ଭୁବନେଶ୍ଵରରେ ବିଳମ୍ବରେ ପହଞ୍ଚିବେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର...
ମୋଦି ପୁରୀରୁ ଲଢ଼ିବା ପ୍ରସଙ୍ଗ: ଅମିତ ଶାହା କହିଲେ, “ଏଯାଏଁ ଆସନ ସ୍ଥିର ହୋଇନି”
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନରେ ପୁରୀରୁ ଲଢ଼ିବା ପ୍ରସଙ୍ଗରେ ମତ ଦେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏଯାଏଁ ଆସନ ସ୍ଥିର ହୋଇନି।
୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ...
ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...
ଦୋଛକିରେ ମାଲକାନଗିରିର ‘କୁରୁବ’ ଗ୍ରାମବାସୀ! ଲାଲବାହିନୀର ନାଲିଆଖି, ପୋଲିସର ନାଲିକୋଠା ଧମକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓବାଦୀଙ୍କ ଭୟ ଏବଂ ପୋଲିସର ନାଲିକୋଠା ଧମକରେ ସନ୍ତୁଳି ହେଉଛନ୍ତି ମାଓ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର କୁରୁବ ଗାଁର ଲୋକେ।
ଗୋଟିଏ ପଟେ ଲାଲବାହିନୀର ନାଲିଆଖି। ଅନ୍ୟପଟେ ପୋଲିସ ଭୟ। ଏମିତି ଦୁର୍ବିସହ...
ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: ସମ୍ବିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାଳସଳଖ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି।
ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେଡି। ଛତିଶଗଡ଼ ଏବଂ କେନ୍ଦ୍ରର...
ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲିକଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଦାୟି୍ତ୍ୱ ଗ୍ରହଣ...
ନିପା ଭାଇରସ୍ ପାଇଁ ସତର୍କତା: ୩ ଜଣିଆ ଟିମ୍ ଗଠନ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ନିପା ଭାଇରସ୍ ୧୪ ଜଣଙ୍କ ଜୀବନ ନେବା ପରେ ଓଡ଼ିଶା ସରକାର ୩ ଜଣିଆ ଟିମ୍ ଗଠନ କରିଛନ୍ତି।
କେରଳରେ ନିପା ଭାଇରସ ଆତଙ୍କ ଖେଳାଇବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ...
କଟକରେ କ’ଣ କହିବେ ମୋଦି?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ'ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା' ଉପରେ ସମସ୍ତଙ୍କ ନଜର।
ଦୁଇ ବର୍ଷ...
୨୦୧୯ରେ ମେଣ୍ଟକୁ ନା କହିଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ମେଣ୍ଟକୁ ନା କହିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମଦୂରତ୍ୱ ପ୍ରସଙ୍ଗକୁ ପୁଣି ଦୋହରାଇଲେ ନବୀନ।
କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀ ଦଳ ଏକାଠି ହୋଇଛନ୍ତି। ବିଜେପିକୁ ଦୂରେଇ ରଖିବା...
ଶାନ୍ତିନିକେତନର ଗୋଟିଏ ମଞ୍ଚରେ ମୋଦି ଓ ମମତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ଶାନ୍ତିନିକେତନରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇ ପରସ୍ପର ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି।
ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲେ ରାଜନୀତିର ଦୁଇ...





















