ନୟାଗଡ଼: ନାବାଳିକା ଅପହରଣ ଓ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ହତ୍ୟା ଘଟଣାର ୩ ମାସ ପରେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର...

ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶପଲ୍ଲା ବ୍ଲକ ଡିହଗାଁରେ ବଜ୍ରାଘାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତକ ଦ୍ଵୟ ହେଲେ ଉଦୟନାଥ ପ୍ରଧାନ...

ମହିଳାଙ୍କ ସଙ୍ଗୀନ ଅଭିଯୋଗ – ମୋ ସ୍ଵାମୀଙ୍କୁ ପିଟିପିଟି ମାରିଦେଲେ ବନ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ବାଣପୁର ଥାନାରେ ଅଭିଯୋଗ ଘଟଣାର ତଦନ୍ତ କରୁଛି ପୋଲିସ ୩ ଦିନ ପରେ ମୃତଦେହର ବ୍ୟବଚ୍ଛେଦ ନୟାଗଡ଼ ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୫)ଙ୍କୁ ବାଣପୁର...

ନୟାଗଡ଼: କରୋନାରେ ଶିକ୍ଷକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ସଂକ୍ରମଣରେ ନୂଆଗାଁ ବ୍ଲକ ମାଳିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ...

ନୟାଗଡ଼: ବେଆଇନ୍ କାଠ ଲୁଟ ଘଟଣାରେ ୭ ଗିରଫ, ଲକ୍ଷାଧିକ ଟଙ୍କାର କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବନଖଣ୍ଡ ଓ ବନ୍ୟପ୍ରାଣୀ ଡିଭିଜନ କର୍ମଚାରୀଙ୍କ ଉଦ୍ୟମରେ ଶନିବାର ୭ ଜଣ କାଠ ଚୋରଙ୍କୁ ଗିରଫ କରାଯାଇଛି। ଦଶପଲ୍ଲା ଅଞ୍ଚଳରୁ ବେଆଇନଭାବେ କାଠ ଚୋରି କରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଛି।...

ନୟାଗଡ଼ରେ କୋଭିଡ୍ ସ୍ଥିତି – ୪ ଦିନରେ ୬ ମୃତ, ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ ବଢ଼ୁଛି କୋଭିଡ୍ ସଂକ୍ରମଣ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସରକାରୀ ତଥ୍ୟ ଅନୁସାରେ ଆଜି ପୁଣି ୬୫ ଜଣ ନୂଆ ପଜିଟିଭ୍ ଚିହ୍ନଟ...

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ବିଲ୍ଡିଂ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ବିଲ୍ଡିଂ ଗୁରୁବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନୂଆଦିଲ୍ଲୀରୁ ଭିଡିଓକନ୍‌ଫରେନ୍ସିଂ ମାଧ୍ୟମରେ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଉଦ୍‌ଘାଟନ କରିଛନ୍ତି। ଶିକ୍ଷାର...

ନୟାଗଡ଼ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସହରରେ ବୁଧବାର ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ସହରରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ପରିକ୍ରମା ହୋଇଥିଲା। ଜିଲ୍ଲାପାଳ ପୋମା ଟୁଡ଼ୁ ପତାକା ଦେଖାଇ ଶୋଭାଯାତ୍ରାର...

ଭୁଶୁଡ଼ି ପଡ଼ିଲା ନୟାଗଡ଼ ଜଗନ୍ନାଥ ମନ୍ଦିର ଦକ୍ଷିଣଦ୍ୱାର, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲଇଭ୍ ବ୍ୟୁରୋ ନୟାଗଡ଼ର ପରିଚୟ କହିଲେ ରାଜା ଶାସନ ସମୟ ନିର୍ମିତ ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ କେତେକ ଦେବଦେବୀ ମନ୍ଦିରକୁ ବୁଝାଯାଏ। ବିଶେଷ ଭାବେ ଏଠିକାର ଜଗନ୍ନାଥ ମନ୍ଦିର ନିର୍ମାଣ ଶୈଳୀ ମନକୁ...
chakiri 3

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ନିଯୁକ୍ତି ସୁଯୋଗ, ୧୫ ଅକ୍ଟୋବର ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ପଦବୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୫ ପୂର୍ବରୁ ଆବେଦନ କରିପାରିବେ। ପଦବୀ ନାମ – ଜୁନିଅର କ୍ଲର୍କ ପଦବୀ ସଂଖ୍ୟା – ଅଣସଂରକ୍ଷିତ...