ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପିଙ୍କୁ ନିଯୁକ୍ତ କରାଯାଇଛି। ଅବିନାଶ କୁମାର ଖୋର୍ଦ୍ଧାର ଏସପି ହୋଇଥିବାବେଳେ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ଏସପି ଭାବେ ଦାୟିତ୍ଵ ଦିଆଯାଇଛି। ଏନେଇ ଭାରତୀୟ ନିର୍ବାଚନ...
ଖୋର୍ଦ୍ଧା: ପିତାପଲ୍ଲୀ ଛକରେ ମୋ-ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଯାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ସହର ଉପକଣ୍ଠ ପିତାପଲ୍ଲୀ ନିକଟରେ ଶନିବାର ଏକ ମୋ-ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଅଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା...
ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ପୂର୍ବରୁ ଦଳଗୁଡ଼ିକରେ ଚାଲିଛି ମିଶ୍ରଣ ପର୍ବ। ଏହାରି ମଧ୍ୟରେ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ।
ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ସହପ୍ରଭାରୀ ଲତା...
ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ୱାସ୍ଥ୍ୟ ସେବା, ପ୍ରଥମଥର ପାଇଁ ଭୁବନେଶ୍ଵର ଏମ୍ସରେ ହେଲା ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା। ମଙ୍ଗଳବାର ଏଠାରେ ପ୍ରଥମଥର ପାଇଁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ପରୀକ୍ଷଣ କରାଯାଇଛି। ଏଥିରେ ଡ୍ରୋନ୍ ବ୍ୟବବହାର କରି ଅପହଞ୍ଚ ଅଞ୍ଚଳରେ...
ଖୋର୍ଦ୍ଧାରେ ଲୁହାଛଡ଼ରେ ପିଟି ସାଙ୍ଗକୁ ହତ୍ୟା କରିବା ଘଟଣା, ଯାଜପୁରରୁ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗାଁରେ ଜାନୁଆରି ୨ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର କାରଣ ଜଣାପଡ଼ିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଖୋର୍ଦ୍ଧା ଅତିରିକ୍ତ ଏସପି...
ଆଜିଠୁ ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ହୋଇଛନ୍ତି ୨୧ଟି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକା ହ୍ରଦରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁର ଗଣନା...
ଖୋର୍ଦ୍ଧାରେ ଚାଞ୍ଚଲ୍ୟ: ଲୁହାଛଡ଼ରେ ମୁଣ୍ଡକୁ ପିଟି ସାଙ୍ଗକୁ ହତ୍ୟା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ହେଲା ଯେଉଁ ସାଙ୍ଗ ସହ ଗୋଟିଏ ଘରେ ରହିଆସୁଥିଲା, ସେହି ସାଙ୍ଗକୁ ଅତିନିର୍ମମ ଭାବେ ଏକ ଲୁହା ଛଡ଼ରେ ମୁଣ୍ଡକୁ ପିଟିପିଟି ହତ୍ୟା କଲା ସାଙ୍ଗ। ଏଭଳି ଅଭିଯୋଗ...
ଜାନୁଆରି ୪ରୁ ଚିଲିକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୨୧ଟି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକା ହ୍ରଦରେ ଜାନୁଆରି ୪ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହେବେ। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି...
ବାଲିପାଟଣାରେ ଡିସେମ୍ବର ୨୦ରୁ ‘ଜୟଦେବ ଗୌରବ ସମ୍ମାନ ୨୦୨୩’: ସମ୍ମାନିତ ହେବେ ୨୫୦ରୁ ଊର୍ଦ୍ଧ୍ଵ ପ୍ରତିଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଗୋରୁହାଟ ପଡ଼ିଆଠାରେ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜୟଦେବ ଗୌରବ ସମ୍ମାନ ୨୦୨୩’...
ଜଟଣୀର ମେଧାବୀ ଛାତ୍ର ଶୁଭମ ପାଲଟାସିଂଙ୍କ ହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଟଣୀ ବେଣାପଞ୍ଜରୀ ଗାଁର ମେଧାବୀ ଛାତ୍ର ଶୁଭମ ପାଲଟାସିଂଙ୍କ ହତ୍ୟାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ, କ’ଣ ରହିଛି ହତ୍ୟା ପଛର କାରଣ?
ଖୋର୍ଦ୍ଧା ଜିଲ୍ଲାରେ ବଢ଼ି ଚାଲିଛି ଅପରାଧ। ଦିନ ଦ୍ଵି’ପ୍ରହରରେ...