ଭୋଡାଫୋନ୍ ଅଫର୍ – ୧୨୯ ଟଙ୍କାର ରିଚାର୍ଜରେ ଅନଲିମିଟେଡ୍ କଲ୍ ସହ ଇଣ୍ଟରନେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଆସିଛି ଧମାକାଦାର ଅଫର୍। ଏଣିକି ସେମାନେ ୧୨୯ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ କଲ୍ ସହିତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଭୋଡାଫୋନର ଏହି ନୂଆ ରିଚାର୍ଜ ପ୍ଲାନରେ ଗ୍ରାହକମାନେ...

ସାଓମୀ ଆଣିଲା ନୂଆ ସ୍ମାର୍ଟଫୋନ୍ Redme 8A Dual, ମିଳିବ ୫୦୦୦mAhର ଦମଦାର ବ୍ୟାଟେରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଓମୀ ଆଣିଛି ନୂଆ ସ୍ମାର୍ଟଫୋନ୍ Redme 8A Dual। ଗ୍ରାହକମାନେ ମାତ୍ର ୬,୪୯୯ ଟଙ୍କା ଦେଇ ଏହି ଦମଦାର ଫୋନକୁ କିଣିପାରିବେ। କମ୍ପାନି ଦୁଇଟି ମଡେଲରେ ଏହାକୁ ଲଞ୍ଚ୍ କରିଛି। ପ୍ରଥମ ମଡେଲରେ...

ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ବଢ଼ିଲା ୧୪୫ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ଦର। ଅଣ ସବସିଡି ଗ୍ୟାସ୍‌ ସିଲିଣ୍ଡର ଦର ପିଛା ୧୪୫ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କା...

ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ୍ – ୧୪୯ ଟଙ୍କାରେ ଅନଲିମିଟେଡ୍ କଲ୍, ୨ ଜିବି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଏୟାରଟେଲ୍ ସିମ୍ ବ୍ୟବହାର କରୁଥିବା ଗ୍ରାହକମାନେ ୧୪୯ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ...

ଓପ୍ପୋ ଲଞ୍ଚ୍ କଲା ନୂଆ ସ୍ମାର୍ଟ ଫୋନ୍ F15 – ଜାଣନ୍ତୁ କ’ଣ ରହିଛି ଫିଚର୍

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟ ଫୋନ୍ ମୋବାଇଲ୍ କମ୍ପାନି ଓପ୍ପୋ ତା’ର F15 ମଡେଲକୁ ଲଞ୍ଚ୍ କରିଛି। F11 Pro ଓ f9 Proର ଅପଗ୍ରେଡ୍ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିଛି। ଗ୍ରାହକମାନେ...

ଆସୁଛି ଓଡ଼ିଶାର ସବୁଠୁ ବଡ଼ ବଜେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଥିକ ମାନ୍ଦା ଅବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅଂଶରେ ହ୍ରାସ ସତ୍ତ୍ୱେ ଓଡ଼ିଶା ସରକାର ଏକ ବଡ଼ ବଜେଟ ଆଣିବା ପାଇଁ ଯାଉଛନ୍ତି। ଆଗରୁ ଏତେ ବଡ଼ ବଜେଟ...

ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟ୍‌କୁ ଅନୁମୋଦନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଫେବ୍ରୁଆରି ୧୮ରେ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ମନ୍ତ୍ରୀପରିଷଦ ବୈଠକରେ ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟ୍‌କୁ ଶୁକ୍ରବାର...

WhatsApp Payକୁ ମିଳିଲା ସବୁଜ ସଙ୍କେତ, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି ‘ହ୍ୱାଟ୍ସଆପ୍ ପେ’। ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାକୁ ସବୁଜ ସଙ୍କେତ ଦେବା ପରେ ଏନେଇ ଜୋରସୋରରେ କାମ ଆଗେଇ ଚାଲିଛି। ଏହି...

ଶସ୍ତା ହେଲା ସାମସଙ୍ଗ A50s ମୋବାଇଲ୍ ଫୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସାମସଙ୍ଗ ତା’ର A50s ମୋବାଇଲ୍ ଫୋନକୁ ଅଢ଼େଇ ହଜାର ଟଙ୍କା ଶସ୍ତା କରିଦେଇଛି। ଏଣିକି ପୂର୍ବାପେକ୍ଷା ଲୋକମାନେ ଶସ୍ତାରେ ଏହି ଫୋନକୁ କିଣିପାରିବେ। ସାମସଙ୍ଗ A50s ମୋବାଇଲ୍ ଫୋନର ୪ଜିବି RAM ଫୋନକୁ...

୮୮ ବର୍ଷ ପରେ ଟାଟା ପାଖକୁ ଫେରିବ ଏୟାର ଇଣ୍ଡିଆ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୮୮ ବର୍ଷ ତଳେ ଜେଆରଡି ଟାଟା ଯେଉଁ ଏୟାର ଲାଇନ୍ସର ମୂଳଦୁଆ ପକାଇଥିଲେ ତାହା ଆଜି ପୁଣି ତାଙ୍କ କମ୍ପାନି ପାଖକୁ ଫେରି ଆସିବା ଜଳଜଳ ଦେଖାଯାଉଛି। ଆର୍ଥିକ ସଙ୍କଟ...