ଖୋର୍ଦ୍ଧାର ସମସ୍ତ ଶୈବପୀଠରେ ଲାଗିଲା ଧାରା ୧୪୪, ଜୁଲାଇ ୩୧ ଯାଏ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସବଡିଭିଜନ୍ ଅଧୀନରେ ଥିବା ସମସ୍ତ ଶୈବପୀଠରେ ଲାଗିଲା ଧାରା ୧୪୪। ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ପୀଠରେ କଟକଣା ଲଗାଇଛନ୍ତି ଉପ-ଜିଲ୍ଲାପାଳ। ଶ୍ରାବଣ ମାସକୁ ଆଖି...
liquor seized

ଖୋର୍ଦ୍ଧା ବାଣପୁରରୁ ୫୨ ଲିଟର ଦେଶୀ ମଦ ଜବତ, ଗୋଟିଏ ବାଇକ ସହ ୨ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦେଶବ୍ୟାପି କରୋନା ଆତଙ୍କକୁ ନେଇ ଲକଡାଉନ ଜାରି ରହିଛି। ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ। ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ...

ବାଣପୁର: ଗୁଳିମାଡ଼ରେ ଯୁବକ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ବାଣପୁର ବ୍ଲକରେ ଦିନ ଦ୍ୱି-ପ୍ରହରରେ ଫୁଟିଲା ଗୁଳି। କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗାଁରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକର...

ଜୁଲାଇ ୫ ଯାଏଁ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ ଜୁଲାଇ ୫ ଯାଏଁ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ। କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆକ୍ରାନ୍ତ ଜଣକ ୧୫ ନଂ...

କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ସ୍କୁଲ କୂଅରୁ ଜଣେ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମପଞ୍ଚାୟତ ଜରିପୁଟ ସରକାରୀ...