ବିଜେଡି ସରକାର ଗଢ଼ିଲେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆସିବ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ –...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଜେଡି ସରକାର ଗଠନ କଲେ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଆଣିବ। ଯୁବବର୍ଗଙ୍କ ବିକାଶ ପାଇଁ ଆଗାମୀ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ...
କାହାର ହେବ ଭୁବନେଶ୍ୱର ଲୋକସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=3i0gUVNyX5g&t=28s
ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ପୁଣି ବାଜି ମାରିବେ ନା କମାଲ କରିବେ ମନ୍ମଥ, କେମିତି ରହିବ ୟାସିରଙ୍କ ସ୍ଥିତି?
ଭୁବନେଶ୍ୱର ଲୋକସଭା ଆସନ ଲାଗି ଏଥର ଦମଦାର ହେବ ଲଢ଼େଇ।...
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟାରେ ସରିବ ପ୍ରଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର। ଏହି ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍...
ଭୁବନେଶ୍ଵରରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ତୃତୀୟ ଥର ପାଇଁ ରୋଡ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରେଣ୍ଟାଲ ଓମଫେଡ ଛକଠାରୁ ପଟିଆ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିଛନ୍ତି। ଏହି...
ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
ସୁନୀଲ କୁମାର ପୃଷ୍ଟି ବୁଧବାର...
କେନ୍ଦୁଝର ଲୋକସଭା ଆସନରେ ହେବ ଦମଦାର ଲଢ଼େଇ: ପୁଣି ବିଜେଡି ନା ବାଜି ମାରିବ ବିଜେପି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦୁଝର ଲୋକସଭା ଆସନରେ ଏଥର ରୋଚକ ହେବ ରାଜନୈତିକ ଲଢ଼େଇ, ବିଜେଡି ଜିତିବ ନା ବାଜି ମାରିବ ବିଜେପି?
କେନ୍ଦୁଝର ଲୋକସଭା ଆସନ ଗତ ୨୦୦୯ରୁ ବିଜେଡି ଦଖଲରେ ରହିଛି। କିନ୍ତୁ...
ନୟାଗଡ଼ ସଭାମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଚଳିତ ନିର୍ବାଚନ ପାଇଁ ବୁଧବାର ନୟାଗଡ଼ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ...
ମେ’ ୨୬ରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମେ’ ୨୬ ତାରିଖ ରବିବାର ଦିନ ପ୍ରକାଶ ପାଇବ ୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳ...
ବିରୋଧୀମାନେ ରାଜ୍ୟର ବିକାଶ ଦେଖିପାରୁ ନାହାନ୍ତି – ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ବୁଧବାର ଖୋର୍ଦ୍ଧାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହା...
ପ୍ରଥମ ୠତୁସ୍ରାବ ବା ମେନାର୍କି କ’ଣ ଓ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=5ReADAeUgvk
ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ...





















