ଖୋର୍ଦ୍ଧାରେ ବୋମା ମାଡ଼ – ଗୋଟିଏ ପରିବାରର ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡା ଗାଁରେ ବୋମା ମାଡ଼। ଗୋଟିଏ ପରିବାର ଉପରକୁ ଏହି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଗୋଟିଏ ପରିବାରର ୩...

ଖୋର୍ଦ୍ଧାରେ ବାପା-ପୁଅ ହେଲେ କରୋନା ଆକ୍ରାନ୍ତ, ଅହମ୍ମଦାବାଦରୁ ଫେରିଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତ ହେଲେ ଦୁଇ ଜଣ ବାପା ପୁଅ। ସୋମବାର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାପା ପୁଅ ସାମିଲ...

ଆନ୍ଧ୍ରରୁ ଭଦ୍ରକ ଆସୁଥିଲା ଟ୍ରେନ – ଚିଲିକା ଷ୍ଟେସନରେ ଚେନ ଟାଣି ଓହ୍ଲାଇଗଲେ ୪୨୦ରୁ ଅଧିକ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପୁଣି ଅଧାବାଟରୁ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିଲେ ଶ୍ରମିକ। ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଚିଲିକା ଷ୍ଟେସନରେ। ଆନ୍ଧ୍ରପ୍ରଦେଶର ଗୁଣ୍ଡୁରୁ ଅଞ୍ଚଳରୁ ଓଡ଼ିଆ...

ଖୋର୍ଦ୍ଧା ଜିଲ୍ଲା ସାଗର ଗାଁରେ ଅଗ୍ନିକାଣ୍ଡ – ଜଳିଗଲା ୩ ବଖରା ଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାଗର ଗାଁ ପଞ୍ଚାୟତରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ ବଖରା ଘର ସମେତ ୨ଟି ବଳଦ ଜଳି ଯାଇଛନ୍ତି। ସଟ୍‌ ସର୍କିଟ ଯୋଗୁଁ...

ଖୋର୍ଦ୍ଧାରେ ୭ ପଜିଟିଭ୍‌ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲିପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ...

ଚିଲିକା ଉପକୂଳିଆ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କଲେ ତହସିଲଦାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାକୁ ନଜର ରଖି ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ପୁନମ୍ ମହାପାତ୍ର ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳ ବୁଲି...

 ଅମ୍ପନ ପାଇଁ ଖୋର୍ଦ୍ଧାରେ ୮୬ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାରେ ୮୬ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ୮୫୫ଟି ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ...

ବାତ୍ୟା ଅମ୍ପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ୟାପକ ପଦକ୍ଷେପ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆସନ୍ତା ୨୦ ତାରିଖରେ ଦୀଘା ଓ ହାତୀଆ ମଧ୍ୟରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି। ଏହା ପ୍ରଭାବରେ ରାଜ୍ୟର ଆସନ୍ତାକାଲିଠାରୁ ବର୍ଷା ଓ...

ଖୋର୍ଦ୍ଧା ହଜ୍‌ ପଞ୍ଚାୟତକୁ ୭୨ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ରବିବାର ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାସହ ଚିଲିକା ଓ ବେଗୁନିଆ ବ୍ଲକରେ ପ୍ରଥମ ଥର ପାଇଁ ପାଦ ଥାପିଛି କରୋନା। ଏଥିପାଇଁ...

କାଜୁ ଜଙ୍ଗଲରେ ବୋମା ମାଡ଼, ୨ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ ): ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ଅର୍ଜୁନପୁର ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ବୋମାମାଡରେ ୨ କାଜୁ ବଗିଚା ଜଗୁଆଳି ଗୁରୁତର...