ପାଣ୍ଡିଆନଙ୍କ ପାଇଁ ଏକାଠି ହେଲେ ଆଇଏଏସ୍ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛି ଆଇଏଏସ୍ ଅଫିସର ସଂଘ। ରାଜ୍ୟ ଅତିଥି ଭବନରେ ଏକ ଜରୁରୀ ବୈଠକ କରି ସଂଘ ପାଣ୍ଡିଆନଙ୍କ ସପକ୍ଷରେ ରହିଥିବା ସ୍ପଷ୍ଟ...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଅଣ୍ଡା ମାଡ଼ କରିଥିବା ମହିଳାଙ୍କ ଉପରୁ ହଟିବ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ସବୁ ମାମଲା ହଟାଇ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼...
ବିଶିଷ୍ଟ ଭ୍ରମଣ କାହାଣୀ ଲେଖିକା କହିଲେ ‘ଓଡ଼ିଶା ମହାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ଏକ ମହାନ ସ୍ଥାନ ବୋଲି କହିଛନ୍ତି ବିଶିଷ୍ଟ ଆନ୍ତର୍ଜାତିକ ଭ୍ରମଣ କାହାଣୀ ଲେଖିକା ଅଲିନେ ଡବି। ଆଧୁନିକ ବିମାନ ବନ୍ଦର ଓ ରାଜଧାନୀର ଚଉଡା ରାସ୍ତା ଏବଂ ଚମତ୍କାର ସଂଯୋଗକୁ...
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଠାକୁରଙ୍କୁ ତିନୋଟି ମାଳ ପିନ୍ଧାଇଲେ ନେପାଳ ରାଜା
ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କଲେ
କର୍ପୁର ଆଳତୀ ସହ ନୈବେଦ୍ୟ ଅର୍ପଣ କଲେ
ବିଶ୍ୱ ଶାନ୍ତି ପାଇଁ ଶ୍ରୀଜିଉଙ୍କୁ ପ୍ରାର୍ଥନା...
ପଦ୍ମ ଧରିବେ ଅଭିନେତ୍ରୀ ମହାଶ୍ୱେତା ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତ୍ରୀ ମହାଶ୍ୱେତା ରାୟ ପଦ୍ମ ଧରିବେ। ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ଯୋଗଦେବେ।
୨୦୧୯ ପୂର୍ବରୁ ଓଡ଼ିଶା ବିଜେପିରେ ଷ୍ଟାର ପଲିଟିକ୍ସ। ଜଣକ ପରେ...
ଅଇଁଠାପାଲି ହାଜତ ମୃତ୍ୟୁର ଖୋଳତାଡ଼ କଲା ଏଚ୍ଆରପିସି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଇଁଠାପାଲିରେ ପହଞ୍ଚି ହାଜତ ମୃତ୍ୟୁ ଘଟଣାର ତନାଘନା କରୁଛନ୍ତି ଏଚ୍ଆର୍ପିସି ଟିମ୍।
ସମ୍ବଲପୁର ଜିଲ୍ଲା ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଚ୍ଆର୍ପିସି ଟିମ୍ ଅଇଁଠାପାଲିରେ ପହଞ୍ଚି ଖୋଳତାଡ଼ ଆରମ୍ଭ...
ପାଣ୍ଡିଆନ୍ ମାମଲା: ମିଡିଆ-ରାଜନୈତିକ ଦଳ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ଝଡ଼ ଉଠିଛି। ବିଜେପି ଯୁବ ମୋର୍ଚ୍ଚା ପାଣ୍ଡିଆନ୍ଙ୍କ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ କରିବା ପରେ ବିଜେଡି ମିଡିଆକୁ ଟାଣିଛି।
ବିଜେଡି...
୨୦୧୭-୧୮ ଆର୍ଥକ ବର୍ଷର ତୈମାସିକ ରିପୋର୍ଟ: ୭୨୨ କୋଟି ଟଙ୍କା ନିଟ୍ ଲାଭ କରିଛି ନାଲ୍କୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରତ୍ନ କମ୍ପାନି ନାଲ୍କୋ ପକ୍ଷରୁ ଡିସେମ୍ବର ୨୦୧୭ରେ ଶେଷ ହୋଇଥିବା ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱରଠାରେ ଆୟୋଜିତ କମ୍ପାନିର ବୋର୍ଡ୍ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନି ୨୦୧୭-୧୮...
ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଭାରତନାଟ୍ୟମ୍ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଧଉଳି-କଳିଙ୍ଗ ମହୋତ୍ସର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଭାରତନାଟ୍ୟମ୍ ଏବଂ ସମରକଳା ନୃତ୍ୟ ମାଲଖମ୍ବ।
୧୪ତମ ଧଉଳି କଳିଙ୍ଗ ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ...
ପଞ୍ଚଭୂତରେ ଲୀନ ହେଲେ ଚନ୍ଦ୍ରଶେଖର ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ
ସାହିତ୍ୟ ସାଧକଙ୍କୁ ଦିଆଗଲା ରାଷ୍ଟୀୟ ମର୍ଯ୍ୟାଦା
ବହୁ ବିଶିଷ୍ଟ କଲେ ଶେଷ ଦର୍ଶନ
ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ମରଶରୀର। ଶୋକାକୁଳ...





















