୧୧ ଜିଲ୍ଲାରେ ଆସୁଛି ବନ୍ୟା, ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫୁଲୁଛି ମହାନଦୀ ଗୁରୁବାର ସକାଳ ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ୮ ଲକ୍ଷ କ୍ୟୁସେକ୍ ପାଣି ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜଗା ରହିବାକୁ ନିର୍ଦ୍ଦେଶ ୨୫ଟି ଗେଟ୍ ଦେଇ ହରାକୁଦରୁ ଆସୁଛି...

ବିଜେଡିର ‘ବାହୁବଳି’ ବିଧାୟକଙ୍କୁ ପାଣି ପାଉଚ ଫିଙ୍ଗିଲେ ଅସନ୍ତୁଷ୍ଟ କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଦଳର କିଛି ଅସନ୍ତୁଷ୍ଟ କର୍ମୀ। ବିଜୁ ଜନତା ଦଳରେ ତେଜୁଛି ବିଦ୍ରୋହ। ଏହାର ଆଭାସ ଆଜି ମିଳିଛି ବେଗୁନିଆରୁ। ବେଗୁନିଆ ବିଧାୟକ ପ୍ରଶାନ୍ତ...

ଓକିଲଙ୍କୁ ମାଡ଼ ମାରିଲା ପୋଲିସ – କଟକରେ ପୋଲିସ ଭ୍ୟାନ ଜାଳିଦେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ଓକିଲଙ୍କୁ ପୋଲିସର ମାଡ଼ ମାରିବା ଅଭିଯୋଗ ହାଇକୋର୍ଟ ବାର୍‌ ଆସୋସିଏସନର ଜରୁରୀ ବୈଠକ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଆଇନଜୀବୀ ଆର୍‌ଡିସି ଅଫିସ ସାମ୍ନାରେ ପିସିଆର୍ ଭ୍ୟାନ ଜାଳିଦେଲେ ଓକିଲ ତେଜିଲା...

ବିଜେଡିରେ ଯୋଗଦେଲେ ଓଡ଼ିଶାର ପୂର୍ବତନ ଏଜି ଅମର ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅମର ପଟ୍ଟନାୟକ। ସେ ବିଜେଡିର 'ଆଇଟି ୱିଙ୍ଗ' ମୁଖ୍ୟ ଭାବେ କାମ କରିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ...

ଖୋଲିଲା ବାଲିମେଳା ଜଳଭଣ୍ଡାରର ୨ଟି ଗେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋଲିଲା ବାଲିମେଳା ଜଳଭଣ୍ଡାରର ୨ଟି ଗେଟ୍। ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଉପସ୍ଥିତିରେ ଖୋଲାଗଲା ଗେଟ୍। ଦୁଇଟି ଗେଟ୍ ଦେଇ ୨୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲିବା ଫଳରେ...

୨୦୧୯ ନିର୍ବାଚନ : ଓଡ଼ିଶାରେ ତଥାପି ‘ଆଶା’ ବାନ୍ଧି ବସିଛି କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ବିଜେଡି ଓ ବିଜେପିକୁ ଝଟକା ଦେବା ପାଇଁ ଏବେଠୁ 'ଆଶା' ବାନ୍ଧି ବସିଛି କଂଗ୍ରେସ। ଓଡ଼ିଶାର କଂଗ୍ରେସ ପ୍ରଭାରୀ...

ଆଜି ଜାତୀୟ କ୍ରୀଡ଼ା ଦିବସ – ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଆଜି ଜାତୀୟ କ୍ରୀଡ଼ା ଦିବସ। ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ...

ବନ୍ୟା ପରିସ୍ଥିତି ସାମାନ୍ୟ, ସମସ୍ତେ ସଜାଗ ଅଛନ୍ତି – ଏସଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବନ୍ୟା ପରିସ୍ଥିତି ସାମାନ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ଉପୁଜିଛି। ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ପ୍ରବଳ ବନ୍ୟା...

ଅଭିଯୋଗ ଶୁଣୁନି ପୋଲିସ, ସହିଦ ନଗର ଥାନା ଘେରିଲା ବ୍ୟବସାୟୀ ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓମ୍‌ଫେଡ୍ ଅଫିସ ନିକଟସ୍ଥ ସହିଦ ନଗର ହାଟ ବଣିକ ସଂଘର କର୍ମକର୍ତ୍ତାମାନେ ସାଂଘାତିକ ଅଭିଯୋଗ କରିଛନ୍ତି। ହାଟରେ ବ୍ୟବସାୟ କରିବା ପାଇଁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ପିଣ୍ଡି ନିର୍ମାଣ କରିବାକୁ...

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଦେଲା ବିଜୁ ଛାତ୍ର ଜନତା ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଛାତ୍ର ଜନତା ଦଳ। ୩୦ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି।...