ବାତ୍ୟା ପାଇଁ ୩ ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ, କଲେଜକୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ୩ ଜିଲ୍ଲାର ଜିଲ୍ଲାପାଳ। ଆସନ୍ତା ଶୁକ୍ରବାର ଓ ଶନିବାର ଏହି...
ଗୋପ-କୋଣାର୍କ ରାସ୍ତାରେ ଠିକାଦାରଙ୍କୁ ଗୁଳିମାଡ଼, ଦୁର୍ବୃତ୍ତଙ୍କୁ କାବୁ କରି ଛେଚିଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୁରୀର ଆଇନ ଶୃଙ୍ଖଳା ବ୍ୟବସ୍ଥା। କୋଣାର୍କ ଗୋପ ଛକ ନିକଟରେ ଜଣେ ଠିକାଦାରଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହେବା ବେଳେ ସ୍ଥାନୀୟ...
ଅଁଳା ନବମୀରେ ରାଧା ପାଦ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିପରି ଏକ...
ଆଜି ପବିତ୍ର ଅଁଳା ନବମୀ – ସାକ୍ଷୀ ଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ କଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଅଁଳା ନବମୀ ଅବସରରେ ଆଜି ରାଧା ପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରୁଛନ୍ତି। ଏହାସହା ରାଧ ପାଦ...
କାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ଶ୍ରଦ୍ଧାଳୁ କରିବେ ରାଧାପାଦ ଦର୍ଶନ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ମଙ୍ଗଳବାର ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ...
ଶ୍ରୀମନ୍ଦିରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆସିଲା ମଧ୍ୟବର୍ତ୍ତିକାଳୀନ ରାୟ। ସୁପ୍ରିମ୍କୋର୍ଟର ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇଛି। ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମ୍କୋର୍ଟ।
ଏହି ନିର୍ଦ୍ଦେଶନାମାରେ ଶ୍ରୀମନ୍ଦିର...
୬ ମାସ ପରେ ବି ପୁରୀ ବିପନ୍ନଙ୍କୁ ମିଳିନି ଫନି ସହାୟତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଶତାଧିକ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ସାମୁଦ୍ରିକ ଝଡ଼ ବାତ୍ୟା ଫନି ସହାୟତାକୁ ନେଇ ଏବେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି...
କେନାଲରେ ପଡ଼ିଲା ସ୍କୁଲ ଭ୍ୟାନ – ୧୦ ଛାତ୍ରଛାତ୍ରୀ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ ଗାଁ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ଭାରସାମ୍ୟ ହରାଇ...
ସୁଦର୍ଶନ ପଟ୍ଟନାୟକଙ୍କୁ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର
ଓଡ଼ିଶାଲାଇଭ ବ୍ୟୁରୋ
ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନଭେମ୍ଵର ୧୩ ୧୮ ତାରିଖ ପର୍ଯ୍ୟନ୍ତ ଇଟାଲିରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମାରୋହରେ...
ଡିସେମ୍ଵର ୧୪ରୁ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ’ ଫେଷ୍ଟିଭାଲ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ହେବ 'ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ’ ଫେଷ୍ଟିଭାଲ। ଡିସେମ୍ଵର ୧୪ ତାରିଖରୁ ମାସେ ଧରି ଏହି ଫେଷ୍ଟିଭାଲ ଚାଲିବ। ମେରାଇନ୍ ଡ୍ରାଇଭଠାରୁ ୮ କିଲୋମିଟର ଦୂରରେ ଏହି...





















