SLN medical college and hospital helo

SLNMCH, କୋରାପୁଟ: ଆଟେଣ୍ଡାଣ୍ଟ୍, ଲାବେରୋଟାରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀ ପାଇଁ ଜୁନ୍ ୬ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ   କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜି ଆଣ୍ଡ୍ ହସ୍ପିଟାଲ୍ (SLNMCH) ଅଧିନରେ ଆଟେଣ୍ଡାଣ୍ଟ୍ସ୍, ଲାବେରୋଟାରୀ ଆଟେଣ୍ଡାଣ୍ଟ୍ସ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ...

ଜୟପୁର: ଗୁରୁମାଈଗୁଡ଼ା ଘାଟିରେ ଓଲଟିଲା ବରଯାତ୍ରୀ ଭ୍ୟାନ୍, ୨ ମହିଳା ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ନିକଟ ଗୁରୁମାଈଗୁଡ଼ା ଘାଟିରେ ଭ୍ୟାନ୍ ଓଲଟି ପ୍ରାଣ ହରାଇଲେ ୨ ମହିଳା। ଏଥିସହ ଏହି ଦୁର୍ଘଟଣାରେ ଆଉ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି। ବୁଧବାର ବୋରିଗୁମ୍ମାରୁ ଏହି ବରଯାତ୍ରୀ...

ଜୟପୁର: କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲେ ବିଧାୟକ ଓ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ପୌରପାଳିକା କାର୍ଯ୍ୟାଳୟ କୋଭିଡ୍ ଯୋଦ୍ଧାଙ୍କୁ କରାଗଲା ସମ୍ମାନିତ। କରୋନା ସମୟରେ ସ୍ୱାର୍ଥକୁ ପଛରେ ପକାଇ ଲୋକଙ୍କ ସେବା କରୁଥିବା କିଛି ପ୍ରତିନିଧିକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସମ୍ମାନିତ...

ଜୟପୁରରେ ଅତ୍ୟାଧୁନିକ ଆହାର କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅତ୍ୟାଧୁନିକ ଆହାର କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଛି। ଏହି ଆହାର କେନ୍ଦ୍ରକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ମଧୁ ସୂଦନ ମିଶ୍ର...

ଜୟପୁର: ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଅଦିନିଆ ବର୍ଷାରେ ବେହାଲ ହେଲେ ଚାଷୀ। ଦୀର୍ଘ ୨ ଘଣ୍ଟା ଧରି କୋରାପୁଟରେ ପ୍ରବଳ ବର୍ଷା ଯୋଗୁ ଖଳାରେ ରହିଥିବା ଧାନ ସବୁ ଓଦା ହୋଇଯ।ଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା...
SLNMCH logo

SLNMCH, କୋରାପୁଟ: ଆଟେଣ୍ଡାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ   କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜି ଆଣ୍ଡ୍ ହସ୍ପିଟାଲ୍ (SLNMCH) ଅଧିନରେ ଆଟେଣ୍ଡାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ...

ସାମ୍ପଲ ପଜିଟିଭ୍, ହେଲେ ରୋଗୀ ଯାଇ ଆନ୍ଧ୍ର ପ୍ରଦେଶରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି କୋରାପୁଟରେ ୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୟପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବର୍ତ୍ତମାନ ପ୍ରଶାସନର ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ...

ଜୟପୁରରେ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗର ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କରୋନାର ଆତଙ୍କ ମଧ୍ୟରେ ଏବର୍ଷ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଏବର୍ଷର ରଥଯାତ୍ରା ହେବ କି ନାହିଁ ତାହା ତ ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ନେବେ। କିନ୍ତୁ...

କୋରାପୁଟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶନିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ସୁବିଧା ସୁଯୋଗ...

ଜେଲ୍‌ରେ ଫିନାଇଲ ପିଇ ମହିଳା କଏଦୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ଉପଖଣ୍ଡ କାରାଗାରରେ ଜଣେ ବିଚାରଧୀନ ମହିଳା କଏଦୀ ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି। ମହିଳା କଏଦୀ ଜଣକ ଦୀର୍ଘ ଦିନ ହେବ ଗଞ୍ଜେଇ କାରବାର ମାମଲାରେ ଜେଲ୍‌ରେ ରହୁଥିଲେ। ମୃତ...