ପୁଣି ବିଲ୍‌ ଗେଟ୍‌ସ ହେଲେ ବିଶ୍ୱର ଶ୍ରେଷ୍ଠ ଧନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆର ଶ୍ରେଷ୍ଠ ସଫ୍ଟୱେର୍‌ କମ୍ପାନି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ପ୍ରାୟ ଦୁଇ ବର୍ଷ ପରେ ବିଲ୍‌ ଗେଟ୍‌ସ ଆମାଜନର...

ବିକ୍ରି ହେବ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିକ୍ରି ହେବ ଏୟାରଲାଇନ୍ସ କମ୍ପାନି ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ। କରଜରେ ବୁଡ଼ି ରହିଥିବା ସରକାରଙ୍କ ଏହି ଦୁଇଟି କମ୍ପାନି ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ବିକ୍ରି କରାଯିବ।...

ମୋଦୀ ସରକାର ଆଣିବେ ନୂଆ ଯୋଜନା, ଗୋଟିଏ ଦିନରେ ମିଳିବ ସମସ୍ତଙ୍କୁ ଦରମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଗୋଟିଏ ଦିନରେ ମିଳିପାରେ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଦରମା। ଏନେଇ ମୋଦୀ ସରକାର ଆଣୁଛନ୍ତି ନୂଆ ଯୋଜନା। ‘ଓ୍ଵାନ୍‌ ନେସନ, ଓ୍ଵାନ୍‌ ପେ ଡେ’ ବ୍ୟବସ୍ଥା ମାଧ୍ୟମରେ...

ନଭେମ୍ବର ୧୮ରେ Realme X2 Pro ସ୍ମାର୍ଟଫୋନର ବ୍ଲାଇଣ୍ଡ୍‌ ଅର୍ଡର ସେଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬୪ ମେଗାପିକ୍ସେଲ କ୍ୟାମେରା ଏବଂ ୧୨ ଜିବି ପର୍ଯ୍ୟନ୍ତ ରାମ୍‌ ଥିବା Realme X2 Pro ସ୍ମାର୍ଟଫୋନ ଆସନ୍ତା ନଭେମ୍ବର ୨୦ରେ ଭାରତରେ ଲଞ୍ଚ୍‌ ହେବ। ତେବେ ଲଞ୍ଚ୍‌ ପୂର୍ବରୁ କମ୍ପାନି...

ୱିକିପିଡିଆର ସହ ପ୍ରତିଷ୍ଠାତା ଆରମ୍ଭ କଲେ ନୂଆ ସୋସିଆଲ ନେଟ୍‌ୱର୍କ ସାଇଟ୍‌ – ଫେସ୍‌ବୁକ୍‌କୁ ଦେବ ଟକ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍‌ଲାଇନ୍‌ରେ ଜ୍ଞାନର ଭଣ୍ଡାର କୁହାଯାଉଥିବା 'ୱିକିପିଡିଆ' ୱେବ୍‌ସାଇଟ୍‌ର ସହ ପ୍ରତିଷ୍ଠାତା ଜିମି ୱେଲ୍‌ସ ଏକ ସୋସିଆଲ ମିଡିଆ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିଛନ୍ତି। ଏହାର ନାଁ ହେଉଛି WT:Scocial। ଶୁଣିବାକୁ ମିଳୁଛି,...

ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଛନ୍ତି କି? ରହନ୍ତୁ ସାବଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ପ୍ରାୟ ଲୋକେ ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଛନ୍ତି, କାରଣ ଅନ୍‌ଲାଇନ୍‌ ଜରିଆରେ ଖୁବ୍‌ କମ୍‌ ସମୟରେ ଟଙ୍କା ନେଣଦେଣ ହୋଇପାରୁଛି। ଫଳରେ ବାରମ୍ବାର ବାରମ୍ବାର ବ୍ୟାଙ୍କ ବି ଯିବାକୁ ପଡ଼ୁନାହିଁ। ଏପଟେ ଅନ୍‌ଲାଇନ୍‌...

ଏଣିକି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଓ ଆଧାର କାର୍ଡରେ ଠିକଣା ବଦଳାଇବା ହେଲା ସହଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ବେଳେ ଠିକଣାକୁ ନେଇ ଅନେକ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେହିପରି ଆଧାର କାର୍ଡରେ ଠିକଣା ବଦଳାଇବା ପାଇଁ ମଧ୍ୟ ଲୋକଙ୍କୁ ବିଭିନ୍ନ ଅସୁବିଧା ହୋଇଥାଏ।...

ନଭେମ୍ବର ୨୨ରେ ଲଞ୍ଚ୍‌ ହେବ Vivo U20, ମିଳିବ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଭୋ କମ୍ପାନି ଏହାର Vivo U10 ସ୍ମାର୍ଟଫୋନର ଅପ୍‌ଗ୍ରେଡେଡ୍‌ ଭର୍ସନକୁ ଚଳିତ ନଭେମ୍ବର ମାସରେ ଭାରତରେ ଲଞ୍ଚ୍‌ କରିବ। ଏହି ସ୍ମାର୍ଟଫୋନର ନାଁ ରହିଛି Vivo U20। ଆସନ୍ତା ନଭେମ୍ବର ୨୨ରେ...

ଓଡ଼ିଶା ବଜାରକୁ ଆସିଲା – କେମିକାଲ ଫ୍ରି ‘ହିପି’ ମକ୍‌ଟେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ମକଟେଲ ବା ଥଣ୍ଡା ପାନୀୟ ପିଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି। କାରଣ ଏହା ବିଭିନ୍ନ ଫଳର ଫ୍ଲେବରଯୁକ୍ତ ଥଣ୍ଡା ପାନୀୟ, ଯେଉଁଥିରେ ଆଲକହଲ ନଥାଏ।  ଯଦି ଆପଣ...

Xiaomiର ଏହି ସ୍ମାର୍ଟଫୋନ ଉପରେ ମିଳୁଛି ୪୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଏବେ ଚାଲିଛି ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମିର Mi Super Sale। ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଥିବା ଏହି ସେଲ୍‌କୁ ବର୍ତ୍ତମାନ ୧୮ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି।...