ପରୀ ମୃତ୍ୟୁ ଘଟଣା: ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଲମ୍ବିତ ହେଲେ ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁ। ତାଙ୍କ ସହ ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ିଙ୍କୁ ମଧ୍ୟ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି। ଏନେଇ ରାଜ୍ୟ ପୋଲିସ...
ନୟାଗଡ଼ ‘ପରୀ’ ମୃତ୍ୟୁ ଘଟଣା – ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇବାକୁ ନୟାଗଡ଼ ଏସ୍ପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ର ‘ପରୀ’ମୃତ୍ୟୁ ଘଟଣାରେ ସ୍ଥାନୀୟ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଯଦି ସରପଞ୍ଚଙ୍କ ପ୍ରତି...
‘ପରୀ’ ପାଇଁ ନ୍ୟାୟ ଦାବି – ୨୧ରେ ଭୁବନେଶ୍ୱରରୁ ଯଦୁପୁର ପଦଯାତ୍ରା କରିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦାବିରେ ବିଜେପି ପଦଯାତ୍ରା କରିବ। ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ବିଜେପି ଏହି ବିଶାଳ ପଦଯାତ୍ରା କରିବ। ଏନେଇ ବୁଧବାର...
ନୟାଗଡ଼ରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ ଶନିବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ସ୍ଥାନୀୟ ଡିଆର୍ଡିଏ କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ।
ମୃତ୍ତିକା ସଂରକ୍ଷଣ ଓ ଜୈବିକ ସାର...
ନୟାଗଡ଼ ପରୀ ମୃତ୍ୟୁ ଘଟଣା – ବିଜେପି, କଂଗ୍ରେସ ଟଣାଓଟରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦିତା। ରାଜନୈତିକ ଦୃଶ୍ୟପଟରେ ଘଟଣାରୁ କିଏ କେତେ ଅଧିକ ଫାଇଦା ଉଠାଇ ପାରିବେ ତାହାକୁ...
‘ପରୀ’ ମୃତ୍ୟୁ ଘଟଣା – ନେତାଙ୍କ ଗର୍ଜନରେ ଉଠୁଛି ପଡ଼ୁଛି ନୟାଗଡ଼ର ଯଦୁପୁର ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରୀ ପରିବାରକୁ ଭେଟିବାକୁ ନୟାଗଡ଼କୁ ମାରାଥନ ଗସ୍ତ କରୁଛନ୍ତି ବିଜେପି, କଂଗ୍ରେସ।
‘ପରୀ’ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଏସ୍ଆଇଟି ତଦନ୍ତ ଜୋରସୋର ଚାଲିଥିଲା...
ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ଘଟଣାର ଏସ୍ଆଇଟି ତଦନ୍ତ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ନୟାଗଡ଼ା ପରୀ ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ନୟାଗଡ଼ ଯଦୁପୁର ଗାଁରେ ଏସ୍ଆଇଟି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସ୍ଆଇଟି ମୁଖ୍ୟ ବରିଷ୍ଠ...
ଆଜିଠୁ ‘ପରୀ’ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିବେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପରୀ ହତ୍ୟା ମାମଲାର ଖୋଲିବ ରହସ୍ୟ। ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଏସ୍ଆଇଟି ନୟାଗଡ଼ ଯାଇ ଆଜିଠୁ ତଦନ୍ତ ଆରମ୍ଭ କରିବ। ତେବେ ପ୍ରଥମେ...
ଦିଲ୍ଲୀରେ ‘ପରୀ’ ମାମଲା – ନ୍ୟାୟ ଦାବିରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟିଲେ ସମ୍ବିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ କୁନି ଝିଅ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା...
ନୟାଗଡ଼ ସିରିଜ ଦୁର୍ଘଟଣା – ଟ୍ରକ୍ ଡ୍ରାଇଭର ମଦ୍ୟପାନ କରିଥିବା ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଶରଣକୁଳରେ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର ଜଣକ ଏହି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି।ମଙ୍ଗଳବାର ଅପରାହ୍ନ ସମୟ ପ୍ରାୟ ୩ଟା...





















