ଖୋର୍ଦ୍ଧାରୁ ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରୁ ଜବତ ହେଲା ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର। ଏଥିରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ୧,୩୫୦ ଟଙ୍କା ଓ ଦୁଇଟି ବାଇକ ଜବତ...

ଖୋର୍ଦ୍ଧାରେ ଅଘଟଣ – ପାଣି କାଢୁଥିବା ବେଳେ କୂଅରେ ପଡ଼ି ମହିଳା ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପାଣି କାଢୁଥିବା ବେଳେ କୂଅରେ ଗଳିପଡ଼ି ମହିଳା ମୃତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବେଣା ଗାଡିଆ ସାହିରେ। ମୃତକ ମହିଳା...

ଦଫା କୋହଳ ପାଇଁ ଧଳାପଥର ଫାଣ୍ଡି ଅଧିକାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ଜାଗାବାଡ଼ି ବିବାଦରେ ଦଫା କୋହଳ କରିବା ପାଇଁ ନେଉଥିଲେ...

ବରୁଣେଇ ଓ ଉଗ୍ରତାରା ପୀଠରେ ୧୪୪ ଧାରା, ଉଠା ଦୋକାନୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଓ ଉଗ୍ରତାରା ପୀଠରେ ଲାଗୁ ହେବ ୧୪୪ ଧାରା। ଆଗାମୀ ରଜ ଉତ୍ସବକୁ ଆଖି ଆଗରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ। ଆସନ୍ତା...

ଖୋର୍ଦ୍ଧାରେ ଦେଶୀ ମଦ କାରବାର – ୭ ଜଣ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଲକ୍‌ଡାଉନ୍‌ରେ ଚାଲିଛି ଦେଶୀ ମଦ ଚୋରା ଚାଲାଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇ ଗ୍ରାମରେ। ଏହି ଘଟଣାରେ...

ବାଣପୁର ଥାନା ଏସ୍‌ଆଇ ଦିବ୍‌ବିଜୟ ବିଶ୍ଵାଳଙ୍କ ବଦଳିକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ସବ ଇନ୍ସପେକ୍ଟର ଦିବ୍‌ବିଜୟ ବିଶ୍ୱାଳଙ୍କ ବଦଳି ବାତିଲକୁ ବିରୋଧ। ତାଙ୍କ ବଦଳି ବାତିଲ ଦାବିରେ ବାଣପୁର ବ୍ଲକର ୧୫ଟି ସ୍ୱୟଂ ସହାୟିକା...

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା କ୍ଵାରେଣ୍ଟାଇନ୍‌ ଅବଧି – ଏଣିକି ୭ ଦିନ ବଦଳରେ ୧୪ ଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ କ୍ଵାରେଣ୍ଟାଇନ୍‌ ଅବଧିକୁ ବଢ଼ାଇ ଦିଆଯାଇଛି। ଏଣିକି ବାହାରୁ ଫେରିଥିବା ବ୍ୟକ୍ତିମାନେ ୭ ବଦଳରେ ୧୪ ଦିନ କ୍ଵାରେଣ୍ଟିନରେ ରହିବେ। ଗତ କିଛି ଦିନ ହେବ...

ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଘଟଣା – ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ସବ୍‌-ଜେଲରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ। ଚଢ଼ାଉ ବେଳେ ଗୋଟେ ପ୍ଲାଟୁନ ପୋଲିସ ମୁତୟନ ରହିଥିଲା। ଜେଲ ଭିତରେ ନିଶା କାରବାର ଭିଡିଓ ଭାଇରଲ ପରେ...

କରୋନାରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହହେଲେ ଖୋର୍ଦ୍ଧାର ୬୩ ବର୍ଷିୟ ବ୍ୟକ୍ତି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ସୂଚନା...

ଅନଲାଇନରେ ଅଭିଯୋଗ କରିପାରିବେ ଖୋର୍ଦ୍ଧାବାସୀ, ଉଦଘାଟିତ ହେଲା ସ୍ୱତନ୍ତ୍ର ୱେବପୋର୍ଟାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଏଣିକି ଘରେ ବସି ଅନଲାଇନରେ ଅଭିଯୋଗ କରିପାରିବେ ଖୋର୍ଦ୍ଧା ଜିଲ୍ଲାବାସୀ। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲକୁ ଉଦଘାଟନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ। ରାଜ୍ୟ...