ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରେ ଏହି ୫ ଜଣ ଥିଲେ। ତାମିଲନାଡୁରୁ ଏମାନେ ଆସିଥିଲେ। ଏମାନଙ୍କ ଭିତରେ ୨ ଜଣ ମହିଳା ଥିବା ବେଳେ...
ରାଉରକେଲାରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ତାମିଲନାଡୁରୁ ଆସିଲେ ୫୯ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ। ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଏହି ଟ୍ରେନ୍ ଆସିଛି। ତାମିଲନାଡୁର ତିରୁଭଲୁଭାରରୁ ଏହି ଟ୍ରେନଟି ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲା...
ଲକଡାଉନ୍ – ହ୍ୱାଟ୍ସ୍ଆପ୍ରେ ତାଲିକା ପଠାଇଲେ ସୁନ୍ଦରଗଡ଼ରେ ଘରେ ପହଞ୍ଚୁଛି ଗ୍ରୋସରୀ ସାମଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ମ୍ୟୁନିସିପାଲିଟି ଜରିଆରେ ଜିଲ୍ଲା ପ୍ରଶାସନର ପଦକ୍ଷେପ
ଘରେ ଘରେ ପହଞ୍ଚୁଛି ରାସନ ସାମଗ୍ରୀ
ତିନି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ବ
ସୁନ୍ଦରଗଡ଼ ରେଡକ୍ରସ୍ ପକ୍ଷରୁ ଆର୍ଥିକ...
ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲାର। ବର୍ତ୍ତମାନ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ...
ସୁନ୍ଦରଗଡ଼ ଜିଲ୍ଲାରେ ଡାକ୍ତରଙ୍କ ନିଯୁକ୍ତି: ମେ ୮ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ ୮ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡିଷ୍ଟ୍ରିକ୍ଟ ମିନେରାଲ...
ରାଉରକେଲାରେ ଆଉ ଜଣେ ପଜିଟିଭ୍, ଆକ୍ରାନ୍ତ ସଂଖ୍ୟା ୧୬୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଉରକେଲା ନାଲା ରୋଡରେ ଚିହ୍ନଟ ହେଲେ ଆଉ ଜଣେ ପଜଟିଭ୍। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୧ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ମଧ୍ୟ କରୋନା ପଜିଟିଭ୍ ସଂଖ୍ୟା ୧୬୩କୁ...
ରାଉରକେଲା – କଣ୍ଟେନମେଣ୍ଟ ଅଞ୍ଚଳରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଜୋରଦାର...
ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଡାକ୍ତର ନିଯୁକ୍ତି – ଜାଣନ୍ତୁ, କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ' ୮ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡିଷ୍ଟ୍ରିକ୍ଟ ମିନେରାଲ...
ରାଉରକେଲା ନାଲା ରୋଡ୍ କଣ୍ଟେନମେଣ୍ଟ୍ ଜୋନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଉରକେଲା ନାଲାରୋଡକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କଲା ରାଉରକେଲା ପୌର ନିଗମ। ସେହି ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ପୌର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ରାଉରକେଲାର...
ସ୍ମାଇଲ ଫରଏଭର ସଙ୍ଗଠନ ତରଫରୁ ରାଉରକେଲାରେ ଟେଲି ମେଡିସିନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଆରମ୍ଭେ ହେଲା ଟେଲି ମେଡିସିନ ସେବା। ସ୍ମାଇଲ ଫରଏଭର ସାମାଜିକ ସଙ୍ଗଠନ ତରଫରୁ ଲୋକଙ୍କୁ ଟେଲିଫୋନ ଯୋଗେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନେକ ଲୋକେ ବିଭିନ୍ନ ରୋଗରେ...





















