ଚିଲିକାରୁ ସ୍ଥାନାନ୍ତର ହେବ ମାଲେସିଆ ଜାହାଜ

ଓଡ଼ିଶାଲାଇଭ ବ୍ୟୁରୋ ଖୁବଶୀଘ୍ର ଚିଲିକାରେ ଲାଗିଥିବା ମାଲେସିଆ ଜାହାଜକୁ ସ୍ଥାନାନ୍ତର କରାଯିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ସ୍ଥାନାନ୍ତର ବେଳେ ଯେମିତି ଜହାଜରୁ ତେଲ ନିର୍ଗତ ନହୁଏ ସେନେଇ...

ଚିଦାମ୍ବରମ ଫସିଥିବା ଆଇଏନ୍‌ଏକ୍ସ ମିଡିଆ ମାମଲା କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି ଚିଦାମ୍ବରମ ଗିରଫ ହୋଇଛନ୍ତି। ଜାଣନ୍ତୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଫସିଥିବା ଏହି ମାମଲାଟି କ’ଣ। ୨୦୦୭ରେ ଯେତେବେଳେ ପି ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିଲେ ସେତେବେଳେ...

ଆଜିଠୁ ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ

ଓଡ଼ିଶାଲାଇଭ ବ୍ୟୁରୋ ଟି-୨୦ ଓ ଦିନିକିଆ ସିରିଜ ପରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ଓ ଟି-୨୦ର ସଫଳତା ପରେ ଭାରତୀୟ ଦଳ ଟେଷ୍ଟ...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଦିନ କାହିଁକି ପାଳିତ ହୁଏ ନନ୍ଦ ଉତ୍ସବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ସମସ୍ତେ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଲୀଲାଖେଳା ବିଷୟରେ ହେଲେ ଆପଣ ଜାଣିଛନ୍ତି କି ଜନ୍ମାଷ୍ଟମୀ ପରଦିନ ନନ୍ଦ ଉତ୍ସବ କାହିଁକି ପାଳନ କରାଯାଏ? ହିନ୍ଦୁ ସଂସ୍କୃତିରେ ଭଗବାନ ଶ୍ରୀକୃଷ୍ଣଙ୍କ...

ମୁଖ୍ୟମନ୍ତ୍ରୀଙ୍କ ଢାଞ୍ଚା ଆପଣେଇଲେ ସ୍ୱାସ୍ଥ୍ୟମନ୍ତ୍ରୀ: ଏଣିକି ଫୋନ୍‌ରେ ଶୁଣିବେ ରୋଗୀଙ୍କ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟ ବିଭାଗର ନୂଆ ନିଷ୍ପତ୍ତି। ଏଣିକି ଫୋନ୍‌ରେ ରୋଗୀଙ୍କ ଅଭିଯୋଗ ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ। ଏନେଇ ସିଡିଏମ୍‌ଓ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରୋଗୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ...

ଏଣିକି ସବୁ କଲେଜରୁ ଅଲଗା ହେବ +୨ ଓ +୩

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ରାଜ୍ୟର ସମସ୍ତ କଲେଜରୁ +୨ ଓ +୩କୁ ଅଲଗା କରାଯିବ। ଆଜି ସଚିବାଳୟରେ ଶିକ୍ଷାବିଭାଗର ଏକ ମିଳିତି ବୈଠକରେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ହେବା ପରେ...

ଚିଦାମ୍ବରମଙ୍କୁ ଗିରଫ କରି ଅସଲ କଥାରୁ ନଜର ହଟାଉଛନ୍ତି ମୋଦୀ ସରକାର – କଂଗ୍ରେସ

ଓଡ଼ିଶାଲାଇଭ ବ୍ୟୁରୋ ଏବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏହା ଉପରୁ ଲୋକଙ୍କ ନଜର ହଟାଇବା ପାଇଁ ମୋଦୀ ସରକାର ଚିଦାମ୍ବରଙ୍କୁ ଗିରଫ କରାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଇଏନ୍‌ଏକ୍ସ ମିଡ଼ିଆ ଦୁର୍ନୀତି...

ଲଗାଣ ବର୍ଷା ଆଣିଲା ମାଲକାନଗିରିରେ ବନ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ମାଲକାନଗିରିରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଜିଲ୍ଲା। ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନର...

ପିଆଜ ବଜାରରେ ମହଙ୍ଗା ମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ି ଚାଲିଛି ପିଆଜ ଦର। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ପାଇଁ ଓଡ଼ିଶାରେ ଆଳୁ ଓ ପିଆଜର ଦର ବୃଦ୍ଧି ଘଟିଛି। ପିଆଜ ଦର ୩୫ ଟଙ୍କା ଛୁଇଁଥିବା...

ସିବିଆଇ ସ୍ପେଶାଲ କୋର୍ଟରେ ହାଜର ହେବେ ଚିଦାମ୍ବରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ କୋର୍ଟରେ ହାଜର ହେବେ ପି ଚଦାମ୍ବରମ ୧୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିପାରେ ସିବିଆଇ ଚିଦାମ୍ବରମଙ୍କ ପୁଅ କାର୍ତ୍ତୀଙ୍କୁ ବି ପଚରାଉଚରା କରାଯିବ ଆଇଏନ୍‌ଏକ୍ସ ମିଡିଆରେ ମାମଲାରେ...