ଜଳୁଛି ଓଡ଼ିଶା: ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଡହ ଡହ ଖରାରେ ଜଳୁଛି ଓଡ଼ିଶା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ ପାଇଁ ନୟାନ୍ତ ହେଲେଣି ରାଜ୍ୟବାସୀ। ଆହୁରି ୫ ଦିନ ଯାଏଁ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ...

ଉତ୍ତପ୍ତ ଖରାରେ ଜଳୁଛି ଓଡ଼ିଶା, ଗୁଳୁଗୁଳିରେ ଛଟପଟ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଶନିବାର ଦିନ ଗ୍ରୀଷ୍ମ ପ୍ରକୋପ ନୟାନ୍ତ କରୁଛି ଲୋକଙ୍କୁ। ଦିନ ୧୧ଟା ୩୦...

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର-ପୂର୍ବ ବଙ୍ଗୋପସାଗରର ମିଆଁମାର ଉପକୂଳରେ ଶୁକ୍ରବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଘନୀଭୂତ ହେବାପରେ...

କେରଳ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ପହଞ୍ଚିବାରେ ହେବ ବିଳମ୍ବ !

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ କେରଳ ଉପକୂଳରେ ପହଞ୍ଚିଛି। ଚଳିତବର୍ଷ ପ୍ରାୟ ସପ୍ତାହେ ବିଳମ୍ବରେ ମୌସୁମୀ ବାୟୁ କେରଳ ଛୁଇଁଛି। ଏବେ ଏହା ଓଡ଼ିଶା ପହଞ୍ଚିବାରେ ମଧ୍ୟ ବିଳମ୍ବ ହେବାର...

ଜଳୁଛି ସାରା ଓଡ଼ିଶା: ଦିନ ୧୦ଟାରୁ ରାଜଧାନୀରେ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ୧୦ଟାରୁ ରାଜଧାନୀ ଭୁବନେଶ୍ଵରରେ ନିଆଁ ବର୍ଷା ହେଉଛି। ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ମଙ୍ଗଳବାର...

ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଉପକୂଳ ଛୁଇଁବ। ଏବେ ମୌସୁମୀ ବାୟୁ ଆରବ ସାଗର ଉପରେ ରହିଥିବାବେଳେ କେରଳ ଉପକୂଳରେ ଏଥିପାଇଁ ପାଗ ଅନୁକୂଳ ରହିଛି।...

ବିଶ୍ଵ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ନିର୍ବାଚିତ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ଵ ପାଣିପାଗ ସଂଗଠନର (ଡବ୍ଲୁଏମଓ) ତୃତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜେନିଭା ସ୍ଥିତ ଡବ୍ଲୁଏମଓର ମୁଖ୍ୟାଳୟରେ ସଂଗଠନର ବିଭିନ୍ନ...

ଜଳୁଛି ଓଡ଼ିଶା: ତତଲା ସହର ପାଲଟିଛି ସମ୍ବଲପୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଅହସ୍ୟ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଶୁକ୍ରବାର ଦିନ ରାଜ୍ୟର ତତଲା ସହର ପାଲଟିଛି ସମ୍ବଲପୁର। ଦିନ ୧୧ଟା ୩୦ ସୁଦ୍ଧା ଏଠାରେ ୪୧ ଡିଗ୍ରୀ ତାପମାତ୍ରା...

ତାତିରୁ ମିଳିବ ମୁକ୍ତି: ଜୁନ ୬ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ତାତିରୁ ମିଳିବ ରାଜ୍ୟବାସୀଙ୍କୁ ମୁକ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ...

ଅସହ୍ୟ ତାତିରୁ ନିସ୍ତାର ନାହିଁ, ସମ୍ବଲପୁର ପାଲଟିଛି ଉତ୍ତପ୍ତ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ କଲବଲ କରୁଛି ଖରା। ଅସହ୍ୟ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମୁକ୍ତି ମିଳୁନି। ବୁଧବାର ଦିନ ୧ଟା ସୁଦ୍ଧା ରାଜ୍ୟର ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ସମ୍ବଲପୁର...