ଓ୍ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି କି?: ଏହିସବୁ ଟିପ୍ସ ନିଶ୍ଚୟ ଆପଣାନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱର ଲୋକଙ୍କୁ ପ୍ରଭାବିତ କରିଛି। ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ବିଶ୍ଵ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହି ଭାଇରସରୁ...

ଲକଡାଉନ ଉଲ୍ଲଂଘନ, ୪୨ ଜଣଙ୍କ ବିରୋଧରେ ମାମଲା ରୁଜୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଥିବା ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ୪୨ ଜଣଙ୍କ...

ବାହାର ରାଜ୍ୟରୁ ଫେରି କରୁଥିଲେ ଖଟି, ପୋଲିସ ଉଠାଇନେଇ ରଖିଲା ଆଇସୋଲେସନ୍‌ରେ  

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ଵ। ଏନେଇ ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ, ଦେଶର କରୋନା ପ୍ରଭାବିତ ରାଜ୍ୟମାନଙ୍କରୁ କେନ୍ଦ୍ରାପଡ଼ା ଫେରିଥିବା ଯୁବକମାନେ କିନ୍ତୁ ଏହାକୁ ଉଲ୍ଲଘଂନ କରିଛନ୍ତି।...

ଗଞ୍ଜାମରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ କରି ୧୦ ଅଟକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍‌। ଏହା ସତ୍ୱେ ଏହାକୁ ଉଲଂଘନ କରିଥିବା ଅଭିଯୋଗରେ ଗଞ୍ଜାମ ପୁରୁଷୋତ୍ତମପୁର ପୋଲିସ...

ସବୁ ଥଣ୍ଡା ଜ୍ୱର କରୋନା ନୁହେଁ, ଡାକ୍ତରଖାନାକୁ ଆସି ଭିଡ଼ କରନ୍ତୁନି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାଧରଣ ଥଣ୍ଡା, ଜ୍ୱର ହେଲେ ଲୋକମାନେ ଭୟଭୀତ ହୋଇପଡୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାକୁ ଆସି ଭିଡ଼ ଲଗାଉଛନ୍ତି। ହେଲେ ସବୁ ଥଣ୍ଡା, ଜ୍ୱର କରୋନା ନୁହେଁ ବୋଲି...

ତାଗିଦ କଲେ ସରକାର – ବଦଳି ହୋଇଥିବା କର୍ମଚାରୀ ୪୮ ଘଣ୍ଟାରେ କାମରେ ଯୋଗ ଦିଅନ୍ତୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାର ମହଲତ ଦେଲେ ରାଜ୍ୟ ସରକାର। ଶୀଘ୍ର ବଦଳି ହୋଇଥିବା ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ। ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ...

କରୋନା ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେଲେ ରାଜ୍ୟ ସରକାର – ‘‘ଆଗକୁ ଆସୁଛି ବିସ୍ଫୋରକ ସ୍ଥିତି’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ୍‌ ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି। କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ...

ଲକ୍‌ଡାଉନ ନିୟମ ଭାଙ୍ଗି ଖୋର୍ଦ୍ଧାରେ ସିଜ୍ ହେଲା ୩୬ ଗାଡ଼ି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ କରି ଖୋର୍ଦ୍ଧାରେ ୩୬ଟି ଗାଡ଼ି ସିଜ୍ ହୋଇଛି। ୩ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଲକ୍‌ଡାଉନ ନିୟମ ଲାଗୁ ହୋଇଥିଲେ ସୁଦ୍ଧା କେତେକ ଲୋକେ ବାରମ୍ବାର ଏହି...

କରୋନା ସଚେତନତା – ଅଭିନେତା ଆକାଶ ଶିଖାଇଲେ ହାତ ଧୁଆ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=Sa9UwRJXVS4] ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ...

ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ...