କରଞ୍ଜିଆରେ ହାତୀ ଉତ୍ପାତ, ଶୁଣୁନି ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନା ନେଉନି ହାତୀ ଆତଙ୍କ। ଏକ ୨୨ଟିକିଆ ହାତୀ ପଲ ଗାଁରେ ଚାଷ ଜମି ନଷ୍ଟ କରୁଛନ୍ତି। ଏହାସହ ଦୀର୍ଘ କରଞ୍ଜିଆ-ଚଢେଇଭୋଳ ରାସ୍ତା ମଧ୍ୟ ଅବରୋଧ...
୮୪ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
୮୪ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି, ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ।
ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ...
ଘରେ ପ୍ରସ୍ତୁତ କରନ୍ତୁ ବାରିପଦାର ପ୍ରସିଦ୍ଧ ମୁଢ଼ିମାଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ପ୍ରସ୍ତୁତ କରନ୍ତୁ ବାରିପଦାରେ ପ୍ରସିଦ୍ଧ ମୁଢ଼ିମାଂସ।
ଆବଶ୍ୟକୀୟ ସାମଗ୍ରୀ
୧ କେଜି ମଟନ୍
୪ ଟି ବଡ଼ ପିଆଜ
ଚିନି ଗୋଟେ ଚାମଚ
୨ ଚାମଚ ଅଦା ପେଷ୍ଟ
୨ ଚାମଚ...
ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଏଚ୍ଓଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା ଏମ୍ପିସି କଲେଜର ପିଜି ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟଙ୍କ ଅସଦାଚରଣ ଘଟଣାରେ ଅଭିଯୁକ୍ତ ଏଚ୍ଓଡିଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। କଲେଜରେ ଲୁଚିଥିବା ଅବସ୍ଥାରେ ଛାତ୍ରଛାତ୍ରୀମାନେ ତାଙ୍କୁ କାବୁ କରି...
ଛାତ୍ରୀଙ୍କୁ ଏଚ୍ଓଡିଙ୍କ ଅସଦାଚରଣ ଅଭିଯୋଗ, କଲେଜ ଗେଟ୍ରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଜି ଛାତ୍ରୀଙ୍କୁ ବିଭାଗୀୟ ଅଧିକାରୀ(ଏଚ୍ଓଡି)ଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଏମ୍ପିସି କଲେଜରୁ। ଏହାକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ...
ମୃତ ପୋଲିସ ଏସ୍ଆଇଙ୍କୁ ଗାର୍ଡ ଅଫ ଅନର
ଓଡ଼ିଶାଲାଇଭ ବ୍ୟୁରୋ
ବାରିପଦା ଟାଉନ ଥାନା ପୋଲିସ ଷ୍ଟେସନର ସବ୍ଇନ୍ସପେକ୍ଟର ଦୟାନିଧି ଦାସଙ୍କ ବାଇକ ଧକ୍କାରେ ମୃତ୍ୟୁ ହୋଇଥିଲା। କାର୍ଯ୍ୟରତ ସମୟରେ ଏଭଳି ଅଘଟଣ ଘଟିଥିଲା। ମୃତ୍ୟୁ ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ରିଜର୍ଭ...
ଗାଡ଼ି ଚେକିଂ ବେଳେ ଧକ୍କା ଦେଲା ବାଇକ୍, ଏସ୍ଆଇ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା: ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଜଣେ ସବ୍ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ ଦୟାନିଧି ଦାସ। ସେ ବାରିପଦା ଟାଉନ୍ ପୋଲିସ୍ ଷ୍ଟେସନ୍ରେ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟରତ...
ମୟୂରଭଞ୍ଜ ପୋଲିସ ହାତରେ ଧରା ପଡ଼ିଲେ ଦୁଇ ଲୁଟେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ...
ରୋଗୀ ନେବାକୁ ଆସି ହଟହଟା ହେଲେ ମାତାଲ ଆମ୍ଵୁଲାନ୍ସ ଡ୍ରାଇଭର
ଓଡ଼ିଶାଲାଇଭ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏଥିରେ ଡ୍ୟୁଟିରେ ଥିବା ଫର୍ମାସିଷ୍ଟଙ୍କୁ ମାତାଲ...
ବାରିପଦା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ବାରିପଦା ମୁର୍ଗାବାଡ଼ି ଗୋଲେଇ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବାଇକ ଚାଳକଙ୍କ ପରିଚୟ...




















