ବାଲ୍ୟ ବିବାହ ରୋକିବାକୁ ମୟୂରଭଞ୍ଜ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ମୟୂରଭଞ୍ଜରେ ବାଲ୍ୟ ବିବାହ ପରି କୁସଂସ୍କାରକୁ ଆମ ସମାଜରୁ ରୋକିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବାଲ୍ୟ ବିବାହ ପରି କୁସଂସ୍କାରକୁ...

ଗଞ୍ଜେଇ ଚାଷ ବିରୋଧରେ ଲାଗିଲା ମାଓ ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜେଇ ଚାଷକୁ ବିରୋଧ କରି ପୋଷ୍ଟର ମାରିଲେ ମାଓବାଦୀ। ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସସି-୧୦ ଛକ ଓ ଆରଏସସି-୬ ସ୍କୁଲ କାନ୍ଥରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଗଞ୍ଜେଇ...

ଓଆରଏଚଡିସି ଦୁର୍ନୀତି ମାମଲା – ଆଇଏଏସ୍ ବିନୋଦ କୁମାରଙ୍କୁ ସର୍ତ୍ତମୂଳକ ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ସୋମବାର ଜାମିନ ମିଳିଛି। ତାଙ୍କ ସହ ଅନ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ହାଇକୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି। ଓଆରଏଚଡିସି ଦୁର୍ନୀତି ମାମଲାରେ...

ବୋଲବମ୍ ଯାତ୍ରା ହେଲା ଶେଷ ଯାତ୍ରା – ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ ଜଣ କାଉଡ଼ିଆ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ବୋଲବମ୍ ଯାତ୍ରା ହେଲା ଶେଷ ଯାତ୍ରା। ପାନପୋଷ ବ୍ରାହ୍ମଣୀ ନଦୀ ଉପରେ ଥିବା ଟ୍ରେନ ଲାଇନରେ ଚାରି ଜଣ କାଉଡିଆଙ୍କ...

ସ୍ୱାଭିମାନ ଅଞ୍ଚଳରେ ହଳଦି ଚାଷ – ସରକାରୀ ପ୍ରୋତ୍ସାହନ ମିଳିଲେ ଦ୍ୱିତୀୟ କନ୍ଧମାଳ ସମ୍ଭାବନା

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ହଳଦି ଚାଷ। ଆଦିବାସୀ ମହିଳାମାନେ ଏବେ ପାହାଡ଼ ଉପରେ ହଳଦି ଚାଷ କରିବାରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ଯାହା କି ଏବେ ସ୍ୱାଭିମାନ...

ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ଖେଳାଳିଙ୍କୁ ଶୁଭେଚ୍ଛା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଚଳିତ ମାସ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଚାରି ଓଡ଼ିଆ ତାରକାଙ୍କୁ ରବିବାର ମିଳିଛି...

ସୋମନାଥ ଚାଟାର୍ଜୀ – ହିନ୍ଦୁବାଦୀ ବାପାଙ୍କ କମ୍ୟୁନିଷ୍ଟ ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସୋମବାରଦିନ ୮୯ବର୍ଷ ବୟସରେ ପରଲୋକ ଘଟିଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଭିତରେ ଗୋଟିଏ ହେଉଛି ଲୋକସଭାର ବାଚସ୍ପତି ପଦ। ଏହି ପଦର ମର୍ଯ୍ୟାଦା ବଢାଇଥିବା...

ବସ୍ ମାଲିସ ସଂଘ ମଧ୍ୟରେ ବିବାଦ – ମାଲକାନଗିରିରେ ଘରୋଇ ବସ୍ ଚଳାଚଳ ଠପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରିରେ ଘରୋଇ ବସ୍ ଚଳାଚଳ ଠପ୍। ବସ୍ ମାଲିସ ସଂଘ ମଧ୍ୟରେ ବିବାଦରେ ପେଶି ହେଉଛନ୍ତି ଯାତ୍ରୀ। ମାଲକାନଗିରି ଜିଲ୍ଲା ଘରୋଇ ବସ୍ ଚଳାଚଳ ଗୋଟିଏ ପ୍ରକାର ଠପ୍ ହୋଇଯାଇଛି। ଏହାର କାରଣ...

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ। ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋଲ୍‌କାତାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ...

ରେଡିଓ ବିକୁଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଲାଗି ପଦାର୍ପଣ କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିଛି। ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସୁପୁତ୍ର ଅର୍ଜୁନ...