ସୋମବାର ଓଡ଼ିଶା ଆସୁଛନ୍ତି ଦଲାଇଲାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା। ସୋମବାର ଅପରାହ୍ନ ସାଢ଼େ ୧ଟାରେ ଦଲାଇଲାମା ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ...

କଣ୍ଟ ପୁରିଲା: ଗଠନ ହୋଇପାରିଲାନି ମହାନଦୀ ଟ୍ରିବ୍ୟୁନାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୬ ନଭେମ୍ବର ୧୯ରେ ମହାନଦୀ ଟ୍ରିବ୍ୟୁନାଲ ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର। ଇତି ମଧ୍ୟରେ ଆବେଦନକୁ ବର୍ଷେ ପୁରିଛି। ହେଲେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରି...

ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଛି ହିନ୍ଦ୍ ମଜଦୁର ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ହଜାର ହଜାର ଶ୍ରମିକ ଯୋଗ...

କ୍ଷେତ ଉଜାଡ଼ିଲା ଲଗାଣ ବର୍ଷା: ଗଞ୍ଜାମରେ ଜୀବନ ହାରିଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋକ ଲାଗିବା ପରେ ଏବେ ଲଘୁଚାପ ବର୍ଷା ଚାଷୀ ପାଇଁ କାଳ ହୋଇଛି। ପାଚିଲା ଧାନ ବର୍ଷା ପାଣିରେ ବୁଡ଼ି ରହିଛି। କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ...

ରାଜ୍ୟସ୍ତରୀୟ ଆଲୋଚନାଚକ୍ର: ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱ ବିଭାଗ ଓ ୟୁନିସେଫ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ହୋଇଛି ‘ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍' ଶୀର୍ଷକ ଆଲୋଚନାଚକ୍ର। ଏହି ଆଲୋଚନାଚକ୍ରରେ ଶିଶୁର ଯତ୍ନ ଓ ଶିକ୍ଷା ସମ୍ପର୍କରେ...

ସରକାରଙ୍କୁ ଜାପାନୀ ଜ୍ୱର ଚିନ୍ତା: ୨୭ରୁ ୧୩ଟି ଜିଲ୍ଲାରେ ଟିକାକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୬ରେ ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନୀ ଜ୍ୱର। ୧୦୦ରୁ ଅଧିକ ଶିଶୁଙ୍କ ପ୍ରାଣ ନେଇଥିଲା ଏହି ଜ୍ୱର। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ...

ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ଆକଳନ: ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ଦିନ ଧରି ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜମିରେ ସୃଷ୍ଟି ହୋଇଛି କୃତ୍ରିମ ଜଳାଶୟ। ୧୫ଟି ଜିଲ୍ଲାରେ ଉଜୁଡ଼ି ଯାଇଛି ଚାଷ। ଚାଷ କ୍ଷୟକ୍ଷତି ଆକଳନ କରିବାକୁ ସରକାରୀ...

ଗାନ୍ଧିଙ୍କ ଜୀବନୀ ଉପରେ ଓଡ଼ିଶାଲାଇଭ୍ ପକ୍ଷରୁ ୱେବ୍ ସିରିଜ୍

ଓଡିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=22hBtiyi-DI] ମହାତ୍ମା ଗାନ୍ଧିଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ୱେବ୍ ଚ୍ୟାନେଲର ପ୍ରୟାସ - 'ମଣିଷ ଗାନ୍ଧି'। ଓଡ଼ିଶା ଏବଂ ଗାନ୍ଧି ବିଷୟକୁ ନେଇ ବିଭିନ୍ନ...

ସେକ୍ସ ରାକେଟରେ ପୁଣି ବିଦେଶିନୀ: ସ୍ପା ନାଁରେ ଚାଲିଥିଲା ଦେହ ବେପାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗରେ ଲାଗିଥିଲା ସ୍ପା ହୋର୍ଡିଂ। ହେଲେ ଭିତରେ ଚାଲିଥିଲା ଦେହ ବେପାର। ଆଜି ଏହାର ପରଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସାମିଲ୍‌ ୩ ବିଦେଶିନୀ କଲ୍‌ ଗାର୍ଲ ମଧ୍ୟ ପୋଲିସ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି: ବାଚସ୍ପତି ଲେଖିଲେ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିକ ବିଧାନସଭା ଗୃହ କମିଟି। ଏନେଇ ବାଚସ୍ପତି ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଲେଖିଛନ୍ତି ଚିଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ବିଧାନସଭା...