ପୁରୀ: ମଙ୍ଗୁ ମଠ ପରେ ସାନଛତା ମଠରେ ଚାଲିଲା ବୁଲଡୋଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନରେ ଆସୁଥିବା ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ବୁଧବାରଠୁ ଆରମ୍ଭ ହୋଇଛି। ପୁରୀ ଏଡିଏମ୍ଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ସାନଛତା ମଠର ପଛ ପାର୍ଶ୍ୱରୁ...
ଡିସେମ୍ବର ୧୪ରୁ କୋଣାର୍କ ଇକୋ-ରିଟ୍ରିଟ୍ – ସମୁଦ୍ର କୂଳରେ ରାତ୍ରୀଯାପନର ମଜା ନେବେ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=NuxZ1L5BBb4
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସମୁଦ୍ର କୂଳରେ ରାତ୍ରୀଯାପନ କରିବେ ପର୍ଯ୍ୟଟକ। ଶୀତ ରାତିର କୋହଲା ପାଗ ସାଙ୍ଗକୁ ବିସ୍ତିର୍ଣ୍ଣ ବେଳାଭୂମିର ମଜା ନେବେ ପର୍ଯ୍ୟଟକ। ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ...
ପୁରୀ ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ – ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୬୭୫ ପ୍ରକାରର ପ୍ରସାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=MWLAMa5ifq8]
ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି...
ପୁରୀ ଗଣଦୁଷ୍କର୍ମ ମାମଲା – ରାୟଗଡ଼ାରୁ ଗିରଫ ହେଲେ ସିଆରପିଏଫ୍ ଯବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ବହୁଚର୍ଚ୍ଚିତ ପୁରୀ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ସିଆରପିଏଫ୍ ଯବାନ। ତାଙ୍କ ନାଁ ବୁଲୁ ବାରିକ। ତାଙ୍କୁ ରବିବାର ରାୟଗଡ଼ାରୁ ଗିରଫ...
ଦ୍ୱିତୀୟ ଦିନରେ ପୁରୀ ମଙ୍ଗୁ ମଠରେ ଭାଙ୍ଗିଲା ୨୦ ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଆସୁଥିବା ଥିବା ମଙ୍ଗୁ ମଠ ଉଚ୍ଛେଦ ଜାରି ରହିଛି। ୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି...
ପୁରୀ ଗଣଦୁଷ୍କର୍ମ ମାମଲା – ଗିରଫ ହେଲା ତୃତୀୟ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ଆଉ ଏକ ସଫଳତା। ପୋଲିସ କ୍ଵାର୍ଟର୍ସରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରାମଚନ୍ଦ୍ର ପ୍ରଧାନ।
ପୋଲିସ...
ପୁରୀ ଗଣଦୁଷ୍କର୍ମ – ଖୋଲିଲା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଗୁମର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କ ଗୁମର ଖୋଲିଛି। ଚାକିରି ସମୟରେ ଦୁଷ୍କର୍ମ, ଦ୍ଵିତୀୟ ବିବାହ ଓ ଦ୍ଵିତୀୟ ପତ୍ନୀକୁ ପୋଡ଼ି ମାରିଦେବା ଭଳି ୯ଟି...
କେବେ ଖୋଲିବ ପୁରୀ ଗଣଦୁଷ୍କର୍ମ ରହସ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଣଦୁଷ୍କର୍ମକୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ।
ପୁରୀ ପୋଲିସ ବାରାକ୍ରେ ଥିବା ଏକ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ତିନି ଦିନ ବିତିଲାଣି। ହେଲେ ପୋଲିସ ଏଯାଏଁ ଘଟଣା...
ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ, ଏଥର ପୌରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ପୁଣି ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏଥର ପାଳି ଦୋଳବେଦୀ ନିକଟରେ ଥିବା ପୌରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟର ପଡ଼ିଛି। ପ୍ରଶାସନ ପକ୍ଷରୁ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦିନ ଦ୍ୱିପ୍ରହର ଧୂପ ସରିବା ପରେ ସେବକମାନେ ମହାପ୍ରଭୁଙ୍କ ଶୃଙ୍ଗାର କରିବେ। ହରିତାଳ, ଶଙ୍ଖ, କସ୍ତୁରୀ, ହିଙ୍ଗୁଳ ଓ କଳାରଙ୍ଗରେ ମହାପ୍ରଭୁଙ୍କୁ...




















