khordha tangi

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିଶୁ କନ୍ୟା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଲିପାଟପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘ ଦିନ ହେଲା ଘରର ଛାତ ଉପରେ ଥିବା ଝୁଲାନ୍ତା ବିଦ୍ୟୁତ...

ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ – ବାଣପୁର ଭେଟେଶ୍ୱର ପଞ୍ଚାୟତର ଏହିସବୁ ଗାଁକୁ କଲେ ସଟ୍ ଡ଼ାଉନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି...

ଖୋର୍ଦ୍ଧାର ସମସ୍ତ ଶୈବପୀଠରେ ଲାଗିଲା ଧାରା ୧୪୪, ଜୁଲାଇ ୩୧ ଯାଏ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସବଡିଭିଜନ୍ ଅଧୀନରେ ଥିବା ସମସ୍ତ ଶୈବପୀଠରେ ଲାଗିଲା ଧାରା ୧୪୪। ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ପୀଠରେ କଟକଣା ଲଗାଇଛନ୍ତି ଉପ-ଜିଲ୍ଲାପାଳ। ଶ୍ରାବଣ ମାସକୁ ଆଖି...
liquor seized

ଖୋର୍ଦ୍ଧା ବାଣପୁରରୁ ୫୨ ଲିଟର ଦେଶୀ ମଦ ଜବତ, ଗୋଟିଏ ବାଇକ ସହ ୨ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦେଶବ୍ୟାପି କରୋନା ଆତଙ୍କକୁ ନେଇ ଲକଡାଉନ ଜାରି ରହିଛି। ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ। ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ...

ବାଣପୁର: ଗୁଳିମାଡ଼ରେ ଯୁବକ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ବାଣପୁର ବ୍ଲକରେ ଦିନ ଦ୍ୱି-ପ୍ରହରରେ ଫୁଟିଲା ଗୁଳି। କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗାଁରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକର...

ଜୁଲାଇ ୫ ଯାଏଁ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ ଜୁଲାଇ ୫ ଯାଏଁ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ। କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆକ୍ରାନ୍ତ ଜଣକ ୧୫ ନଂ...

କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ସ୍କୁଲ କୂଅରୁ ଜଣେ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମପଞ୍ଚାୟତ ଜରିପୁଟ ସରକାରୀ...

ଚିଲିକାରେ ନିଆରା ଢଙ୍ଗରେ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ନିଆର ଢଙ୍ଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ପାଳନ କଲେ ଭକ୍ତ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକା ମଧ୍ୟରେ କାଙ୍କଣ କୂଦର କାଙ୍କଣ...

ଖୋର୍ଦ୍ଧା ଆକାଉଣ୍ଟସ କଲୋନୀ ଓ ଲୋକୋ କଲୋନୀ କଣ୍ଚେନମେଣ୍ଟ ଜୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ଵର ଓ୍ଵାର୍ଡର ଆକାଣ୍ଟସ କଲୋନୀ ଓ ୧୯ ନମ୍ଵର ଓ୍ଵାର୍ଡର ଲୋକୋ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରେଲଓ୍ଵେ କର୍ମଚାରୀ କରୋନା...

ପେନସିଲ୍‌ ମୁନରେ ଧ୍ୟାନରତ ମୁନିଙ୍କ କଳାକୃତ୍ତି କଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ପାଳନ କରିବାକୁ ଦେଶବାସୀଙ୍କୁ ଅଭିନବ ବାର୍ତ୍ତା ଦେଇଛନ୍ତି ଜଟଣୀ ହାଟ ବଜାରର ଏଲ.ଇଶ୍ଵର ରାଓ। ପେନସିଲ୍‌ ମୁନରେ ଜଣେ...