ଅଣସର ଘରେ ମହାପ୍ରଭୁ, ଚାଲିଛି ଗୁପ୍ତ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ସ୍ନାନ ପୂର୍ଣ୍ଣିମା ପରେ ଏବେ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜରରେ ପଡ଼ିବା ପରେ ଅଣସର ପିଣ୍ଡିରେ ରହିଛନ୍ତି ମହାପ୍ରଭୁ। ଅନ୍ୟପକ୍ଷରେ ସେବାୟତଙ୍କ ଦ୍ଵାରା ଗୁପ୍ତ ସେବା ନୀତି ମଧ୍ୟ...

ଜୁନ୍ ମାସକୁ ଜିତିଲେ ହାରିବ କରୋନା, ଜିତିବ ଓଡ଼ିଶା – ସୁବ୍ରତ ବାଗଚୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ପାଇଁ ଜୁନ୍ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ଦୃଷ୍ଟିରୁ ଓଡ଼ିଶା ପାଇଁ ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ...

ରାଜ୍ୟ ପର୍ଯ୍ୟଟନ ପାଇଁ ସରକାରଙ୍କ ପଦକ୍ଷେପ – ନଦୀ, ହ୍ରଦରେ ଚାଲିବ କ୍ରୁଜ ଜାହାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିବ କ୍ରୁଜ ପାଣି ଜାହାଜ। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ନୂଆ ଯୋଜନା ଆରମ୍ଭ କରିବ। ଏନେଇ ଜୁଲାଇ ୧୦ ତାରିଖ...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଲା ସମୁଦ୍ରରୁ ମାଛ ଧରିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଗୁଡୁଛି ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ ବ୍ୟବସ୍ଥା। କ୍ରମାଗତ କ୍ଷତି ସହୁଛନ୍ତି ବୋଟ୍ ମାଲିକ ଓ ମତ୍ସ୍ୟଜୀବୀମାନେ। କରୋନା କଟକଣାର ଲକଡାଉନ ଓ ସଟଡାଉନରେ ଅଧିକ ପ୍ରଭାବିତ ହୋଇଛି ମାଛଧରା ବ୍ୟବସ୍ଥା। ଫଳରେ...

ରାଜ୍ୟର ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଶନିବାର ରାଜ୍ୟର ଆଉ ୧୧୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ୧୭ ଶହରୁ ଅଧିକ...

ଖୁବ୍‌ଶୀଘ୍ର ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ମୁମ୍ବାଇରୁ ଭୁବନେଶ୍ୱରକୁ ମାଗଣା ବିମାନ ସୁବିଧା, କରନ୍ତୁ ପଞ୍ଜୀକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଦଫାରେ ୧୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ୮୮୯୮୭୧୬୯୮୩ ହ୍ୱାଟ୍ସ୍‌ଆପ୍‌ ନମ୍ବରରେ ନିଜର ବିବରଣୀ ପଠାନ୍ତୁ କଲ୍‌ କରିବା ପାଇଁ ହେଲ୍ପ ଲାଇନ ନମ୍ବର ୮୦୬୧୯୩୩୦୭୪ ମୁମ୍ବାଇରେ ଥିବା ପ୍ରବାସୀ ଶ୍ରମିକଙ୍କୁ...

ଘରୋଇ ହସ୍ପିଟାଲକୁ କରୋନା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଦିଲ୍ଲୀର ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ହୋଇପାରିବ। କରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ ଏଣିକି ଘରୋଇ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା ରୋଗୀଙ୍କୁ...
odisha sasana

କଳାହାଣ୍ଡି ଜିଲ୍ଲାରେ ପଶୁ ସମ୍ପଦ ସହାୟକ ପଦବୀରେ ନିଯୁକ୍ତି, ଜୁନ୍ ୧୭ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ଜିଲ୍ଲାରେ ମାବାଇଲ୍ ଭେଟେରିନାରୀ ୟୁନିଟ୍ ବା MVUs ପାଇଁ ପଶୁ ସମ୍ପଦ ସହାୟକ ପଦବୀରେ ସମୁଦାୟ ୧୩ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ ଏବଂ...

ସେତେବେଳେ ଛପା ମାଧ୍ୟମର ୱିକିପିଡିଆ ଥିଲା ବିନୋଦ କାନୁନଗୋଙ୍କ ଜ୍ଞାନମଣ୍ଡଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜ୍ଞାନତପସ୍ୱୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି। ଏବେ ପୃଥିବୀର ଯେ କୌଣସି ବିଷୟରେ ଜାଣିବାକୁ ପାଇଁ ବର୍ତ୍ତମାନର ପିଢ଼ି ଉଇକିପିଡିଆର ସହାୟତା ନେଉଛନ୍ତି। ହେଲେ ବିନୋଦ କାନୁନଗୋ ଏମିତି ଜଣେ ବ୍ୟକ୍ତିତ୍ୱ...

ଟିଏମ୍‌ସିରେ ଆଖିବୁଜିଲା ଶିଶୁ କନ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର (ଟିଏମ୍‌ସି)ରେ ଆଖି ବୁଜିଲା ୬ ବର୍ଷର ଶିଶୁକନ୍ୟା। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଟିଏମ୍‌ସିରେ। ମୃତକ ଶିଶୁଟି ହେଉଛି ଡାକ୍ତର...