ନୟାଗଡ଼: ବେଆଇନ୍ କାଠ ଲୁଟ ଘଟଣାରେ ୭ ଗିରଫ, ଲକ୍ଷାଧିକ ଟଙ୍କାର କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବନଖଣ୍ଡ ଓ ବନ୍ୟପ୍ରାଣୀ ଡିଭିଜନ କର୍ମଚାରୀଙ୍କ ଉଦ୍ୟମରେ ଶନିବାର ୭ ଜଣ କାଠ ଚୋରଙ୍କୁ ଗିରଫ କରାଯାଇଛି। ଦଶପଲ୍ଲା ଅଞ୍ଚଳରୁ ବେଆଇନଭାବେ କାଠ ଚୋରି କରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଛି।...

ନୟାଗଡ଼ରେ କୋଭିଡ୍ ସ୍ଥିତି – ୪ ଦିନରେ ୬ ମୃତ, ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ ବଢ଼ୁଛି କୋଭିଡ୍ ସଂକ୍ରମଣ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସରକାରୀ ତଥ୍ୟ ଅନୁସାରେ ଆଜି ପୁଣି ୬୫ ଜଣ ନୂଆ ପଜିଟିଭ୍ ଚିହ୍ନଟ...

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ବିଲ୍ଡିଂ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ବିଲ୍ଡିଂ ଗୁରୁବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନୂଆଦିଲ୍ଲୀରୁ ଭିଡିଓକନ୍‌ଫରେନ୍ସିଂ ମାଧ୍ୟମରେ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଉଦ୍‌ଘାଟନ କରିଛନ୍ତି। ଶିକ୍ଷାର...

ନୟାଗଡ଼ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସହରରେ ବୁଧବାର ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ସହରରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ପରିକ୍ରମା ହୋଇଥିଲା। ଜିଲ୍ଲାପାଳ ପୋମା ଟୁଡ଼ୁ ପତାକା ଦେଖାଇ ଶୋଭାଯାତ୍ରାର...

ଭୁଶୁଡ଼ି ପଡ଼ିଲା ନୟାଗଡ଼ ଜଗନ୍ନାଥ ମନ୍ଦିର ଦକ୍ଷିଣଦ୍ୱାର, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲଇଭ୍ ବ୍ୟୁରୋ ନୟାଗଡ଼ର ପରିଚୟ କହିଲେ ରାଜା ଶାସନ ସମୟ ନିର୍ମିତ ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ କେତେକ ଦେବଦେବୀ ମନ୍ଦିରକୁ ବୁଝାଯାଏ। ବିଶେଷ ଭାବେ ଏଠିକାର ଜଗନ୍ନାଥ ମନ୍ଦିର ନିର୍ମାଣ ଶୈଳୀ ମନକୁ...
chakiri 3

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ନିଯୁକ୍ତି ସୁଯୋଗ, ୧୫ ଅକ୍ଟୋବର ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ପଦବୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୫ ପୂର୍ବରୁ ଆବେଦନ କରିପାରିବେ। ପଦବୀ ନାମ – ଜୁନିଅର କ୍ଲର୍କ ପଦବୀ ସଂଖ୍ୟା – ଅଣସଂରକ୍ଷିତ...

କେନ୍ଦ୍ର କୃଷି ବିଲ୍ ରଦ୍ଦ ଦାବିରେ ନୟାଗଡ଼ରେ କଂଗ୍ରେସର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ସଦର ମହକୁମାଠାରେ କେନ୍ଦ୍ରୀୟ କୃଷି ବିଲ୍ ରଦ୍ଦ କରିବା ଦାବିରେ ବିକ୍ଷୋଭ କରିଛି ଜିଲ୍ଲା କଂଗ୍ରେସ। ଶୁକ୍ରବାର କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ କୃଷି...

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଗାନ୍ଧୀ...

ନୟାଗଡ଼ରେ ବଢ଼ୁଛି କରୋନା ସଂକ୍ରମଣ, ଚିନ୍ତାରେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ବଢ଼ୁଛି କରୋନା ସଂକ୍ରମଣ। କରୋନା ସଂକ୍ରମଣ ବୃଦ୍ଧି ପାଇ ଆକ୍ରାନ୍ତ ସଂଖ୍ୟା ୫ ହଜାରରେ ପହଞ୍ଚିବାକୁ ହେଲାଣି। ସେଥିରେ ଗତ ଦୁଇ ଦିନରେ ୩ ଜଣ ଆକ୍ରାନ୍ତ ମୃତ୍ୟୁକୁ...

ନୟାଗଡ଼ : କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ଆର୍‌ଡିସି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ନୟାଗଡ଼ ଜିଲ୍ଲାର ଚାନ୍ଦପୁର କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ନୟାଗଡ଼ ସର୍କିଟ୍ ହାଉସରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କୋଭିଡ୍...