ଏଣିକି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ କୋଣାର୍କ ମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ସୋ' ଦେଖିବାର ସମୟସୀମା ଶୁକ୍ରବାରଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ନବୀନ ନେଲେ ବଡ଼ ନିଷ୍ପତ୍ତି – ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁଙ୍କ ସମାଧି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱର୍ଗଦ୍ୱାରର ବିକାଶ ପାଇଁ...

ପୁରୀରେ ଜିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀ, ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ପୌରସଦନରେ ଅନୁଷ୍ଠିତ ହୋଇଛି ଜ଼ିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀ। ଭୁବନେଶ୍ୱର ଜୋନ ୟୁକୋ ବ୍ୟାଙ୍କ ଏହାର ଆୟୋଜନ କରିଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ...

ପୁରୀରେ ଖୋଲିଲା କ୍ରିମଶୋଉନି କ୍ଲବର ନୂଆ ସୋ’ରୁମ୍

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ଦିନକୁ ଦିନ ଯୁବପିଢିଙ୍କ ଫ୍ୟାସନ ଉପରେ ବଢୁଛି ଆଗ୍ରହ। ଏହାକୁ ଦୃଷ୍ଟିରେ ରଖି ପୁରୀରେ କ୍ରିମଶୋଉନି କ୍ଲବର ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଗୁରୁବାର ଦିନ ସନ୍ଧ୍ୟାରେ ବାଲୁକା ଶିଳ୍ପୀ...

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା, ନିର୍ଦ୍ଦୁମ ଛେଚା ଖାଇଲେ ରୋଡ ରୋମିଓ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା ରୋଡ ରୋମିଓକୁ। ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଗୋଇଠା ମାରି ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକ ଜଣେ ରୋଡ...

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଦୃଶ୍ୟ ଭାଇରାଲ କରିଥିବା ଯୁବତୀଙ୍କୁ ଧରିଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଭିତରେ ଟିକଟକ୍‌ ଭିଡିଓ ଭାଇରାଲ କରିଥିବା ଯୁବତୀ ଧରାପଡ଼ିଛନ୍ତି। ଯୁବତୀ ଜଣକ ନିମାପଡ଼ା ଅଞ୍ଚଳର ଜଣାପଡ଼ିଛି। ଯୁବତୀଙ୍କୁ ସିଂହଦ୍ୱାର ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି। ନିକଟରେ...
Construction of Sri Jagannath Medical College

୨୦୨୧ ସୁଦ୍ଧା ଶ୍ରୀଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୨୧ ସୁଦ୍ଧା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହେବ। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପୂର୍ତ୍ତବିଭାଗ ମନ୍ତ୍ରୀଙ୍କ ମିଳିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ...

ଦ୍ୱିତୀୟ ଦିନରେ ପୁରୀ ମହୋଦଧି ମାର୍କେଟ କମ୍ଲେକ୍ସ ଉଚ୍ଛେଦ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ମୋଚିସାହି ମହୋଦଧି ମାର୍କେଟ କମ୍ଲେକ୍ସ ଉଚ୍ଛେଦର ଆଜି ଦ୍ୱିତୀୟ ଦିନ। ସେଠାରେ ଥିବା ଅନ୍ୟକିଛି ଦୋକାନକୁ ଭାଙ୍ଗିବା କାର୍ଯ୍ୟ ଜାରି ରହିଛି। ମଙ୍ଗଳବାର ମୋଚିସହାହି ମହୋଦଧି ମାର୍କେଟ କମ୍ଲେକ୍ସର ୫୮ଟି ଦୋକାନ...

ପୁରୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ୧୯ ନମ୍ବର ୱାର୍ଡରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ...

ବାଗଦାଦିର ମୃତ୍ୟୁକୁ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗଦାଦିର ମୃତ୍ୟୁକୁ ନିଜ...