ନବରଙ୍ଗପୁରରେ ପୁଣି ଲଜ୍ଜା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପାନ୍ତ ଅଞ୍ଚଳ କୁହାଯାଉଥିବା ନବରଙ୍ଗପୁର ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ...

ମାର୍ଚ୍ଚ ୧ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ 

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ିପାରେ ବିମାନ। ଆଲିୟାନ୍ସ ଏୟାରର ୪ଜଣିଆ ଟିମ୍‌ର ସମୀକ୍ଷା ପରେ ଏହି ସୂଚନା ଦିଆଯାଇଛି। ବିମାନ ବନ୍ଦର କାର୍ଯ୍ୟକାର ନିର୍ଦ୍ଦେଶକ ପି କରୁଣାକରନ ଏହି...

ମୟୂରଭଞ୍ଜରେ ସାନ୍ତାଳ ସମ୍ପ୍ରଦାୟର ଗୁରୁ ପୂଜା ପାଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମାଘ ସପ୍ତମୀ ପରଠାରୁ ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ସାନ୍ତାଳ ସମ୍ପ୍ରଦାୟ ପକ୍ଷରୁ ଗୁରୁ ପୂଜା ପାଳନ କରିବାର ଏକ ପରମ୍ପରା ରହି ଆସିଛି। ସେଥିପାଇଁ ଦଣ୍ଡାବୋଷ...

ଖରାଦିନ ପୂର୍ବରୁ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗକୁ ଆସୁଛି ଖରାଦିନ। ଅଧିକ ଗରମ ସାଙ୍ଗକୁ ଦେଖାଦେବ ପାନୀୟ ଜଳ ସମସ୍ୟା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁ ପଞ୍ଚାୟତର ମେରି ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା ଦେଖିବାକୁ...
naveen

ଆଜି ଯାଜପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅଛି। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ୍‌ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ବିଞ୍ଝାରପୁର ବ୍ଲକ୍‌ ଲାଗି ୩୮କୋଟି ଟଙ୍କାର...
Leopard

ରାଜଧାନୀରେ ଅପରେସନ ଲିଓପାର୍ଡ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=pI0DjW2VgDI ରାଜଧାନୀରେ ଆରମ୍ଭ ହୋଇଛି ଅପରେସନ ଲିଓପାର୍ଡ । ବାଘକୁ ଧରିବାଲାଗି ନନ୍ଦନକାନନରୁ ଆସିଛନ୍ତି ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ୍‌। ଏହାସହିତ ସିଟି ଡିଏଫ୍‌ଓଙ୍କ ଟିମ୍‌ବି ଏହି ଅପରେସନରେ ସାମିଲ ହୋଇଛନ୍ତି। ଡିଏଫଓଙ୍କ ଅଧିନରେ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ୟୁପି ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ସକାଳ ୧୦ରେ ବିମାନବନ୍ଦରରେ ପହଞ୍ଚିବେ ଆଦିତ୍ୟନାଥ। ଭବାନୀପାଟନାରେ ମା ମାଣିକେଶ୍ୱରୀଙ୍କ ଦର୍ଶନ ପରେ ଲାଲ୍‌ ବାହାଦୂର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା...

ମାର୍ଚ୍ଚ ୨ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣ ନିର୍ବାଚନକୁ ଅଳ୍ପଦିନ ବାକିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ହେବିୱେଟ ନେତା ଓଡ଼ିଶାକୁ ଗସ୍ତ କରୁଛନ୍ତି। ମାର୍ଚ୍ଚ ୨ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି। ଏହା ରାହୁଲଙ୍କ...
Leopard

ରାଜଧାନୀ ଭୁବନେଶ୍ୱରରେ ବାଘ ଆତଙ୍କ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ବୁଲୁଛି ବାଘ। ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ କଲରାପତରିଆ ବାଘ ବୁଲୁଥିବାର ସିସିଟିଭିରେ ଦେଖିବାକୁ ମିଳିଛି। ରବିବାର ରାତିରେ ବାଘ ବୁଲୁଥବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ବାଘ ଭିଜୁଆଲ ଦେଖିବାପରେ...

ଗଞ୍ଜାମରେ ପିଏମ-କିଷାନ ଯୋଜନାକୁ ନବୀନଙ୍କ ସମାଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋମବାର ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି। ଗସ୍ତରେ ନବୀନ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ-କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ।...