ଆଜି ବସୁଛି ଛତିଶାନିଯୋଗ ବୈଠକ – ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଖୋଲିବା ନେଇ ଶନିବାର ବସୁଛି ଛତିଶାନିଯୋଗ ବୈଠକ। ଆଜି ଦିନ ୧୨ଟାରେ ନିଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ...
ଅନଲାଇନ୍ ନିର୍ମାଲ୍ୟ ବିକ୍ରି – ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରେ ନିର୍ମାଲ୍ୟ ପ୍ରସାଦ ବିକ୍ରି ଘଟଣା ପଦାକୁ ଆସିବା ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଏତଲା ଦିଆଯାଇଛି।
ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲା...
ଅସ୍ତରଙ୍ଗରେ ଗ୍ରାମୀଣ ଇ-ଷ୍ଟୋର୍ ଆପ୍ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନୁଆଗଡ଼ ପଞ୍ଚାୟତର କମନ୍ ସର୍ଭିସ୍ ସେଣ୍ଟର (CSC)ରେ ଗ୍ରାମୀଣ ଇ-ଷ୍ଟୋର୍ ଆପ୍ ଉଦ୍ଘାଟିତ ହୋଇଛି। ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ...
ଦେଖି ହେଲାନି ଜଗାର ନାଗା ବେଶ – ବଡ଼ଦାଣ୍ଡରୁ ଲୁହ ଗଡ଼ାଇ ଫେରିଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୫ବର୍ଷ ପରେ ମହାପ୍ରଭୁ ଆଜି ଧାରଣ କରିଛନ୍ତି ନାଗାର୍ଜୁନ ବେଶ। କିନ୍ତୁ କରୋନା ମହମାରୀ ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିପାରିନାହାନ୍ତି ଭକ୍ତ। ଦୂରରୁ ମୁଣ୍ଡିଆ ମାରି ବଡ଼ଦାଣ୍ଡରୁ କାନ୍ଦି...
୩ ହଜାର ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସକ୍ରିମ କାଠିରେ ଝଲସୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏଭଳି ନିଆରା କଳାକୃତି କରି ଭକ୍ତଙ୍କୁ ନାଗାର୍ଜୁନ ବେଶର ଦର୍ଶନ କରାଇଛନ୍ତି ଯୁବ କାରିଗର ବିଶ୍ୱଜିତ ନାୟକ।
ପୁରୀ ପୌରାଞ୍ଚଳ ଅନ୍ତର୍ଗତ ସିଦ୍ଧମହାବୀର କୁମୁଟିପାଟଣାର...
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ – ଅସ୍ତ୍ରଶସ୍ତ୍ର ଧରି ଯୋଦ୍ଧା ବେଶରେ ସଜେଇ ହୋଇଛନ୍ତି ବଡ଼ ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ଯୋଦ୍ଧା ବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି...
ରାତି ପାହିଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ – ଯୋଦ୍ଧା ବେଶରେ ଶୃଙ୍ଗାର ହେବେ ଶ୍ରୀଜୀଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। କିନ୍ତୁ କରୋନା ପାଇଁ ମହାପ୍ରଭୁଙ୍କ ଏହି ବେଶ ଭକ୍ତ ଦେଖିପାରିବେନି। ଏପଟେ ପୁରୀକୁ ବାହାର...
ହାଇକୋର୍ଟରେ ପୁରୀ ବାସେଳି ସାହି ହାଜତ ମୃତ୍ୟୁ ଘଟଣା, ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦିନରେ ପଞ୍ଜିକୃତ ହେଲା ମାମଲା
ସୋମବାର ପରବର୍ତ୍ତୀ ଶୁଣାଣି
ସମସ୍ତ ରେକର୍ଡପତ୍ର ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
କଟକ: ପୁରୀ ବାସେଳି ସାହି ହାଜତ ମୃତ୍ୟୁ ଘଟଣା ଶୁକ୍ରବାର...
ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଭିଡ୍ କଟକଣା ମଧ୍ୟରେ ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏଥିସହ ୧୩ତମ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା...
ଗୋପ: ନୟାହାଟ ବଜାରରୁ ୫ ଲକ୍ଷ ଟଙ୍କାର ବାଣ ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ବଜାରରେ ଥିବା ବାସନ୍ତୀ ଭଣ୍ଡାର ନାମକ ଏକ ଦୋକାନରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ବାଣର...




















