କାକଟପୁର: ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା – ଦଶ ଦିନ ଧରି ବିଭିନ୍ନ ବେଶରେ ଦର୍ଶନ ଦିଅନ୍ତି ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁଯାୟୀ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଥାଏ। ଏହି ପୂଜା ବିଜୟା ଦଶମୀ...
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ଉନ୍ନତିକରଣ କାର୍ଯ୍ୟ କିପରି ଚାଲୁ...
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଯୌତୁକ ଜୁଇରେ ପୁଣି ଜଳିଲେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ରୀତା ବେହେରା...
ଶ୍ରୀମନ୍ଦିର ତିନି ଦ୍ୱାରର ହେବ ରୁପା ଛାଉଣି, କବାଟ ମାପଚୁପ କଲେ ଚାରି ଜଣିଆ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ତିନି ଦ୍ୱାରକୁ ରୁପା ଛାଉଣି କରିବା ନେଇ ଆରମ୍ଭ ହୋଇଛି ପକ୍ରିୟା। ବୁଧବାର ଏକ ଚାରିଜଣିଆ କମିଟି ମନ୍ଦିର ଭିତରେ ପ୍ରବେଶ କରି କବାଟଗୁଡ଼ିକର ମାପଚୁପ କରିଛି।
ଜଣେ ନିର୍ବାହୀ ଯନ୍ତ୍ରୀଙ୍କ...
‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍ପାଇଁ ପୁରୀ ବେଳାଭୂମି ନାମ ସୁପାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟରେ ଯୋଡ଼ି ହୋଇପାରେ ଆଉ ଏକ ଟ୍ୟାଗ୍। 'ବ୍ଲୁ ଫ୍ଲାଗ୍' ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ...
ଆର୍ଥିକ ଅନଟନ ଭିତରେ ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିଲେ ସୁଚିତ୍ରା – ସହାୟତାର ହାତ ବଢ଼ାଇଲା ସମ୍ଭାବନା ଟ୍ରଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ ମାର୍କରୁ ୫୩୪ ନମ୍ବର ରଖି ସୁଚିତ୍ରା ହୋଇଛନ୍ତି ସ୍କୁଲ ଟପ୍ପର। ଉଚ୍ଚଶିକ୍ଷା ଲାଭ କରିବା ପରେ ଜୀବନରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।...
ସତ୍ୟବାଦୀ ବ୍ଲକର ମହିଳାଙ୍କୁ ସ୍ଵାବଲମ୍ବୀ କରିଛି ନଡ଼ିଆ ତେଲ ଓ କତା ତିଆରି ସାମଗ୍ରୀ
ଓଡିଶାଲାଇଭ୍ ବ୍ୟୁରୋ
ନଡ଼ିଆ ତେଲ ଓ ନଡ଼ିଆ କତା ତିଆରି ସାମଗ୍ରୀ ପ୍ରସ୍ତୁତ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ର ମହିଳାମାନେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଆମ...
ବିବାଦ ସମାଧାନ କରିବାକୁ ଯାଇ ହଟହଟା ପୋଲିସ – ଗାଁରେ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ ସମାଧାନ କରିବାକୁ ଯାଇ ପୋଲିସକୁ ହଟହଟା ହେବାକୁ ପଡ଼ିଛି। ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ରେଢୁଆ ଗାଁରେ ଏଭଳି...
ଅସ୍ତରଙ୍ଗରେ କେଳୁଣୀ ମୁହାଣ ବନ୍ଦ ଯୋଗୁଁ ଜଳବନ୍ଦୀରେ ୩ ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ତଣ୍ତାହର, ଉଦୟକଣି, କଟକଣା ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଛି। ଫଳରେ ଶତାଧିକ ଲୋକ ପ୍ରଭାବିତ...
କୋଣାର୍କରୁ ଆସିଲା ଅଭାବନୀୟ ଚିତ୍ର – ଶବକୁ ମିଳିଲାନି ଚାରି କାନ୍ଧ, କରୋନା ଭୟରେ ଆସିଲେନି ସମ୍ପର୍କୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଭିଡ୍ ସଙ୍କଟ ଭିତରେ କୋଣାର୍କରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଣାର୍କ ଅଧୀନସ୍ଥ ମାଙ୍କଡ଼ ଗୋରଡି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଚାରି...





















