ସେବାଶ୍ରମରେ ଯୌନଶୋଷଣ! ଶିଶୁମଙ୍ଗଳ କମିଟି ଓ ସୁରକ୍ଷା ଅଧିକାରୀଙ୍କ ଛାନଭିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେବାଶ୍ରମରେ ଯୌନଶୋଷଣ ଅଭିଯୋଗ। ଏଭଳି ଘଟଣା ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ଆଶ୍ରୟ ଗୃହରେ ଘଟିଛି। ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡିମସ୍ ସେଣ୍ଟର’ରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବାର ସାଂଘାତିକ ଅଭିଯୋଗ ଆସିଛି। ଘଟଣା...

ଉପଭୋକ୍ତାଙ୍କ ପାଇଁ ଖୁସି ଖବର – ଏଲପିଜି ସିଲିଣ୍ଡର ହେଲା ଶସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରୋଷେଇ ଗ୍ୟାସ୍ ସିଲିଣ୍ଡର ଦରରେ ବହୁତ ବଡ଼ ହ୍ରାସ ହୋଇଛି। ଦେଶର ସବୁଠୁ ବଡ଼ ତୈଳ କମ୍ପାନି ଇଣ୍ଡିଆନ ଅଏଲ ଅଣ ସବ୍‌ସିଡି ବିଶିଷ୍ଟ ଏଲପିଜି...

ବିଜୟ ମହାପାତ୍ରଙ୍କ ଇସ୍ତଫାକୁ ସ୍ୱାଗତ କଲା କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ଇସ୍ତଫାକୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ବାଣ ଫୁଟାଇ ସ୍ୱାଗତ କରିଛି। ବିଜୟ ଇସ୍ତଫା ଦେବା ପରେ ଦଳ ବନ୍ଧନ ମୁକ୍ତ...

ନବୀନ ଓ ବିଜୟ – କେବେ ଶତ୍ରୁ କେବେ ମିତ୍ର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ        [youtube https://www.youtube.com/watch?v=TOMbxAi8dwQ] ରାଜନୀତିରେ କେତେବେଳେ ମିତ୍ର ଶତ୍ରୁ ପାଲଟିଯାନ୍ତି ତ ଶତ୍ରୁ ମିତ୍ର। ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ର ଏକ ଆଚମ୍ବିତ ନାମ। ତାଙ୍କୁ ଆପଣ ଜଣେ ସଫଳ...

ଅସିତ ତ୍ରିପାଠୀ ହେଲେ ଉନ୍ନୟନ କମିଶନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ନୂଆ ଉନ୍ନୟନ କମିଶନର ଭାବେ ଅସିତ ତ୍ରିପାଠୀଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ ବାଲାକ୍ରିଷ୍ଣନ ଶୁକ୍ରବାର ଅବସର ନେବା ପରେ ଅସିତଙ୍କୁ ଏହି ଦାୟତ୍ୱ ମିଳିଛି। ଏହାସହ ଶ୍ରୀ ତ୍ରିପାଠୀ...

ନିଜ ବୟସଠୁ କମ୍ ବୟସର ପୁଅ ସହ ଡେଟ୍ କରୁଥିବା ବଲିଉଡ୍ ଅଭିନେତ୍ରୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କେବଳ ପ୍ରିୟଙ୍କା ନୁହଁନ୍ତି ଏମିତି ଆହୁରି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯିଏ, ତାଙ୍କଠାରୁ କମ୍ ବୟସର ପୁଅ ସହ ଡେଟ୍ କରୁଛନ୍ତି। ପ୍ରେମରେ ବୟସର କୌଣସି ସୀମା ନଥାଏ। ଏମତି...

ମହମ୍ମଦ ଆଝାରୁଦ୍ଦିନ୍‌ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ। ମହମ୍ମଦ ଆଝାରୁଦ୍ଦିନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତେଲେଙ୍ଗାନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ୨୦୧୪...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ – ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଦାଖଲ କଲେ କମିଶନ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଶୁକ୍ରବାର ରିପୋର୍ଟ ଦାଖଲ କରିଛନ୍ତି ତଦନ୍ତ କମିଶନ।...

ଦିଲ୍ଲୀରେ ଚାଷୀ ସମାବେଶ – ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀ ସମାବେଶରେ ସାମିଲ ହେଲେ ରାହୁଲ ଗାନ୍ଧି, କହିଲେ କୃଷକଙ୍କ ସ୍ଵରକୁ କେହି ଦବାଇ ପାରିବେନି। “ମୋଦିଙ୍କୁ କୃଷକଙ୍କ ଋଣ ଛାଡ଼ କରିବାକୁ ପଡ଼ିବ। କୃଷକ ଉପହାର ନୁହେଁ ତାଙ୍କ ଅଧିକାର ମାଗୁଛନ୍ତି।...

ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୁସ୍ତକ ଉନ୍ମୋଚନ ବିବାଦକୁ ନେଇ ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ଦେଲେ ନୋଟିସ୍। ବିବାଦଘେରରେ ଯୋଗଗୁରୁ ରାମଦେବ। ରାମଦେବଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ କାହିଁକି ଉନ୍ମୋଚନ ହେବନାହିଁ, ଏହାର ଉତ୍ତର ରଖିବାକୁ ଦେଶର...