ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଆରମ୍ଭ ଓଡ଼ିଶାରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ସରକାରଙ୍କ ସାମନାରେ ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଦେଖା ଦେଇଥିବା ସମସ୍ୟା ଏବେ ଦୂର ହୋଇଛି। ଧାରଣାରେ...

ବିଧାନସଭାରେ ଶାସକ-ବିରୋଧୀଙ୍କ ହୋହାଲ୍ଲା: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ଆରମ୍ଭରୁ ଚାଲି ପାରିଲାନି ବିଧାନସଭା ଗୃହ କାର୍ଯ୍ୟ। ବିଭିନ୍ନ ପ୍ରସଂଗରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସହ ଶାସକ ବିଜେଡି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ଣ ୪ଟା...

ଓଡ଼ିଶାରେ ସୁନା ପଥର ଖଣିର ସନ୍ଧାନ ମିଳିଛି – ଇସ୍ପାତ ଓ ଖଣି ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ କହିଛନ୍ତି କେନ୍ଦୁଝର,...

ଓଡ଼ିଶାରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ତାତି, ୪୧ ଡିଗ୍ରୀ ପାର କରିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ୁଛି। ଫେବ୍ରୁଆରି ମାସରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ୪୧...

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଫେବ୍ରୁଆରି ୨୮ତାରିଖରେ ପଦରୁ ଅବସର...

ନୂଆ ରୂପ ନେଉଛି ବିଜୁ ବାବୁଙ୍କ ‘ଡାକୋଟା’

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ...

ଓଡ଼ିଶାରେ ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ, ୟୁନେସ୍କୋ ଏବଂ କିସ୍ ମଧ୍ୟରେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୟୁନେସ୍କୋର ତରଫରୁ କରାଯାଉଛି ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ। ଖୁବଶୀଘ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। ଏଥିଲାଗି ୟୁନେସ୍କୋ, ରାଜ୍ୟ କ୍ରୀଡ଼ା...

ଓଡ଼ିଶା ବଜେଟ ୨୦୨୩-୨୪: ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମିଳିବ ସ୍କୁଟର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ବଜେଟ ୨୦୨୩-୨୪ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଆସୁଥିବା ରାଜ୍ୟ ସରକାର ଚଳିତ ବଜେଟରେ ମିଶନ ଶକ୍ତି ମା'ମାନଙ୍କୁ ଆହୁରି ସଶକ୍ତ କରିବା...

ଆଜି ବିଧାନସଭାରେ ଆସିବ ବଜେଟ, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ୨୦୨୪ ମସିହା ନିର୍ବାଚନ ପୂର୍ବରୁ ଏହି ବଜେଟ...

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ-୨୦୨୩: ‘‘ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସମନ୍ୱିତ ବିକାଶ ସହ ସ୍ଥାନୀୟ ଲୋକଙ୍କ ରୋଜଗାର ଉପରେ ଗୁରୁତ୍ୱ’’

 ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଭୁବନେଶ୍ୱରଠାରେ ଚାଲିଥିବା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା...