ଖୋର୍ଦ୍ଧା ଆକାଉଣ୍ଟସ କଲୋନୀ ଓ ଲୋକୋ କଲୋନୀ କଣ୍ଚେନମେଣ୍ଟ ଜୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ଵର ଓ୍ଵାର୍ଡର ଆକାଣ୍ଟସ କଲୋନୀ ଓ ୧୯ ନମ୍ଵର ଓ୍ଵାର୍ଡର ଲୋକୋ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରେଲଓ୍ଵେ କର୍ମଚାରୀ କରୋନା...

ପେନସିଲ୍‌ ମୁନରେ ଧ୍ୟାନରତ ମୁନିଙ୍କ କଳାକୃତ୍ତି କଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ପାଳନ କରିବାକୁ ଦେଶବାସୀଙ୍କୁ ଅଭିନବ ବାର୍ତ୍ତା ଦେଇଛନ୍ତି ଜଟଣୀ ହାଟ ବଜାରର ଏଲ.ଇଶ୍ଵର ରାଓ। ପେନସିଲ୍‌ ମୁନରେ ଜଣେ...

ଖୋର୍ଦ୍ଧାରେ ବିଜେଡି ପକ୍ଷରୁ ସହିଦଙ୍କ ପାଇଁ ମହମବତୀ ଶୋଭାଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଗଲଓ୍ଵାନାରେ ସହିଦ ହୋଇଥିବା ଯବାନଙ୍କୁ ଖୋର୍ଦ୍ଧା ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଖୋର୍ଦ୍ଧା-ଜଟଣୀ ସୀତାରାମ ଛକଠାରେ ଶତାଧିକ ବିଜେଡି କର୍ମୀ ମହମବତୀ ଶୋଭାଯାତ୍ରା କରିଥିଲେ। ଜିଲ୍ଲା ବିଜେଡି...

୭୦୬ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ବଡରଘୁନାଥପୁର ଅଞ୍ଚଳରୁ ୭୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଖୋର୍ଦ୍ଧା-ଜଟଣୀ ପୋଲିସ ଓ କ୍ୱିଏଟି ଆଜି ମିଳିତ ଚଢ଼ାଉ କରିଥିଲା। ଏହି କାରବାରରେ ୨ଜଣଙ୍କୁ...

ଟିକ୍‌ଟକ୍‌ କରିବା ପଡ଼ିଲା ମହଙ୍ଗା – ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ମୋବାଇଲରେ ଟିକ୍‌ଟକ୍‌ କରିବା ଯବାନଙ୍କୁ ପଡ଼ିଲା ମହଙ୍ଗା। ଟିକ୍‌ଟିକ୍‌ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଝଗଡ଼ା ଯୋଗୁଁ ଖାଇଲେ ମାଡ଼। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲେ...

କୋଭିଡ୍‌ ନିୟମ ଭାଙ୍ଗିଲା ବନବିଭାଗ, କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଉଠାଇନେଲା ଅଭିଯୁକ୍ତକୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଘଛାଲ ଲିଙ୍କ୍‌ରେ ଜଣେ ଅଭିଯୁକ୍ତଙ୍କୁ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଉଠାଇନେଇଛି ବନବିଭାଗ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଉଁଶଗଡ଼ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ। ବାଘଛାଲ ଲିଙ୍କ୍‌ରେ ଜଣେ ଅଭିଯୁକ୍ତଙ୍କୁ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଉଠାଇନେଲା ବନବିଭାଗ।...

ଖୋର୍ଦ୍ଧାରେ କରୋନା କଟକଣା – ଦିନ ୨ଟାରୁ ସକାଳ ୬ ଯାଏଁ ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): କରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବଡ ପଦକ୍ଷେପ। ଖୋର୍ଦ୍ଧା ସବଡିଭିଜନ ଦିନ ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ରହିବ। ଏହି ନିୟମ ଜୁନ୍‌...

ଖୋର୍ଦ୍ଧାରେ ଯୁବକଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପହିଲି ରଜରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ଼ ଶବର...

ସଟ୍‌ସର୍କିଟରୁ ଲାଗିଲା ନିଆଁ, ୪ ବଖରା ଘର ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):  ସଟ୍‌ସର୍କିଟ୍‌ ଯୋଗୁଁ ୪ ବଖରା ଆଜବେଷ୍ଟସ୍‌ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡ଼ପାଟଣା ସାହିରେ ଏହି ଅଭାବନୀୟ ଘଟଣା...

ଖୋର୍ଦ୍ଧାରେ ରଜ କଟକଣା – ଲାଗିବନି ଦୋଳି, ଏକାଠି ତାସ୍‌ ଖେଳିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ ଲାଗିଲା ରଜ କଟକଣା। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ଏହି କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି। ଦିନକୁ ଦିନ...