Nokiaର ଏହି ସ୍ମାର୍ଟଫୋନ ଏବେ ମାତ୍ର ୫,୯୯୯ ଟଙ୍କାରେ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ନିକଟରେ ଭାରତରେ Nokia 2.2 ଏବଂ Nokia 3.2 ନାମରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। କମ୍ପାନି Nokia 2.2 ସ୍ମାର୍ଟଫୋନ୍‌ର ଦାମ୍‌ ଉପରେ...

ଭାରତ ଆସିବେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତ ଆସିବେ। ଆସନ୍ତା ବର୍ଷ ଜାନୁଆରି ମାସରେ ତାଙ୍କର ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜିଓ ବି ବଢ଼ାଇବ ମୋବାଇଲ କଲ୍‌ ରେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍‌-ଆଇଡିଆ ଓ ଏୟାରଟେଲ ମୋବାଇଲ କଲ୍‌ ରେଟ୍‌ ଆସନ୍ତା ଡିସେମ୍ବର ପହିଲାରୁ ବୃଦ୍ଧି ହେବା ନେଇ ଘୋଷଣା ହେବାର ପରଦିନ ରିଲାଏନ୍ସ ଜିଓ ମଧ୍ୟ ମୋବାଇଲ୍‌ ଶୁଳ୍କ ବୃଦ୍ଧି କରିବ ବୋଲି...

ଭୋଡାଫୋନର ନୂଆ ଅଫର୍ – ୯ ଟଙ୍କାରେ ଅନଲିମିଟେଡ୍ କଲ୍ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ତା’ର ଗ୍ରାହକମାନଙ୍କ ପାଇଁ ନୂଆ ପ୍ଲାନର ଅଫର ଆଣିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ମାତ୍ର ୯ ଟଙ୍କାରେ ଅନ୍‌ଲିମିଟେଡ୍ କଲ୍‌ର ଲାଭ ଉଠାଇପାରିବେ। ଗ୍ରାହକମାନେ ମାତ୍ର ୯ ଟଙ୍କାରେ ଗୋଟିଏ...

ଡିସେମ୍ବର ୧ରୁ ବଢ଼ିବ ମୋବାଇଲ୍ କଲ୍ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୧ରୁ ଦେଶରେ ମୋବାଇଲ୍ କଲ୍ ଶୁଳ୍କ ମହଙ୍ଗା ହେବ। ଟେଲିକମ୍ ଜଗତରେ ଦେଖାଦେଇଥିବା ଆର୍ଥିକ ସମସ୍ୟା କାରଣରୁ ଭୋଡାଫୋନ୍-ଆଇଡିଆ ଓ ଏୟାରଟେଲ୍ କମ୍ପାନି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି କମ୍ପାନି ତା’ର...

ଏମ୍‌ସିଏଲ୍‌ର ସିଏସ୍‌ଆର୍‌ ପୁସ୍ତିକା ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ର (ଏମ୍‌ସିଏଲ୍‌) ସିଏସ୍‌ଆର୍‌ ପୁସ୍ତିକା କମ୍ପାନିର ସିଏମ୍‌ଡି ବି ଏନ୍‌ ଶୁକ୍ଲାଙ୍କ ହାତରେ ଉନ୍ମୋଚିତ। ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ‘ଏନ୍‌ରିଚିଂ ଲାଇଭ୍‌ସ, ଇମ୍‌ପ୍ୟାକ୍‌ଟିଂ କମ୍ୟୁନିଟିଜ୍‌’...

BSNLର ନୂଆ ପ୍ଲାନ୍ – ଏଣିକି ଦିନକୁ ମିଳିବ ୩ ଜିବି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ଦିନକୁ ୩ଜିବି ଡାଟା ପାଇପାରିବେ। ନଭେମ୍ବର ୧୦...

ଶକ୍ତ ହେଲା ଜିଏସ୍‌ଟି ଆଇନ – ଟ୍ୟାକ୍ସ ଦିଅ ନହେଲେ ରଦ୍ଦ ହେବ ରେଜିଷ୍ଟ୍ରେସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଲଗାତାର ଭାବେ ୬ଥର କିମ୍ବା ୬ରୁ ଅଧିକ ଥର ଜିଏସ୍‌ଟି ନ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ଉକ୍ତ ବ୍ୟକ୍ତି...

ନଭେମ୍ବର ୩୦ରୁ ବନ୍ଦ ହେବ ଏଲ୍ଆଇସିର ଅନେକ ପଲିସି, ଆସୁଛି ନୂଆ ପ୍ଲାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ...

ଆସିଲା Mi Super Sale – ୪,୯୯୯ ଟଙ୍କାରେ ପାଆନ୍ତୁ ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଏବେ ଚାଲିଛି ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମିର Mi Super Sale। ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଥିବା ଏହି ସେଲ୍‌କୁ ବର୍ତ୍ତମାନ ୧୮ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ସେଲ୍‌...