ଜୟପୁରରୁ ସାଢ଼େ ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୩ ଗିରଫ
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା...
କରୋନା ପାଇଁ କୋରାପୁଟ ଲକ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଜାରି ହୋଇଥିବା ୪୮ ଘଣ୍ଟିଆ ସଟ୍ଡାଉନ୍ ଆଜି ମଧ୍ୟରାତ୍ରରେ ସରୁଛି। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ...
କରୋନା ପାଇଁ କୋରାପୁଟ ମେଡିକାଲ କଲେଜ ଓପିଡି ୫ ଦିନ ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡିକୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ମେଡିକାଲରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ...
ବର୍ଷର ବାର ମାସ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରୁଥାଏ ଓଡ଼ିଶାର ଦେଓମାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟନ ସ୍ଥଳୀ କ୍ଷେତ୍ରରେ ଓଡ଼ିଶା କୌଣସି ଗୁଣରେ କମ ନୁହେଁ। ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଓଡ଼ିଶା ମାଟି। ସେହିପରି ଓଡ଼ିଶାର ଦେଓମାଳି ପର୍ବତମାଳା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ...
ଆଜି ରାତିରୁ ଅଗଷ୍ଟ ୧ ଯାଏଁ କୋରାପୁଟ ସଟଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ କୋରାପୁଟରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧...
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶା)ରେ ଫାଇନାନ୍ସ ଅଫିସର, ଲାଇବ୍ରେରିଆନ୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ...
କୋରାପୁଟରେ ଜୁଲାଇ ୩୧ ଯାଏଁ ବଢ଼ିଲା ଲକ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ୩ ପୌରାଞ୍ଚଳ, ଗୋଟିଏ ଏନ୍ଏସି, ୩ ଟି ପଞ୍ଚାୟତରେ ଲକ୍ଡାଉନ୍ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ୩୧ ତାରିଖ ମଧ୍ୟରାତ୍ର ଯାଏଁ ଲକଡାଉନ୍ ବଢ଼ିଛି।
ଲକଡାଉନ ଅବଧି ବଢ଼ିଥିବା...
ଜୟପୁରରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୯୧ ବସ୍ତା ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ରବିବାର ୨୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାର...
୨ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୩ଟି ବାଇକ୍ ସମେତ ଲକ୍ଷାଧିକ ଟଙ୍କାର ସୁନା ଜବତ
ଓଡିଶାଲାଇଭ୍ ବ୍ୟରୋ
ଜୟପୁର ଟାଉନ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ବାଇକ୍ ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି।...
ଚିଲଡ୍ରେନ୍ସ ହୋମ୍ରେ ଛାତ୍ର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରର ଏକ ଚିଲଡ୍ରେନ୍ସ ହୋମ୍ରେ ରହୁଥିବା ଜଣେ ନାବାଳକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିବା ପରିବାର ଲୋକେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...




















