କେନ୍ଦୁଝର: ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ୮ ଛାତ୍ରୀ ଅସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ପୁଣି ୮ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ତିନି ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ...
ବାରିପଦାରୁ ୧୪ଟି ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ: ବାରିପଦା ସହର ସାପ୍ତାହିକ ହାଟରୁ ୧୪ଟି ବିଲୁପ୍ତ ପ୍ରଜାତିର ଅଶ୍ୱ ଖୁରାକୃତିର ସାମୁଦ୍ରିକ କଙ୍କଡ଼ାକୁ ଉଦ୍ଧାର କରାଯାଇଛି। ଏତିରୁ ୨ଟି ମୃତ୍ୟୁ ହୋଇଥିବା ବାକି ୧୨ଟି ଜୀବନ୍ତ ଥିବା ଜଣାପଡ଼ିଛି।...
ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନଦୀ ପୋଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଏହି ଘଟଣାଟି ବାରିପଦା ସହରର ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ...
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପିଏଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟାମରୁ ମିଳିଲା ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସତୀଗୁଡ଼ା ଡ୍ୟାମରୁ ମିଳିଲା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ। ଶୁକ୍ରବାର ଅଫିସ ଯାଇଥଲା ବେଳେ ଦେବ ନାରାୟଣ ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ...
ଗାଁକୁ ପଶି ଆସିଲେ ୬ଟିକିଆ ହାତୀପଲ୍ଲ, ସେଲଫି ନେଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧୀନ ଦାମସାହି ଗାଁକୁ ପଶି ଆସିଛନ୍ତି ହାତୀ। ଗାଁରେ ପଶିଥିବା ୬ଟିକିଆ ହାତୀପଲ୍ଲଙ୍କ ମଧ୍ୟରେ ୨ଟି ବଡ଼ ଦନ୍ତା ହାତୀ ରହିଥିଲା...
ମୟୂରଭଞ୍ଜ – କୋଟିପତି ମାଳୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାମ କରୁଥିବା ମାଳୀ ଉଦ୍ଧବ ବେହେରାଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ...
ମୟୂରଭଞ୍ଜରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନୂଆଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଗଲା ଅଜଣା ଟ୍ରକ। ଏହି ଦୁର୍ଘଟଣାରେ ସ୍କୁଟିରେ ଥିବା ତିନିଜଣକ ମଧ୍ୟରୁ ଦୁଇ...
ମୟୂରଭଞ୍ଜ ଜିଲ୍ଲାରେ ପାଳିତ ହେଲା ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସମେତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବାରିପଦାର ବିଜୁ ଜନତା ଦଳ...
ମୟୂରଭଞ୍ଜ: ଭୀମକୁଣ୍ଡରେ ଭାସି ଗଲେ ଅଜଣା ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଅଘଟଣ। ବଡ଼ଦିନରେ ଅବସରରେ ପିକନିକ କରିବା ପାଇଁ ଭୀମକୁଣ୍ଡ ଆସି ଗଭୀର ଜଳରେ ଭାସିଗଲେ ଯୁବକ। ବର୍ତ୍ତମାନ ସୁଦ୍ଧା କୌଣସି...
କେନାଲରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଭାରସାମ୍ୟ ହରାଇ କେନାଲକୁ ଖସିଗଲା ବାଇକ୍। ଫଳରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଅଞ୍ଚଳରେ।...





















