ଓଡ଼ିଆ ଗାୟକ ଅସିତ୍ ତ୍ରିପାଠୀଙ୍କ ବଲିଉଡ୍ ବ୍ରେକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ଚାରିବର୍ଷର ସଂଘର୍ଷ ପରେ ଓଡ଼ିଆ ଗାୟକ ଅସିତ ତ୍ରିପାଠୀ ବଲିଉଡରେ ପ୍ରଥମେ ବ୍ରେକ୍ ପାଇଛନ୍ତି। ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ ରିଲିଜ୍ ହେବାକୁ ଥିବା ସିନେମା ‘ଶାଦି ମେଁ...
ବିଜେପିକୁ ଆଙ୍ଗୁଠି ଦେଖାଇଲେ ଶ୍ରମମନ୍ତ୍ରୀ: ବୃନ୍ଦାଙ୍କ ଆତ୍ମହତ୍ୟା ପଛରେ ନିର୍ଦ୍ଦିଷ୍ଟ ଦଳର ହାତ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଦିନକୁ ଦିନ ଜଟିଳ ହେଉଛି ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ବିରୋଧୀ ବିଜେପି ବୃନ୍ଦାଙ୍କୁ ଅସ୍ତ୍ର କରି ଶାସକ ବିଜେଡିକୁ ନିଶାନା ବନାଇଥିବା ବେଳେ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ...
ପ୍ରଭାତ ତ୍ରିପାଠୀଙ୍କୁ ଆଶ୍ୱସ୍ତି: ସୁପ୍ରିମକୋର୍ଟରେ ଖାରଜ ହେଲା ସିବିଆଇ ପିଟିସନ୍
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଏଟି ଚିଟଫଣ୍ଡ ଲିଙ୍କ୍ରେ ପ୍ରଭାତଙ୍କ ସଂପୃକ୍ତି ଅଭିଯୋଗ
୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ
୨୦୧୫ ମାର୍ଚ୍ଚ ୩ରେ ମିଳିଥିଲା ସର୍ତ୍ତମୂଳକ ଜାମିନ୍
ଜାମିନ୍କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା...
ଲାଚାର ଦାମ ଓ ଅନଭିଜ୍ଞ ଅଫିସର
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରାଜ୍ୟରେ ଚକଡା ପୋକ ଲାଗିବା ଫଳରେ ଖରିଫ ଫସଲ ନଷ୍ଟ ହେବା ଓ ଘନଘନ ଚାଷୀ ଆତ୍ମହତ୍ୟା ଏକ ରକମ ନବୀନ ପଟ୍ଟନାୟକ ସରକାରଙ୍କ ନିଦ ହଜେଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ...
ପୋଲିସ୍ ଏଫ.ଆଇ.ଆର ଗ୍ରହଣ ନ କଲେ ଆପଣ କ’ଣ କରିବେ?
(ପୁଷ୍ପାରାଣୀ ପରିଡା)
ଯଦି ଆପଣ ଦେଉଥିବା ଏଫ.ଆଇ.ଆରକୁ ଥାନା ଅଧିକାରୀ ଗ୍ରହଣ କରନ୍ତି ନାହିଁ ତେବେ ଆପଣଙ୍କ ଅଭିଯୋଗର ଏକ ନକଲ ଆରକ୍ଷୀ ଅଧିକ୍ଷକ (ଏସପି) ବା ପୋଲିସ୍ କମିଶନରଙ୍କ ନିକଟକୁ ରେଜିଷ୍ଟ୍ରି ପୋଷ୍ଟରେ...
ଅଙ୍କ କଷୁଛନ୍ତି ଦୁଇ ବିରୋଧୀ: ବିଜେପୁରରେ ‘ବୃନ୍ଦା ସାହୁ’ ସାଜିବେ ରାଜନୀତି ଗୋଟି!
(ଓଡ଼ିଶାଲାଇଭ୍ ବ୍ୟୁରୋ)
ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଏବେ ବିଜେପି-କଂଗ୍ରେସ ପାଇଁ ପାଲଟିଛନ୍ତି ପ୍ରମୁଖ ଅସ୍ତ୍ର। ବୃନ୍ଦାଙ୍କୁ ଏହି ଦୁଇ ଦଳ ବିଜେପୁର ରାଜନୀତି ପଶାପାଲିରେ ଗୋଟି କରି ଶାସକ...
ବିଷ୍ଣୁ ବାଣ: ରାଜ୍ୟ ସରକାରଙ୍କୁ ଅଡ଼ୁଆ
(ଓଡ଼ିଶାଲାଇଭ୍ ବ୍ୟୁରୋ)
କନ୍ଦୁଲି ଗଣଦୁଷ୍କର୍ମକୁ ଭିନ୍ନ ମୋଡ଼ ଦେଲେ ବିଷ୍ଣୁ ଦାସ
ଓଡ଼ିଶା ପୋଲିସ ଉପରେ ଆଙ୍ଗୁଳି ଉଠାଇଲେ ବିଷ୍ଣୁ
କହିଲେ ପୋଲିସ ତଦନ୍ତ ଉପରେ ଭରସା ନାହିଁ
କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ...
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲି ବୋଇତ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହେଉଛି ବୋଇତ ବନ୍ଦାଣ। ଓଡ଼ିଆ ଜାତିର ଏହି ମହାନ୍ ସାଂସ୍କୃତିକ ଓ ବାଣିଜ୍ୟିକ ପରମ୍ପରାକୁ ଆମେ ସ୍ମରଣ କରୁ କାର୍ତ୍ତିକ ପୂର୍ଣ୍ଣମା...
ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ: ମହାନଦୀପଠାରେ ୭ ଦିନ ଚାଲିବ ମେଳା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଉଦ୍ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବାଲିଯାତ୍ରାର ଅତୀତର ଗୌରବ ଗାଥାକୁ ମନେ ପକାଇଛନ୍ତି। ସାଧବ ପୁଅଙ୍କ ବୋଇତ...
ଏଫ.ଆଇ.ଆର. ଦେବେ କିପରି – ୧୦ଟି ଜାଣିବା କଥା
(ପୁଷ୍ପାରାଣୀ ପରିଡ଼ା)
ଆସନ୍ତୁ ଜାଣିବା ଆବଶ୍ୟକ ବେଳେ ପୋଲିସରେ ଏତାଲା ଦେବେ କିପରି?
୧. କୌଣସି ଅପରାଧ ବିଷୟରେ ପୋଲିସକୁ ଦିଆଯାଇଥିବା ପ୍ରଥମ ସୂଚନାକୁ ଏଫ.ଆଇ.ଆର. କୁହାଯାଏ।
୨. ଏଫ.ଆଇ.ଆର. ଦେବା ପାଇଁ ପ୍ରଥମେ ଅପରାଧ ଘଟିଥିବା...




















