ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦିନକ ପରେ ନୂଆବର୍ଷ। ନୂତନବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଲାଗିଲାଣି ଭକ୍ତଙ୍କ ଭିଡ଼। ଏଥି ନିମନ୍ତେ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି...
ନୂଆବର୍ଷ ଲାଗି ପୁରୀରେ ଟ୍ରାଫିକ୍ କଟକଣା – ଜାଣନ୍ତୁ, କେଉଁ ପଟେ ଯିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଗୋଟେ ଦିନ ପରେ ନୂଆବର୍ଷ। ନୂତନବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଲାଗିଲାଣି ଭକ୍ତଙ୍କ ଭିଡ଼। ନୂଆବର୍ଷରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରି...
ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷ ପାଇଁ ପୁରୀରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନେ କିପରି ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ ମଧ୍ୟ...
କାକଟପୁରରେ ମନ୍ଦିର ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକର ନାଶୀକେସୋର ପଞ୍ଚାୟତର ନାଟେଶ୍ଵର ଶିବ ମନ୍ଦିରରେ। କେହି...
ଦୁଷ୍କର୍ମ ଉଦ୍ୟମ ଫେଲ୍, ଅଭିଯୁକ୍ତର ଜିଭ କାମୁଡ଼ି ଛିଣ୍ଡାଇ ଦେଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁରରେ ଲଜ୍ୟା। ଆଶ୍ରମରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଅଭିଯୁକ୍ତର ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଏଭଳି ଘଟଣା ଘଟିଛି...
କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସାରା ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ର ୨୩ ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି। ସେହିପରି ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି...
୨୦୧୯ର ସେହି ଛାତିଥରା ପଟ୍ଟନାୟିକିଆ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡ ପଛରେ ୩୦ ବର୍ଷର ଶତ୍ରୁତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ର ପଟ୍ଟନାୟିକିଆ ଟ୍ରିପଲ ମର୍ଡର। କାହିଁକି ତିନି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ। ଜାଣନ୍ତୁ ଓଡ଼ିଶାଲାଇଭ୍ର ‘ଫ୍ଲାସ୍ ବ୍ୟାକ-୨୦୧୯’ ରିପୋର୍ଟରେ।
୨୦୧୯ର ଚର୍ଚ୍ଚିତ ଅପରାଧ, ଯାହାକି...
ସୂର୍ଯ୍ୟପରାଗ ଲାଗି ସ୍ଵତନ୍ତ୍ର ନୀତି: ସ୍ନାନ ପରେ ମହାପ୍ରଭୁଙ୍କୁ ଲାଗି ହେଲା ଖଇକୋରା ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୂର୍ଯ୍ୟପରାଗ ଲାଗି ଗତ ରାତିରେ ଉଜାଗର ଥିଲେ ମହାପ୍ରଭୁ। ପରାଗ ଛାଡ଼ିବା ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କୁ ୧୬ ଗରା ପାଣିରେ ମହାସ୍ନାନ କରାଯାଇ ଖଇକୋରା ଭୋଗ...
ଆଜି ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର। ରାତିସାରା ମହାପ୍ରଭୁ ରତ୍ନସିଂହାସନରେ ଭକ୍ତମାନଙ୍କୁ ଦର୍ଶନ ଦେବେ।
ଗୁରୁବାର ସୂର୍ଯ୍ୟପରାଗ ପାଇଁ ଆଜି ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ...
ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାଦେଶ ଏବେ ଖ୍ରୀଷ୍ଟମାସକୁ ସେଲିବ୍ରେସନ୍ ମୁଡ୍ରେ ଥିବା ବେଳେ ଅନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବଡ଼ ଦିନ ଅବସରରେ ସୁଦର୍ଶନ ପଟ୍ଟନାୟକ ଓ...





















