ପୁରୀ-କୋଣାର୍କ ରୋଡରେ ବସ୍‌ ପଛରେ ପିଟିଲା ବସ୍‌ – ୧୫ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସକୁ ପଛପଟୁ ପିଟିଲା ବସ। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ୩ ଗୁରୁତର। ଗୁରୁତରମାନଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଥିଲା ବେଳେ...

ସ୍କୁଟିକୁ ଧକ୍କା ଦେଲା ଟାଟା ଏସି – ଚାଲିଗଲା ୨ ଶିକ୍ଷୟତ୍ରୀଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପିପିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍କୁଟିରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଲ ଯାଉଥିବା ବେଳେ ସାମ୍ନା ପଟୁ ଏକ...

ଦଶପଲ୍ଲା ବନଖଣ୍ଡରୁ ଆସିଲା ରଥକାଠ – ଶ୍ରୀମଞ୍ଚମୀରେ ହେବ ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ଦୁଇଟି ଟ୍ରକ୍‌ରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଞ୍ଚିଛି। ୨୦ ଫୁଟ୍‌ ଲମ୍ବର ୧୯ଟି...

କୋଣାର୍କ ଇକୋ ରିଟ୍ରିଟ୍‌ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମହାସମ୍ମିଳନୀ ଉଦ୍‌ଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ମେରାଇନ୍‌ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ୍‌ ପରିସରରେ ଆଜି ଅନ୍ତର୍ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ...

ପୁରୀ-କୋଣାର୍କ ହେବ ଆଇକନିକ୍‌ ସିଟି : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଣାର୍କ ଇକୋ ରିଟ୍ରିଟରେ ଚାଲିଥିବା ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ। କୋଣାର୍କରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟମନ୍ଦିର ବୁଲି...

ପୁରୀରେ ମିନି ମାରାଥନ – ଐତିହ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନାର ଦେଲେ ବାର୍ତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା ନେଇ ଗୁରୁବାର ସକାଳେ ଏକ ମିନି ମାରାଥନ ଆୟୋଜିତ ହୋଇଛି। ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ସହ ନିଜେ ସୁରକ୍ଷିତ...

ଆଜିଠୁ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟନ ସମ୍ମିଳନୀ – ପର୍ଯ୍ୟଟନ ବିକାଶ ପାଇଁ ହେବ ମାନସମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ...

ଚନ୍ଦ୍ରଭାଗା ବୁଡ଼ ପାଇଁ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପବିତ୍ର ମାଘ ମେଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କର ଚନ୍ଦ୍ରଭାଗା। ଏନେଇ ବୁଡ଼ ପକାଇବା ପାଇଁ ଥିବା ପୁଷ୍କରିଣୀରୁ ଆଜି ପଙ୍କ ଉଦ୍ଧାର କାର୍ଯ୍ୟ...

କାକଟପୁରର ଏକ ଘରୋଇ ହଷ୍ଟେଲରୁ ୩ ଛାତ୍ର ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁରର ଏକ ଘରୋଇ ଛାତ୍ରାବାସରୁ ୩ଜଣ ଛାତ୍ର ନିଖୋଜ। ଛାତ୍ର ତିନି ଜଣ ନବମ ଶ୍ରେଣୀର ବୋଲି ଜଣାପଡ଼ିଛି। ନିଖୋଜ ଛାତ୍ରମାନେ ହେଲେ ଅସ୍ତରଙ୍ଗ ବଡଗୋଲାର ଦୁଷ୍ମନ୍ତ...

ପୁରୀରୁ ଚନ୍ଦ୍ରଭାଗା ବେଳାଭୂମି ଯାଏଁ ୫୦ କିଲୋମିଟର ପଦଯାତ୍ରା କଲେ ଆଇଟିବିପି ଡିଜି ଏସ.ଏସ ଦେଶଓ୍ଵାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଚନ୍ଦ୍ରଭାଗା ବେଳାଭୂମିରେ ୫୦ କିଲୋ ମିଟର ପଦଯାତ୍ରା କଲେ ଆଇଟିବିପି ଡିଜି ଏସ.ଏସ ଦେଶଓ୍ଵାଲ। ସକାଳୁ ପୁରୀ ଦିଗବାରିଣୀରୁ ବେଳାଭୂମି ସଫେଇ କରି ଚନ୍ଦ୍ରଭାଗାରେ ପହଁଚିଛନ୍ତି ଏସ.ଏସ...