କେବେ ବନ୍ଦ ହେବ ଚାଷୀ ଆତ୍ମହତ୍ୟା?
(ଓଡ଼ିଶାଲାଇଭ୍ ବ୍ୟୁରୋ)
ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା। ୨୦୧୫ରେ ଦେବାହାଲ ଗ୍ରାମର ଚାଷୀ ସାନନ୍ଦ କାଥାରାଙ୍କ ଆତ୍ମହତ୍ୟାକୁ ନେଇ ଯେମିତି ରାଜନୀତି ହୋଇଥିଲା ଏବେ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କୁ ନେଇ ଚାଲିଛି।...
ଅନ୍ଧବିଶ୍ୱାସର ଅନ୍ଧଗଳି
(ଭାସ୍କର ପରିଚ୍ଛା)
ଅନ୍ଧବିଶ୍ୱାସ ଫଳରେ ମୟୁରଭଞ୍ଜ ଜିଲ୍ଲାର ମଧୁପୁର ଗାଁରେ କିଭଳି ଏକ ବିଭତ୍ସ ଘଟଣା ଘଟିଛି ତାହା ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଡାହାଣୀ ସନ୍ଦେହରେ ୫ ଜଣ ମହିଳା ଆକ୍ରମଣର ଶିକାର...
କୁନ୍ଦୁଲି ଗଣଦୁଷ୍କର୍ମ ରିପୋର୍ଟ: ବିଷ୍ଣୁଙ୍କ ଉପରେ ନବୀନ ଖପ୍ପା!
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଅଡ଼ୁଆରେ ବିଜେଡି ଦଳିତ ସେଲ୍ ସଭାପତି ବିଷ୍ଣୁ ଦାସ। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ପୋଲିସର ଦକ୍ଷତା ଉପରେ ଆଙ୍ଗୁଳି ଉଠାଇ ବିଷ୍ଣୁ ବିଜେଡି ସୁପ୍ରିମୋଙ୍କ ରୋଷର ଶିକାର ହୋଇଥିବା ଚର୍ଚ୍ଚା...
ଚିଲିକାକୁ ଆସଲେଣି ବିଦେଶୀ ପକ୍ଷୀ, ଶିକାର ରୋକିବା ପାଇଁ ୧୯ଟି କ୍ୟାମ୍ପ୍
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଓଡ଼ିଶାରେ ପଡ଼ିଲାଣି ଶୀତ। ଯଦିଓ ଶୀତର ପ୍ରକୋପ ବିଶଷ ପରିଲକ୍ଷିତ ହୋଇନି, ତଥାପି ପାରଦ କମୁଛି। ଆଉ ଏହାର ସଙ୍କେତ ଦେଇଛନ୍ତି ବିଦେଶୀ ପକ୍ଷୀ। ମାସେ ବିଳମ୍ବ ହେଲେ ମଧ୍ୟ ବିଦେଶରୁ...
କାଳିଆର ହେଲା ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ପୁଣିଥରେ କାଳିଆର ହୋଇଛି ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ। ଦୁଇ ଦିନ ତଳେ କାଳିଆର ଚେତା ଫେରିବା ପରେ ଏହି ଅପରେସନ୍ ହୋଇଥିବା ଏମ୍ସ ତରଫରୁ ସୂଚନା ମିଳିଛି। ଏପଟେ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର...
ରାଜ୍ୟ ସରକାରଙ୍କୁ ଚାଷୀ ହତ୍ୟାକାରୀ କହିଲେ ଧର୍ମେନ୍ଦ୍ର: ବିଜେଡି କହିଲା ଆଗେ ନିଜକୁ ଦେଖ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରାଜନୀତି ପଶାପାଲିରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଚାଷୀଙ୍କୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ। ଗତ ୪ ଦିନ ହେଲା ଚାଲିଥିବା ବାକ୍ଯୁଦ୍ଧରେ ଆଜି ପ୍ରବେଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡିକୁ...
କୃଷି କ୍ୟାବିନେଟ୍ରେ ଘୋଷଣା: ଫସଲ ପୋଡ଼ିଥିଲେ ମିଳିବ କ୍ଷତିପୂରଣ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଚାଷୀକୂଳକୁ ଆଶ୍ବସ୍ତ କରିଛନ୍ତି ରାଜ୍ୟ ସରକାର। ଚକଡ଼ା ପୋକ ପ୍ରଭାବରେ ଫସଲ ପୋଡ଼ୁଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଏ ସର୍ମ୍ପକରେ ଆଜି ସଚିବାଳୟରେ ବସିଥିବା କୃଷି କ୍ୟାବିନେଟରେ ନିଆଯାଇଛି ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ...
ଲୁଲୁ କାହାର: କଂଗ୍ରେସ ନା ବିଜେପି?
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଫୟାରବ୍ରାଣ୍ଡ ନେତା ଲୁଲୁ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ପାଳନ କରାଯାଇଛି। ତେବେ ଏହି ଫାୟାରବ୍ରାଣ୍ଡ ନେତାଙ୍କୁ ଢାଲ କରି ଉଭୟ କଂଗ୍ରେସ-ବିଜେପି ନିଜର ପତିଆରା ଜାହିର୍ କରିବାକୁ ଚାହିଁଛନ୍ତି।...
ଫେବ୍ରୁଆରୀ ୨୩ରୁ ମାଟ୍ରିକ ପରୀକ୍ଷା
(ଓଡ଼ିଶାଲାଇଭ୍ ବ୍ୟୁରୋ)
୨୦୧୮ ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଚଳିତ ବର୍ଷ ମାଟ୍ରିକ, ଷ୍ଟେଟ୍ ଓପନ୍ ସ୍କୁଲ୍...
ଅନ୍ଧବିଶ୍ୱାସର ଅନ୍ଧଗଳି: ଡାହାଣୀ ସନ୍ଦେହରେ ୫ ମହିଳାଙ୍କୁ ପାହାର, ପୋଲିସର ତନାଘନା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ମୟୁରଭଞ୍ଜ ଜିଲ୍ଲା ମଧୁପୁର ଗାଁରେ ଘଟିଛି ବର୍ବରଚିତ ଘଟଣା। ଡାହାଣୀ ସନ୍ଦେହରେ ୫ ଜଣ ମହିଳାଙ୍କୁ ଲୋକେ ନିର୍ଧୁମ ଛେଚିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଛି ତନାଘନା।
ଅନ୍ଧବିଶ୍ୱାସର...





















