ପୁଣି କୀଟନାଶକ ପିଇଲେ, କଳାହାଣ୍ଡିରେ ଫସଲ ପୋଡ଼ିଲେ ଚାଷୀ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ବରଗଡ଼ର ବୃନ୍ଦା ସାହୁଙ୍କ ପରେ ଆଜି ବ୍ରହ୍ମପୁର ସାନଖେମୁଣ୍ଡିର ଚାଷୀ ଅଳୟ ଜେନା କୀଟନାଶକ ପିଇ ଜୀବନ ହାରିଛନ୍ତି। ଏପଟେ ଚକାଡ଼ା ପୋକର ଦୌରାତ୍ମ୍ୟ ସହି ନପାରି କଳାହାଣ୍ଡି ଜିଲ୍ଲା ଜୟପାଟଣା...

କୃଷି ମନ୍ତ୍ରୀଙ୍କ ବରଖାସ୍ତ ଦାବିକଲା ବିଜେପି

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଫସଲ ପୋଡ଼ିବାକୁ ନେଇ କୃଷିମନ୍ତ୍ରୀଙ୍କୁ ଘେରିଛି ବିଜେପି। ଚାଷୀ ପରିବାର ପ୍ରତି ବେପରୁଆ ମନ୍ତବ୍ୟ ଦେଉଥିବା କୃଷିମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବାକୁ ଦାବି କରିଛି ବିରୋଧୀ ବିଜେପି। ବିଜେପି ଟାର୍ଗଟେରେ କୃଷିମନ୍ତ୍ରୀ ଡାକ୍ତର...

ସ୍ପଷ୍ଟ କଲେ କୃଷି ମନ୍ତ୍ରୀ: ଚାଷ ପୋଡ଼ିଲେ ମିଳିବନି କ୍ଷତିପୂରଣ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଫସଲ ନପୋଡ଼ିବାକୁ ହାତଯୋଡ଼ି ନିବେଦନ କରିବା ପରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଫସଲ ପୋଡ଼ୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟକୁ ଆଧାର...

‘ଆର୍ଟ ଅନ୍‌ ଦି ସ୍ମାର୍ଟସିଟି’ କର୍ମଶାଳା ଉଦ୍‌ଘାଟିତ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) [youtube https://www.youtube.com/watch?v=kPrdewOKmGA] ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ 'ଆର୍ଟ ଅନ୍‌ ଦି ସ୍ମାର୍ଟ ସିଟି' ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଛି। ଏହା ୩ ତାରିଖରେ ଉଦ୍‌ଘାଟିତ ହୋଇଯାଇଛି। ଇଲା ପଣ୍ଡା ସେଣ୍ଟର ଫର୍‌...

ଜୀବନ ହାରିବା ପରେ ବୃନ୍ଦାଙ୍କ ଘରକୁ ନେତାଙ୍କ ସୁଅ, ଉଠୁଛି ପଡ଼ୁଛି କଳାପାଣି ଗାଁ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ମୃତଚାଷୀ ବୃନ୍ଦା ସାହୁଙ୍କୁ ନେଇ ରାଜନୀତି ଗୋଳିଆ କଂଗ୍ରେସର ଦାବି ୨୦ ଲକ୍ଷ ଟଙ୍କାର ସହାୟତା ବିଜେପି କହିଲା ବୃନ୍ଦା ସାହୁଙ୍କ ପୁଅ-ଝିଅ ପାଠପଢ଼ା ଆମେ ବୁଝିବୁ ବିଜେଡିର ଦାବି...

ରାଉରକେଲା ପୋଲିସର ‘ମୋବାଇଲ୍‌ ଆପ୍‌’କୁ ଲୋକାର୍ପଣ କଲେ ଡିଜି

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାଉରକେଲା ପୋଲିସ ପକ୍ଷରୁ ଲୋକାର୍ପଣ କରାଯାଇଛି ସ୍ବତନ୍ତ୍ର 'ମୋବାଇଲ୍‌ ଆପ୍‌' । ରାଉରକେଲାବାସୀଙ୍କ ପାଇଁ ଖୁସି ଖବର। ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ...

ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଜଜ୍: ମଲା ମୂଷା ଯୋଗୁଁ ବଗିରେ ହେଉଥିଲା ଦୁର୍ଗନ୍ଧ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) କୋଣାର୍କ ଏକ୍ସପ୍ରେସ୍‌ରେ ମଲା ମୂଷାର ଦୁର୍ଗନ୍ଧ। ଅତିଷ୍ଠ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ବନାଥ ରଥ। ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ପୂର୍ବତଟ...

ବିଜେପି ଟାର୍ଗେଟରେ ଅଫିସର, ବିଜେଡି କହିଲା ବିଜେପି ଭୟଭୀତ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଏବେ ନେତାଙ୍କ ବଦଳରେ ଓଡ଼ିଶା ବିଜେପି ଟାର୍ଗଟେ କରିଛି ଅଫିସରଙ୍କୁ। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସିଧାସଳଖ ନିଶାନା କରିଛନ୍ତି ରାଜ୍ୟ ବିଜେପି ନେତା। ଏମାନେ ଶାସକ ଦଳର ହାତବାରିସି ସାଜିଛନ୍ତି ବୋଲି...

କୁନ୍ଦୁଲି ଗଣଦୁଷ୍କର୍ମରେ ଯବାନଙ୍କ ଲିଙ୍କ! ଡିଜି ମନା କରିଥିଲେ, ବିଷ୍ଣୁ ଦାସ ଆଙ୍ଗୁଳି ଉଠାଇଲେ

(ଓଡ଼ିଶାଲାଇଭ୍‌ ବ୍ୟୁରୋ)  କୁନ୍ଦୁଲି ଗଣଦୁଷ୍କର୍ମରେ ଟୁଇଷ୍ଟ ଆସିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ଏସ୍‌ଓଜି ଯବାନଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିଜେଡି ଦଳିତ ମୋର୍ଚ୍ଚା ସଭାପତି ବିଷ୍ଣୁ ଦାସ।...

ହାତ ଯୋଡ଼ିଲେ ଦାମ, ଲକ୍ଷ୍ମୀଙ୍କୁ ନପୋଡ଼ିବାକୁ ନିବେଦନ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଚାଷୀଙ୍କୁ ହାତ ଯୋଡ଼ିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲକ୍ଷ୍ମୀ ଠାକୁରାଣୀଙ୍କୁ ନପୋଡ଼ିବାକୁ ନିବେଦନ କରିଛନ୍ତି ଏହି ବରିଷ୍ଠ ନେତା। ଚକଡ଼ା ପୋକକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ବରଗଡ଼ରୁ ରାୟଗଡା...