କରୋନା ଭୟ – ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ ହେବ କରୋନା ସ୍କ୍ରିନିଂ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ କରୋନା ସ୍କ୍ରିନିଂ ହେବ । କରୋନା ସନ୍ଦେହ ହେଲେ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯିବ। ଏନେଇ ସୋମବାର ଟୁଇଟରରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି...

କରୋନା କଟକଣା: ଏଣିକି ଶ୍ରୀମନ୍ଦିରରେ ପ୍ରବେଶ କଲେ ଭରିବେ ଫର୍ମ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଦାଖଲ କରିବାକୁ ହେବ କରୋନା ଫର୍ମ। ଏନେଇ ସୋମବାର ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଭାଇରସକୁ ରୋକିବାକୁ...

କରୋନା କଟକଣା – ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ, ଭକ୍ତଙ୍କ ଉପରେ ରହିବ ନଜର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଟକଣା। ଏଣିକି ଶ୍ରୀମନ୍ଦିର ଭିତରେ ସେବାୟତ ପିନ୍ଧିବେ ମାସ୍କ। ଏହାସହ ଦେଶ ବିଦେଶରୁରୁ ଆସୁଥିବା ଭକ୍ତଙ୍କ ଉପରେ ମଧ୍ୟରେ ନଜର ରଖାଯିବ। ରବିବାର...

କରୋନା ପାଇଁ କଟକଣା – କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିବା ମନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲି ପାରିବେନି। ବିଦେଶୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହି...

ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ – ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧିନରେ ନିଯୁକ୍ତି ସୁଯୋଗ। ଜୁନିୟର କ୍ଲର୍କ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମଗିରି ବ୍ଲକସ୍ଥିତ ମୋଟୋ ଓଡ଼ିଶା ଆଦର୍ଶ...

କାକଟପୁର ମା’ ମଙ୍ଗଳା ମନ୍ଦିରରେ ଚଇତି ପର୍ବ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଜି ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ମଙ୍ଗଳବାର। ଏହି ତିଥି ଅନୁସାରେ ଆଜିଠାରୁ କାକଟପୁର ମା’ ମଙ୍ଗଳାଙ୍କର ଚଇତି ପର୍ବ ବା ଝାମୁ ଯାତ୍ରା...

ଶ୍ରୀମନ୍ଦିରରେ ଦୋଳୋତ୍ସବ ଓ ହୋଲି

ପଣ୍ଡିତ ରାମକୃଷ୍ଣ ମିଶ୍ର ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌। ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ। ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ...

କୋରୋନାର କୋକୁଆ ଭୟ – କୁକୁଡ଼ା କିଲୋ ୧୦ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ୧୦ ଟଙ୍କାରେ ବିକ୍ରି ହେଉଛି କୁକୁଡ଼ା କେଜି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ। କୋରୋନା ଭାଇରସ୍‌ ଭୟରେ ଲୋକେ...

ୟେସ୍ ବ୍ୟାଙ୍କରେ ରହିଛି ପୁରୀ ଅର୍ବାନ ବ୍ୟାଙ୍କ ଟଙ୍କା, ଚିନ୍ତାରେ ଜମାକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ଟଙ୍କା ପରେ ଏବେ ୟେସ୍‌ ବ୍ୟାଙ୍କରେ ପୁରୀ ଅର୍ବାନ ବ୍ୟାଙ୍କର ଟଙ୍କା ରହିଥିବା ଜଣାପଡ଼ିଛି। ୟେସ ବ୍ୟାଙ୍କରେ ଅର୍ବାନ ବ୍ୟାଙ୍କର ପ୍ରାୟ ୧୧କୋଟି ଟଙ୍କା ଜମାଥିବା ନେଇ ସୂଚନା ମିଳିଛି।...

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କୁ ଘେରିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ବୁଡ଼ିବନି। ଏହାକୁ ଖୁବ୍‌ଶୀଘ୍ର ଫେରାଇ ଅଣାଯିବ ବୋଲି ଆଇମନ୍ତ୍ରୀ ପ୍ରତାପ ଜେନା ମନ୍ତବ୍ୟ ଦେବା ପରେ ବି ବିରୋଧ ଥମୁନି। କିଏ କେଉଁ...