ଆଜିର ବଡ଼ ଖବର (ମେ ୧୬, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର'।
ମହାନଦୀ ପାଲଟିଲା ବିଜେଡିର ଅସ୍ତ୍ର, ବିଜେପିକୁ ପୁଣି ଟାର୍ଗେଟ
୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି...
ଓଡ଼ିଶାରୁ କଲମ୍ବୋ-ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଆଲାଲୁମ୍ପର ପରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କୁ ଦେଇଛି ପ୍ରସ୍ତାବ।
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।...
କର୍ଣ୍ଣାଟକ ମୁଆଁ: ଓଡ଼ିଶାରେ କାହାକୁ କେମିତି ଲାଗିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସରକାର ଗଠନକୁ ନେଇ ବେଙ୍ଗାଳୁରୁରେ ଅସ୍ଥିରତା ଲାଗିଥାଇପାରେ। କିନ୍ତୁ ଗତକାଲିର ଫଳାଫଳକୁ ନେଇ ଓଡ଼ିଶାରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
କର୍ଣ୍ଣାଟକ ନିର୍ବାଚନ ଫଳ ଆସିବା...
ମହାନଦୀ ମହାସଂଗ୍ରାମର ଶୁଭାରମ୍ଭ: ମହାନଦୀ ପାଇଁ ଲଢ଼ିବାକୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଆରମ୍ଭ ହୋଇଛି ଏହି ମହାସଂଗ୍ରାମ।
ଆରମ୍ଭ ହୋଇଛି ବିଜେଡିର...
୨୦୧୯ରେ ମହାନଦୀ ହେବ ମହାପ୍ରସଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନରେ ମହାନଦୀ ପାଲଟିବ ବଡ଼ ପ୍ରସଙ୍ଗ। ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ମହାନଦୀକୁ ବିଜେଡି ମହାପ୍ରସଙ୍ଗ କରି ସାରିଥିବା ବେଳେ ବିଜେପି କି ପଦକ୍ଷେପ ନେଉଛି ତା' ଉପରେ...
ବାପା ସାଜିଲା ସଇତାନ: ଟଙ୍କା ପାଇଁ ଝିଅ-ନାତି-ନାତୁଣୀଙ୍କ ଜୀବନ ନେଲା
ଓଡ଼ିଶାଲାଇଭ୍ ବ୍ୟୁରୋ
୨ ଲକ୍ଷ ଟଙ୍କା ପାଇଁ ବାପାରୁ ସଇତାନ ସାଜିଲା ଅକ୍ଷୟ ସେଠୀ। ନିଜ ଜନ୍ମକଲା ଝିଅ ସହ ନାତି-ନାତୁଣୀଙ୍କୁ ହତ୍ୟା କରି ଗିରଫ ହୋଇଛି ସଇତାନ ବାପା।
ମହାନଦୀରୁ ଗୋଟିଏ ପରିବାରର ୪...
ଭୁବନେଶ୍ୱରରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=MeYnyNA-w70]
ନିର୍ଜଳ ଉପବାସ କଲେ କିନ୍ନର
ବୟଫ୍ରେଣ୍ଡ ଏବଂ ଗୁରୁଙ୍କ ପାଇଁ ପୂଜାର୍ଚ୍ଚନା
ସଧବା ବେଶରେ ଝଟକିଲେ କିନ୍ନର
ସେଲ୍ଫି ନେଲେ କିନ୍ନର
ସ୍ୱାମୀଙ୍କ ଶୁଭ ମନାସି ସ୍ତ୍ରୀମାନେ ଆଜି ସାବିତ୍ରୀ...
ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ପପୁ ପମ୍ ପମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁ ପମ୍ ପମ୍ ଆଜି ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ଯାଇଛନ୍ତି।
ଓଲିଉଡର ଆଗ ଧାଡ଼ିର କମେଡିଆନ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍...
ଲଜ୍ଜା: ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା!
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମହିଳାଙ୍କୁ ଦୁର୍ବୃତ୍ତମାନେ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ପୁରୀ...
ଓଡ଼ିଶା ପୋଲିସକୁ ବଡ଼ ସଫଳତା: ୪୮ ଘଣ୍ଟାରେ ୭ ମାଓବାଦୀ ନିହତ, ରାଜନାଥ କଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
୪୮ ଘଣ୍ଟାରେ ୭ ମାଓବାଦୀଙ୍କୁ ନିହତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।
ମାଓ ଦମନରେ ଓଡ଼ିଶା...




















