ଏଥର ବଡ଼ଦାଣ୍ଡରେ ଗଡ଼ିବ ରଥ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ପାଇଁ ରାସ୍ତା ଫିଟୁଛି।
ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାସ୍ତା ଫିଟୁଛି। ଆଉ କିଛି ସମୟରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ପୁନଃବିଚାର ପାଇଁ ଆସିଥିକା ଏକାଧିକ ଆବେଦନର ରାୟ...
ସନ୍ଧ୍ୟାରେ ଛତିଶା ନିଯୋଗ ଓ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସନ୍ଧ୍ୟାରେ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକ
ସୁପ୍ରିମକୋର୍ଟଙ୍କ ରାୟ ପାଇବା ପରେ ବସିବ ବୈଠକ
ରଥଯାତ୍ରା ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ରଥଯାତ୍ରା ଆୟୋଜନ ନେଇ ଏବେ ମାମଲା...
ତିନି ରଥରେ ବିଜେ ହେଲା ଆଜ୍ଞାମାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ। ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ସକାଳ ଧୂପ, କୋଠଭୋଗ ପରେ ଶ୍ରୀମନ୍ଦିରରୁ ତିନି ବାଡ଼ରୁ ଆଜ୍ଞାମାଳ ଆସିଥିଲା। ତିନି ପୂଜାମଣ୍ଡା ଏହି ଆଜ୍ଞାମାଳ...
ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ, ଆଜ୍ଞାମାଳକୁ ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ହୋଇଛି। ରଥଖଳାରେ ତିନି ରଥରେ କପଡ଼ା ଲାଗି ହୋଇଛି। ଆସନ୍ତାକାଲି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ତିନି ରଥରେ ବିଜେ ହେବ। ଏହାପରେ ତିନି ରଥ...
ଏଥର ଶ୍ରୀଗୁଣ୍ଡିଚାରେ ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଉ ଦିନେ। ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର।
ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଏବେ ଅଡୁଆ ବଢ଼ିଛି। ଗତ ଦୁଇ ଦିନ ତଳେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି...
ବଢ଼ିଲା ଅଡୁଆ: ମୁହଁ ଖୋଲିଲେ ଗଜପତି, କହିଲେ ରଥଯାତ୍ରା ବନ୍ଦ କରାନଯାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି। ସୁପ୍ରିମକୋର୍ଟରେ ସାନିପିଟିସନ ଦାଖଲ କରିବାକୁ ଅନୁରୋଧ।
ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ଅଡୁଆ ବଢ଼ିଲା। ରଥଯାତ୍ରା...
ବିଧି ରକ୍ଷା ପାଇଁ ଏଥର କେମିତି ହେବ ରଥଯାତ୍ରା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଶ୍ରୀମନ୍ଦିରରେ ବିଧି ରକ୍ଷା ପାଇଁ ହେବ କି ପ୍ରତୀକାତ୍ମକ ରଥଯାତ୍ରା?
ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ଲାଗିବନି ଭକ୍ତଙ୍କ ଗହଳି କି ଶୁଭିବନି ଡାହୁକର ଡାକ। କରୋନା ମହାମାରୀ ପାଇଁ ରଥଯାତ୍ରା...
ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ – ‘‘ପୁରୀକୁ ସଟ୍ଡାଉନ୍ କରାଯାଇ ରଥଯାତ୍ରା ଆୟୋଜନ କରାଯାଉ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ସୁପ୍ରିମକୋର୍ଟକୁ ଗଲା ରଥଯାତ୍ରା ପ୍ରସଙ୍ଗ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ଆଂଶିକ ପରିବର୍ତ୍ତନ କରିବାକୁ ଆଉ ଏକ ପିଟିସନ ଦାଖଲ କରିଛନ୍ତି ଆଇନଜୀବୀ...
ସନ୍ଧ୍ୟାରେ ପୁଣି ବୈଠକ – ଶ୍ରୀମନ୍ଦିର ଭିତରେ ରୀତିନୀତି ନେଇ ହେବ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ପ୍ରସଙ୍ଗକୁ ନେଇ ପରିଚାଳନା କମିଟି ବୈଠକ ଶେଷ। ଏହାସହ ଆଜି ସନ୍ଧ୍ୟା ୬ଟାରେ ପୁଣି ବୈଠକ କରାଯିବ। ଶ୍ରୀମନ୍ଦିର ଭିତରେ କିପରି ରୀତିନୀତି ଅନୁସାରେ ପରମ୍ପରା...
ସେବାୟତ ଓ ପୋଲିସଙ୍କୁ ନେଇ ରଥଯାତ୍ରା ଆୟୋଜନ ହୋଇପାରିବ – ପୁରୀ ଶଙ୍କରାଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାକୁ ନେଇ ମତ ରଖିଲେ ପୁରୀ ଶଙ୍କରାଚାର୍ଯ୍ୟ
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ – ଶଙ୍କରାଚାର୍ଯ୍ୟ
ତଥାପି ସେବାୟତ, ପୋଲିସଙ୍କୁ ନେଇ ରଥଯାତ୍ରା ହୋଇପାରିବ
“କରୋନା ମହାସଙ୍କଟ ପାଇଁ ରଥଯାତ୍ରାକୁ ବନ୍ଦ କରିବା...





















